ଓଜନ କମ୍‌ କରେ ଆଳୁ ଚୋପା

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରାୟ ଲୋକ ଆଳୁ କାଟିବା ପରେ ଏହାର ଚୋପାକୁ ଫିଙ୍ଗି ଦିଅନ୍ତି। କିନ୍ତୁ ଆଳୁର ଚୋପା ସ୍ଵାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ବିଭିନ୍ନ ରୋଗକୁ ଉପଶମ କରିବାର କ୍ଷମତା ଆଳୁ ଚୋପାରେ...

ସାବଧାନ! ଆପଣଙ୍କ ଫୋନ୍‌ରେ ୨୦ ପ୍ରତିଶତରୁ ଅଧିକ ଚାର୍ଜ ଥାଇ ବି ପୁଣି ଚାର୍ଜ କରୁଛନ୍ତି କି?

ଓଡ଼ିଶାଲାଇଭ୍ ବ୍ୟୁରୋ ଯଦି ମୋବାଇଲ୍ ଫୋନ୍‌ର ବ୍ୟାଟେରି ୨୦ ପ୍ରତିଶତ ତଳକୁ ଯାଇ ନାହିଁ, ତେବେ ତାକୁ ଚାର୍ଜ କରନ୍ତୁ ନାହିଁ ବୋଲି କହିଛନ୍ତି ଜଣେ ବିଶିଷ୍ଟ ଗବେଷକ। ସାଧାରଣତଃ ମୋବାଇଲ ବ୍ୟାଟେରି ୬୦ କିମ୍ବା...

ଚୀନ୍‌ ନିର୍ମାଣ କଲା ଇଲେକ୍ଟ୍ରିକ୍‌ ବିମାନ – ଥରେ ଚାର୍ଜ କଲେ ଉଡ଼ିବ ୩୦୦ କିଲୋମିଟର

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଟେକ୍ନୋଲୋଜି କ୍ଷେତ୍ରରେ ପାଦେ ଆଗରେ ଚୀନ୍‌। ଉଡ଼ାଇଲା ଦେଶର ପ୍ରଥମ ଇଲେକ୍ଟ୍ରିକ୍‌ ବିମାନ। ସାରା ବିଶ୍ୱରେ ଯେତେବେଳେ ଇଲେକ୍ଟ୍ରିକ୍‌ କାର୍‌କୁ ପ୍ରୋତ୍ସାହନ ଦେଉଛି, ସେସମୟରେ ଚୀନ୍‌ ଆଉ ପାଦେ ଆଗକୁ ଯାଇ ନିର୍ମାଣ...

ବଜାରକୁ ଆସିବ Mi Note 10 – ମିଳିବ ୧୦୮ ମେଗାପିକ୍ସେଲ ଲେନ୍ସ ସହ ୫ଟି କ୍ୟାମେରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି ଏକ ନୂଆ ସ୍ମାର୍ଟଫୋନ 'Mi Note 10' ଲଞ୍ଚ୍‌ କରିବାକୁ ପ୍ରସ୍ତୁତ ହେଉଛି। ଏହି ସ୍ମାର୍ଟଫୋନରେ ଗ୍ରାହକଙ୍କୁ ୧୦୮ ମେଗାପିକ୍ସେଲ ଲେନ୍ସ ସହ ୫ଟି...

ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହ ରୋଗରୁ ଦୂରରେ ରଖେ ଧନିଆ ପତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଧାରଣତଃ ଖାଦ୍ୟକୁ ସ୍ୱାଦିଷ୍ଟ  ଏବଂ ବାସ୍ନାଯୁକ୍ତ କରିବାକୁ ସମସ୍ତେ ଧନିଆ ପତ୍ରର ବ୍ୟବାହାର କରନ୍ତି। ପ୍ରାୟ ସମସ୍ତ ଖାଦ୍ୟରେ ଧନିଆ ପତ୍ର ପଡ଼ିପାରେ। ଖାଦ୍ୟରେ ଧନିଆ ପତ୍ର ପଡ଼ିବା ପରେ ଏହା...

