୩୨ ମେଗାପିକ୍ସେଲ ପପ୍ ଅପ୍ ସେଲ୍ଫି କ୍ୟାମେରା ସହ ଲଞ୍ଚ୍ ହେଲା Motorola One Hyper
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ମାର୍ଟଫୋନ ନିର୍ମାତା କମ୍ପାନି ମୋଟରୋଲା ଏହାର ପପ୍ ଅପ୍ ସେଲ୍ଫି କ୍ୟାମେରା ଥିବା One Hyper ସ୍ମାର୍ଟଫୋନ ଲଞ୍ଚ୍ କରିଛି। ଏହି ସ୍ମାର୍ଟଫୋନ୍ରେ ଡୁଅଲ ରିୟର କ୍ୟାମେରା ମଡ୍ୟୁଲ ଦିଆଯାଇଛି। ଏଥିରେ...
ଘୋଷଣା ହେଲା ଜିଓର ନୂଆ ଅଲ୍-ଇନ୍-ୱାନ୍ ପ୍ଲାନ୍, ଜାଣନ୍ତୁ କ’ଣ ରହିଛି ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଡିସେମ୍ବର ୬ ବନ୍ଦ ହୋଇଯିବ ଜିଓର ପୁରୁଣା ପ୍ଲାନ୍। ଏବେ ଆସିଲା ନୂଆ ଅଲ୍-ଇନ-ୱାନ ପ୍ଲାନ୍। ଜାଣନ୍ତୁ କ'ଣ ରହିଛି ?
ରିଲାଏନ୍ସ ଜିଓ ପକ୍ଷରୁ ଏହାର ସମସ୍ତ ରିଚାର୍ଜ ପ୍ଲାନ୍ ଦର...
ଜିଓ,ଏୟାରଟେଲ୍ ଓ ଭୋଡାଫୋନ୍ ଜାରି କଲେ ନୂଆ ରିଚାର୍ଜ ପ୍ଲାନ – ଜାଣନ୍ତୁ କାହାର କେତେ ଦମ୍?
ଓଡ଼ିଶାଲାଇଭ୍ ବ୍ୟୁରୋ
ଟେଲିକମ୍ କମ୍ପାନି ଜିଓ, ଏୟାରଟେଲ୍ ଓ ଭୋଡାଫୋନ୍-ଆଇଡିଆ ନିଜ ନିଜର ନୂଆ ରିଚାର୍ଜ ପ୍ଲାନ ଘୋଷଣା କରିଛନ୍ତି। ପୂର୍ବ ପ୍ଲାନ ତୁଳନାରେ ନୂଆ ପ୍ଲାନର ଦାମ୍ ୪୦ ପ୍ରତିଶତ ଅଧିକ ରହିଛି।...
ଅଧିକ ଚିନାବାଦାମ ଖାଉଛନ୍ତି କି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଚିନାବାଦାମ ଖାଇଲେ ଶରୀରକୁ ବେଶ୍ ଫାଇଦା ମିଳିଥାଏ। କାରଣ ଏଥିରେ ପ୍ରୋଟିନ୍ ସହ ଭିଟାମିନ୍ ଏ, ବି, ସି ଏବଂ ୨୬ ପ୍ରକାର ମିନେରାଲ୍ସ ଭରି ରହିଥାଏ। ୧୦୦ ଗ୍ରାମ୍ ଚିନାବାଦାମରେ...
ଶୀତଦିନେ କେମିତି ନେବେ କେଶର ଯତ୍ନ?
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣତଃ ଶୀତଦିନେ ଜଳବାୟୁ ଶୁଷ୍କ ରହିଥାଏ। ଫଳରେ କେଶ ରୁକ୍ଷ, ଶୁଷ୍କ, କେଶ ତଳ ଫାଟିବା ଏବଂ ଝଡ଼ିବା ଭଳି ସମସ୍ୟା ଦେଖାଦେଇଥାଏ। ହେଲେ କିଛି ଘରୋଇ ଉପାୟରେ ଆପଣ ନିଜ...
ମହାକାଶରେ ହୋଟେଲ କରିବ ନାସା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକା ମହାକାଶ ବିଜ୍ଞାନ ସଂସ୍ଥା ନାସା ଗୋଟିଏ ରୋବୋଟ ହୋଟେଲକୁ ମହାକାଶକୁ ପଠାଇବ।
କୌଣସି ଅଜଣା ଅଚିହ୍ନା ସ୍ଥାନକୁ ଗଲେ ସେଠାରେ ଖାଇବା ଓ ରହିବା ପାଇଁ ଆପଣ ପ୍ରଥମେ ଗୋଟିଏ ହୋଟେଲ...
ଶୀତଦିନେ ପିଅନ୍ତୁ ଏହି ଗରମା ଗରମ ସୁପ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଖାଇବା ପୂର୍ବରୁ ଅଧିକାଂଶ ଲୋକ ଏବେ ସୁପ୍ ପିଇବାକୁ ପସନ୍ଦ କରିଥାନ୍ତି। ତେବେ ଥଣ୍ଡାରେ ଏମିତି କିଛି ସୁପ୍ ପିଅନ୍ତୁ ଯାହା ଶରୀରକୁ ସତେଜ ରଖିଥାଏ।
ଥଣ୍ଡାରେ ସମସ୍ତଙ୍କୁ ଗରମା ଗରମ୍ ଖାଦ୍ୟ...
ଚିକେନ୍ ସହ ଭୁଲରେ ବି ଖାଆନ୍ତୁ ନାହିଁ ଏହି ଖାଦ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣତଃ ଆମେ ଚିକେନ୍ ସହ ଏଭଳି କିଛି ଖାଦ୍ୟ ଖାଇଥାଉ, ଯାହା ସ୍ୱାଦିଷ୍ଟ ହୋଇଥାଏ କିନ୍ତୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏଥିପାଇଁ ଜାଣିବା ଦରକାର ଚିକେନ୍ ସହ କ’ଣ ଖାଇବା...
ସୂର୍ଯ୍ୟ ନମସ୍କାର କରିବାର ଫାଇଦା
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦର, ନିରୋଗ ସ୍ୱାସ୍ଥ୍ୟ ପାଇଁ ସୂର୍ଯ୍ୟ ନମସ୍କାର କରିବା ଅତ୍ୟନ୍ତ ଉପଯୋଗୀ। ନିୟମିତ ସୂର୍ଯ୍ୟ ନମସ୍କାର କରିବା ଫଳରେ ଶରୀରରେ ରଙ୍କ ସଞ୍ଚାଳନ, ହଜମ ପ୍ରକ୍ରିୟା ସୁଦୃଢ଼ ରହିଥାଏ।
ସୂର୍ଯ୍ୟ ନମସ୍କାର...
ଏଣିକି ମାତ୍ର ୩ ଦିନରେ କରିପାରିବେ ମୋବାଇଲ୍ ନମ୍ବର ପୋର୍ଟାବିଲିଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ମୋବାଇଲ୍ ନମ୍ବର ପୋର୍ଟାବିଲିଟି କରିବାକୁ ଚାହୁଁଛନ୍ତି କି? ଏବେ ଆଉ ୭ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବନି। ମାତ୍ର ୩ଦିନ ଭିତରେ ନିଜ ନମ୍ବରକୁ ପୋର୍ଟାବିଲିଟି କରିପାରିବେ।
ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ)ର ନୂଆ ଗାଇଡଲାଇନ୍...





















