ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୀତଦିନେ ଅଧିକାଂଶ ଲୋକ କମ୍ବଳ ତଳେ ମୁହଁ ଘୋଡ଼ାଇ ଶୋଇବାକୁ ପସନ୍ଦ କରନ୍ତି। ଧୀରେ ଧୀରେ ଏହା ଏକ ଅଭ୍ୟାସରେ ପରିଣତ ହୋଇଥାଏ। ହେଲେ ଆପଣ ଜାଣି ରଖନ୍ତୁ କମ୍ବଳ ତଳେ ମୁହଁ ଘୋଡ଼ାଇ ହୋଇ ଶୋଇବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ।

– ଯେଉଁମାନଙ୍କର ଆଜ୍‌ମା ଓ ହୃଦ୍‌ରୋଗ ଭଳି ସମସ୍ୟା ଅଛି, ସେମାନେ ଆଦୌ ମୁହଁ ଘୋଡ଼ାଇ ଶୋଇବା ଉଚିତ ନୁହେଁ। ମୁହଁ ଘୋଡ଼ାଇ ଶୋଇଲେ ଅନିଦ୍ରା ସମସ୍ୟା ଉପୁଜିପାରେ।

-ମୁହଁ ଘୋଡ଼ାଇ ହୋଇ ଶୋଇଲେ ମୁଣ୍ଡ ବୁଲେଇବା ଭଳି ସମସ୍ୟା ହୋଇଥାଏ।ଶୋଇବା ସମୟରେ ମୁହଁ ଘୋଡ଼ାଇ ଶୋଇଲେ ଶରୀରକୁ ଉପଯୁକ୍ତ ଅମ୍ଳଜାନ ମିଳିପାରେ ନାହିଁ।

– ମୁହଁ ଘୋଡ଼ାଇ ଶୋଇଲେ ମୋଟାପଣର ବୃଦ୍ଧି ହେବ ବୋଲି ମଧ୍ୟ ଜଣାପଡିଛି।

Comment