୧୦୮ ମେଗାପିକ୍ସେଲ କ୍ୟାମେରା ସହିତ Mi CC9 Pro ସ୍ମାର୍ଟଫୋନ – ନଭେମ୍ବର ୫ରେ ହେବ ଲଞ୍ଚ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି Mi CC9 Pro ସ୍ମାର୍ଟଫୋନର ଟିଜର ଲଞ୍ଚ୍‌ କରିଛି। ଏହି ସ୍ମାର୍ଟଫୋନରେ ପେଣ୍ଟା ରିୟ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଅର୍ଥାତ୍‌ ସ୍ମାର୍ଟଫୋନ ପଛରେ ୫ଟି...

ଶିଶୁଙ୍କୁ ଶୁଆଇବାରେ ସମସ୍ୟା ହେଉଛି କି, ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଛୋଟ ପିଲାଙ୍କୁ ଶୁଆଇବା ପ୍ରତ୍ୟେକ ମା’ଙ୍କ ପାଇଁ ଏକ ଜରୁରୀ କାମ ହୋଇଥାଏ। କାରଣ ଛୋଟ ପିଲାଙ୍କୁ ଶୁଆଇବା ସହଜ ହୋଇନଥାଏ। ପିଲାଙ୍କୁ ଶୁଆଇ ଦେବା ସମୟରେ ମା’ ମାନେ ନାହିଁ...

ଶୀତଦିନେ ଖାଆନ୍ତୁ ମିଶ୍ରି – ହେବ ନାହିଁ ଥଣ୍ଡା, କାଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମିଶ୍ରିର ଉପକାରିତା ବିଷୟରେ ସାଧାରଣତଃ ସମସ୍ତେ ଜାଣନ୍ତି। ଦୈନିକ ମିଶ୍ରି ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ। ଥଣ୍ଡା, କାଶରୁ ମୁକ୍ତି ଦିଏ : ଶୀତଦିନେ ଅନେକ ଥଣ୍ଡା, ଜ୍ୱର...

ଥାଇରଏଡ୍ ରୋଗୀ ଖାଆନ୍ତୁ ନାହିଁ ଫୁଲକୋବି

ଓଡ଼ିଶାଲାଇଭ୍ ବ୍ୟୁରୋ ପରିବା ଭିତରେ ଫୁଲକୋବି ହେଲା ସମସ୍ତଙ୍କର ମନପସନ୍ଦ ପରିବା। ଫୁଲକୋବିରେ ଥିବା ବିଭିନ୍ନ ପୋଷକ ତତ୍ୱ ସ୍ଵାସ୍ଥ୍ୟ ପାଇଁ ବେଶ୍‌ଲାଭପ୍ରଦ ହୋଇଥାଏ। କିନ୍ତୁ କେତେକ ରୋଗ ପାଇଁ ଫୁଲକୋବି ଏକ ପ୍ରକାର...

ହ୍ୱାଟ୍ସଆପ ବ୍ୟବହାର କରୁଥିଲେ ଭୁଲ୍‌ରେ ଡାଉନଲୋଡ କରନ୍ତୁନି ଏହିସବୁ ଆପ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ମାର୍ଟଫୋନର ପ୍ଲେ-ଷ୍ଟୋର୍‌ରେ ଗୁଗଲ ପକ୍ଷରୁ ପ୍ଲେ-ପ୍ରେଟେକ୍ଟ ଥିବା ସତ୍ତ୍ୱେ ଏମିତି ଅନେକ ଆପ୍‌ ରହିଯାଉଛି ଯାହା ଆପଣଙ୍କ କାର୍ଯ୍ୟକଳାପକୁ ଗୁପ୍ତ ଭାବେ ଲିକ୍‌ କରିଥାଏ। କମ୍ପାନି ପକ୍ଷରୁ ଏହାକୁ ବାଛି ପ୍ଲେ-ଷ୍ଟୋରରୁ...