ଏଣିକି ଫୋନ୍ ଚୋରି ହେଲେ ଖୋଜିବେ ସରକାର, ଆଣିଲେ ନୂଆ ୱେବ୍ ପୋର୍ଟାଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆପଣଙ୍କ ଫୋନ୍ ଚୋରି ହୋଇଯାଇଛି କି? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ, ଏଣିକି ଫୋନ୍ ଚୋରିହେଲେ ଏହାକୁ ଖୋଜିବାର ଦାୟିତ୍ୱ ନେବାକୁ ଯାଉଛନ୍ତି ସରକାର। ଏଥିପାଇଁ ଏକ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ...

ନିୟମିତ ଅଦା ସେବନ କଲେ ମିଳିଥାଏ ଏହି ଫାଇଦା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଦାକୁ ନିୟମିତ ଭାବେ ସେବନ କଲେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ। ଅଦାରେ ଅନେକ ଔଷଧୀୟ ଗୁଣ ରହିଛି। ସମସ୍ତେ ଅଦାକୁ ମସଲା ଭାବେ ବ୍ୟବହାର କରନ୍ତି। କିନ୍ତୁ ଅଦା ଶରୀରକୁ...

ଘନ କୁହୁଡ଼ିରେ ହଜିଗଲା ତାଜମହଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାଡ଼ରେ ଥରୁଛି ଦିଲ୍ଲୀ ସମେତ ଉତ୍ତର ଭାରତ। ସକାଳୁ ଘରୁ ବାହାରି ପାରୁ ନାହାନ୍ତି ଲୋକେ। ଘନ କୁହୁଡ଼ି ସମଗ୍ର ପରିବେଶକୁ ଢ଼ାଙ୍କି ଦେଉଛି। ଏହି କୁହୁଡ଼ି ଭିତରେ ସୋମବାର ସକାଳେ...

ଜିଓ ଆଣୁଛି ନୂଆ ଫିଚର୍ ଫୋନ୍ – ଦାମ ରହିବ ମାତ୍ର ୩୯୯ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଜିଓ କମ୍ପାନି ଖୁବଶୀଘ୍ର ଏକ ନୂଆ ଫିଚର ଫୋନ୍ ଆଣିବାକୁ ଯାଉଛି। ଏହି ମୋବାଇଲ୍ ଫୋନର ଦାମ୍ ମାତ୍ର ୩୯୯ ଟଙ୍କା ରହିବ। ହେଲେ ଜିଓର ପୂର୍ବ ଫୋନଗୁ଼ଡ଼ିକ ଭଳି ଏଥିରେ...

ମଙ୍ଗଳବାରଠୁ ଏହିସବୁ ସ୍ମାର୍ଟଫୋନ୍‌ରେ ବନ୍ଦ ହୋଇଯିବ ହ୍ୱାଟ୍ସଆପ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଙ୍ଗଳବାରଠୁ ଅନେକ ସ୍ମାର୍ଟଫୋନ୍‌ରେ ହ୍ୱାଟ୍ସଆପ୍‌ ସେବା ବନ୍ଦ ହୋଇଯିବ। ଫେସ୍‌ବୁକ୍‌ର ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟ୍ସଆପ୍‌ର ସପୋର୍ଟ ପେଜ୍‌ରେ ଏନେଇ ସୂଚନା ଦିଆଯାଇଛି। ୩୧ ଡିସେମ୍ବରରୁ ୱିଣ୍ଡୋଜ୍‌ ସ୍ମାର୍ଟଫୋନ୍‌ରେ ଆଉ ହ୍ୱାଟ୍ସଆପ୍‌ ସପୋର୍ଟ...

ଭୋଡାଫୋନ ଅଫର୍- ୧୯ ଟଙ୍କାରେ ମିଳିବ ଅନଲିମିଟେଡ୍ କଲର ସୁବିଧା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୋଡାଫୋନ୍ ଗ୍ରାହକମାନଙ୍କ ପାଇଁ ଖୁସିର ଖବର। ଏବେ ଗ୍ରାହକମାନେ ମାତ୍ର ୧୯ ଟଙ୍କା ରିଚାର୍ଜ କରି ଅନଲିମିଟେଡ୍ କଲର ସୁବିଧା ପାଇପାରିବେ।  ଏହାସହ ଗ୍ରାହକମାନେ ଏଥିରେ ୧୫୦ ଏମବି ମାଗଣା ଡାଟା...

ଜାଣନ୍ତୁ, ଶୀତଦିନେ ମୁହଁ ଘୋଡ଼ାଇ ଶୋଇଲେ କ’ଣ ହୁଏ ସମସ୍ୟା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶୀତଦିନେ ଅଧିକାଂଶ ଲୋକ କମ୍ବଳ ତଳେ ମୁହଁ ଘୋଡ଼ାଇ ଶୋଇବାକୁ ପସନ୍ଦ କରନ୍ତି। ଧୀରେ ଧୀରେ ଏହା ଏକ ଅଭ୍ୟାସରେ ପରିଣତ ହୋଇଥାଏ। ହେଲେ ଆପଣ ଜାଣି ରଖନ୍ତୁ କମ୍ବଳ ତଳେ...

ଆହୁରି ୨ ଦିନ ଶୀତରେ ଥରିବ ଓଡ଼ିଶା – ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ହାଡ଼ଭଙ୍ଗା ଶୀତରେ ଥରୁଛି ଓଡ଼ିଶା। ରବିବାର ରାଜ୍ୟର ୧୫ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ରହିଥିଲା। ତେବେ ରାଜ୍ୟରେ ଆହୁରି ୨ଦିନ ଶୀତଲହରୀ ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର...

ରାଜ୍ୟରେ ହାଡ଼ଭଙ୍ଗା ଶୀତ – ୧୦ ଡିଗ୍ରୀ ତଳେ ୧୫ଟି ସହର

ଓଡ଼ିଶାଲାଇଭ୍‌ ବ୍ୟୁରୋ ୩.୪ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଥଣ୍ଡା ସହର। ପ୍ରଚଣ୍ଡ ଶୀତରେ ଥରୁଛି ସାରା ରାଜ୍ୟ। ଜାଡ଼ ପ୍ରଭାବରୁ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଲାଣି। ଥଣ୍ଡା ଆଉ ତା' ସାଙ୍ଗକୁ...

ଫ୍ଲିପ୍‌କାର୍ଟ ସେଲ୍‌ରେ ଶସ୍ତାରେ ମିଳୁଛି ପାୱାରଫୁଲ୍‌ ସ୍ମାର୍ଟଫୋନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇ-କମର୍ସ ସାଇଟ୍‌ ଫ୍ଲିପ୍‌କାର୍ଟରେ ଚାଲିଛି କ୍ୱାଲକମ୍‌ ସ୍ନାପ୍‌ଡ୍ରାଗନ୍‌ ଡେଜ୍‌। ଏହି ସମୟ ମଧ୍ୟ ଗ୍ରାହକଙ୍କୁ ପାୱାରଫୁଲ୍‌ ପ୍ରୋସେସର ଥିବା ସ୍ମାର୍ଟଫୋନ୍‌ଗୁଡ଼ିକ ଉପରେ ରିହାତି ଦିଆଯାଉଛି। ଗୁଗୁଲ ପିକ୍ସେଲ ୩ଏ ଏକ୍ସଏଲ୍‌, ଭିଭୋ...