ତ୍ୱଚାରୁ ଜାଣନ୍ତୁ ଆପଣ କେତେ ସୁସ୍ଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦର ଚେହେରା ସମସ୍ତଙ୍କୁ ଆକର୍ଷିତ କରିଥାଏ। କିନ୍ତୁ ଏହାର ରଙ୍ଗରେ ସାମାନ୍ୟ ପରିବର୍ତ୍ତନ ହେଲେ ସ୍ୱାସ୍ଥ୍ୟବସ୍ଥା କିଭଳି ଅଛି ତାହା ସୂଚୀତ କରିଥାଏ ତେଣୁ ଏହାର ଯତ୍ନ ନେବା ଜରୁରୀ।
କୁହାଯାଏ ମନ...
ଲଞ୍ଚ ହେଲା ସାମସଙ୍ଗ Galaxy A30s ଏବଂ Galaxy A50s ସ୍ମାର୍ଟଫୋନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଉଥ୍ କୋରିଆନ୍ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାମସଙ୍ଗ ଲଞ୍ଚ କରିଛି ଦୁଇଟି ସ୍ମାର୍ଟଫୋନ Galaxy A30s ଏବଂ Galaxy A50s। ଏହି ସ୍ମାର୍ଟଫୋନର ଚାରୋଟି କଲର ଭାରିଏଣ୍ଟ ସହ ଲଞ୍ଚ କରାଯାଇଛି।...
ପବ୍ଲିକ୍ ଟଏଲେଟ୍ରୁ ହୋଇପାରେ ସଂକ୍ରମଣ – କେମିତି ନିଜକୁ ରଖିବେ ସୁରକ୍ଷିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପରିସ୍ରାକୁ ବହୁତ ସମୟ ଧରି ଚାପି ରଖିଲେ ପରିସ୍ରା ସଂକ୍ରମଣ ହୋଇପାରେ। ତେଣୁ ପବ୍ଲିକ୍ ଟଏଲେଟ୍ ବ୍ୟବହାର କରିବାକୁ ପଡ଼ିଲେ ଅସହଜ ବୋଧ କରନ୍ତୁ ନାହିଁ । ତେବେ କିଛି କଥା...
ହାର୍ଟ ଫେଲ୍ୟୁଅର୍ର ଲକ୍ଷଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ହାର୍ଟ ଫେଲ୍ୟୁଅର ଏବେ ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ଡାକ୍ତରମାନଙ୍କ ଅନୁସାରେ ୫୦-୫୯ ବର୍ଷ ମଧ୍ୟରେ ପ୍ରାୟ ୧ ପ୍ରତିଶତ ଲୋକ ହାର୍ଟ ଫେଲ୍ୟୁଅରର ଶିକାର ହୋଇଥାନ୍ତି।...
ମୁଖ୍ୟମନ୍ତ୍ରୀଙ୍କ ଢାଞ୍ଚା ଆପଣେଇଲେ ସ୍ୱାସ୍ଥ୍ୟମନ୍ତ୍ରୀ: ଏଣିକି ଫୋନ୍ରେ ଶୁଣିବେ ରୋଗୀଙ୍କ ଅଭିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ଵାସ୍ଥ୍ୟ ବିଭାଗର ନୂଆ ନିଷ୍ପତ୍ତି। ଏଣିକି ଫୋନ୍ରେ ରୋଗୀଙ୍କ ଅଭିଯୋଗ ଶୁଣିବେ ସ୍ୱାସ୍ଥ୍ୟମନ୍ତ୍ରୀ। ଏନେଇ ସିଡିଏମ୍ଓ ସମ୍ମିଳନୀରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି।
ରୋଗୀ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସେମାନେ...
ଆସନ୍ତା ମାସ ବନ୍ଦ ହେବ YouTubeର ଏହି ଖାସ୍ ଫିଚର! ଜାଣନ୍ତୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ପପୁଲାର ଭିଡିଓ ସେୟାରିଂ ୱେବସାଇଟ୍ YouTube ଏହାର ପ୍ରଇଭେଟ୍ ମେସେଜ ଫିଚରକୁ ବନ୍ଦ କରିବାକୁ ଯାଉଛି। ଆସନ୍ତା ସେପ୍ଟେମ୍ବର ୧୮ରେ ୟୁଜର୍ସ ଏହି ମେସେଜ୍ ଫିଚରକୁ ବ୍ୟବହାର କରିପାରିବେ ନାହିଁ।
୨୦୧୭ରେ...
ଗ୍ରୀନ ଟି ପ୍ରସ୍ତୁତ କଲାବେଳେ କରୁନାହାଁନ୍ତି ତ ଏହି ଭୁଲ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଗ୍ରୀନ ଟି ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ। ଏକଥା ସମସ୍ତେ ଜାଣନ୍ତି। ଏହା ଆମକୁ ବିଭିନ୍ନ ରୋଗରୁ ରକ୍ଷା କରିବା ସହ ଓଜନ କମାଇବାରେ ସହାୟକ ହୋଇଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ...
କିଶୋର ଅବସ୍ଥାରେ ଆତ୍ମହତ୍ୟାର କାରଣ?
ଓଡ଼ିଶାଲାଇଭ୍ ବ୍ୟୁରୋ
୧୫- ୧୯ ବର୍ଷ ବୟସ ମଧ୍ୟରେ ମୃତ୍ୟୁର ତୃତୀୟ ମୁଖ୍ୟ କାରଣ ହେଉଛି ଆତ୍ମହତ୍ୟା।
କିଶୋର ଅବସ୍ଥା ହେଉଛି ଶାରୀରିକ ଓ ମାନସିକ ବିକାଶର ଏକ ଜଟିଳ ପର୍ଯ୍ୟାୟ। ଶାରୀରିକ ଗଠନରେ ପରିବର୍ତ୍ତନ,...
ଓଡ଼ିଶାରେ ଜିଓ ଗ୍ରାହକ ସଂଖ୍ୟା ଟପିଲା ୧ କୋଟି
ଓଡ଼ିଶାଲାଇଭ୍ ବିଜିନେସ୍ ବ୍ୟୁରୋ
ଓଡ଼ିଶାରେ ରିଲାଏନ୍ସ ଜିଓ ଗ୍ରାହକଙ୍କ ସଂଖ୍ୟା ୧ କୋଟି ଟପିଲା। ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ)ର ରିପୋର୍ଟରୁ ଏହା ଜଣାପଡ଼ିଛି।
ରିଲାଏନ୍ସ ଜିଓ ଆରମ୍ଭ ହେବାର ତିନି ବର୍ଷରୁ କମ୍...
ଆଗାମୀ ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ବଢ଼ିବ ବର୍ଷା। ଲଘୁଚାପ ବଳୟ ପ୍ରଭାବରେ ରାଜ୍ୟରେ ତିନି ଦିନ ଧରି ବର୍ଷା ଲାଗି ରହିବ।
ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ...





















