ଆସୁଛି ବାତ୍ୟା, ହେଲେ ୧୧ ସହରରେ ୪୦ ଉପରେ ପାରଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଙ୍ଗଳବାର ରାଜ୍ୟର ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଗେଟେ ପଟେ ବାତ୍ୟା 'ଫନି'କୁ ନେଇ ରାଜ୍ୟବାସୀ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଅନ୍ୟପଟେ ଗରମରୁ ନିସ୍ତାର ମିଳୁନି।...

ଶରୀର ପାଇଁ କେଉଁ ଖାଦ୍ୟ କେତେ ଜରୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ନ୍ୟୁଟ୍ରିସନମାନଙ୍କ ଅନୁସାରେ ଆମ ଶରୀରରେ ରୋଗ ସୃଷ୍ଟି କରୁଥିବା ୧୦ଟି କାରଣ ମଧ୍ୟରୁ ୬ଟି କାରଣ ହେଉଛି ଖାଦ୍ୟପାନୀୟ ସମ୍ବନ୍ଧୀୟ। ତେଣୁ ପ୍ରତିଦିନ କେଉଁ ଖାଦ୍ୟକୁ କେତେ ପରିମାଣରେ ଖାଇବେ ତାହା...

‘ଫନି’ ମୁକାବିଲା ଲାଗି ଅଗ୍ନିଶମ କର୍ମଚାରୀଙ୍କ ଛୁଟି ବାତିଲ୍

ଓଡ଼ିଶାଲାଇଭ ବ୍ୟୁରୋ 'ଫନି'ମୁକାବିଲା ଲାଗି ଅଧିକ ଫାୟର ୟୁନିଟ୍ ନିୟୋଜିତ କଲା ବିଭାଗ 'ଫନି' ମୁକାବିଲା ଲାଗି ରାଜ୍ୟ ସରକାର ପୂରା ପ୍ରସ୍ତୁତ ଅଛନ୍ତି। ଓଡ଼ିଶା ଫାୟର ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।...

କେଉଁଠି ଲ୍ୟାଣ୍ଡଫଲ କରିବ ‘ଫନି’?

ଓଡ଼ିଶାଲାଇଭ ବ୍ୟୁରୋ ଚେନ୍ନାଇ ଠାରୁ ୬୮୦ କିମି ଦୂରରେ ସାଇକ୍ନନିକ ଷ୍ଟର୍ମ ‘ଫନି’ କେନ୍ଦ୍ରୀଭୂତ ହୋଇଛି। ତେବେ ଏହା କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ କୁହାଯାଉଛି ଅପରାହ୍ନ ସୁଦ୍ଧା...

‘ଫନି’ ପାଇଁ ଗଞ୍ଜାମରେ ପ୍ରସ୍ତୁତି, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଫନି’ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ଏହା ଧୀରେ ଧୀରେ ବାତ୍ୟାର ରୂପ ନେବାରେ ଲାଗିଛି। ବାତ୍ୟାର ମୁକାବିଲା ପାଇଁ ଉପକୂଳବର୍ତ୍ତୀ...

‘ଫନି’ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଅଫିସରଙ୍କୁ ନିର୍ଦ୍ଦେଶ ଦେଲେ ମୋଦି

ଓଡ଼ିଶାଲାଇଭ୍ ବ୍ୟୁରୋ ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଫନି’ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି।  ଏହା ଧୀରେ ଧୀରେ ବାତ୍ୟାର ରୂପ ନେବାରେ ଲାଗିଛି।  ବାତ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପିଆଜ ଖାଆନ୍ତୁ, ସୁସ୍ଥ ରୁହନ୍ତୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଖାଇବା ସହ ସାଲାଡ୍ ଭାବେ ଖାଉଥିବା କଞ୍ଚା ପିଆଜ ଆମ ସ୍ଵାସ୍ଥ୍ୟ ପାଇଁ ବହୁ ଉପାଦେୟ। ସାଲାଡ୍ ହେଉ ଅବା ଚାଟ୍‌ ଖାଦ୍ୟର ସ୍ଵାଦ ବଢ଼ାଇବା ସହ ସ୍ୱାସ୍ଥ୍ୟ ପାଇଁ ବେଶ୍...

ବ୍ୟାୟାମ କରିବା ପୂର୍ବରୁ ଖାଆନ୍ତୁ ଏହି ଖାଦ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଆମ ମଧ୍ୟରୁ ଅଧିକାଂଶ ଲୋକ ଏହା ମନେ କରନ୍ତି ଯେ ଖାଲି ପେଟରେ ବ୍ୟାୟାମ କରିବା ଉଚିତ୍। ପ୍ରକୃତରେ କିନ୍ତୁ ଖାଲିପେଟରେ ବ୍ୟାୟାମକୁ ଡାକ୍ତରମାନେ ମଧ୍ୟ ମନା କରୁଛନ୍ତି। ବ୍ୟାୟାମ କରିବା...

ଜଳୁଛି ଓଡ଼ିଶା, ତାଳଚେରରେ ରେକର୍ଡ ଭାଙ୍ଗିଲା ତାପମାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଲାଣି। ଅସହ୍ୟ ଗୁଳୁଗୁଳିରୁ ନିସ୍ତାର ନାହିଁ। ପ୍ରଚଣ୍ଡ ଖରା ପ୍ରଭାବରେ ଦିନ ୯ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଲାଣି। ବିଶେଷ କରି ପଶ୍ଚିମ ଓଡ଼ିଶାରେ...

ବ୍ଲଡ୍‌ସୁଗାର ନିୟନ୍ତ୍ରଣ କରେ କେଉଁ ଖାଦ୍ୟ?

ଓଡ଼ିଶାଲାଇଭ ବ୍ୟୁରୋ ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ସୁଗାର ସମସ୍ୟା ସାଧାରଣ ହୋଇଗଲାଣି। ଏହାକୁ ନିୟନ୍ତ୍ରଣରେ ରଖିବାକୁ ୫ଟି ଘରୋଇ ଉପାୟ ସଂପର୍କରେ ଜାଣନ୍ତୁ। ଭେଣ୍ଡି ରାତିରେ ୪-୫ଟି ଭେଣ୍ଡିକୁ କାଟି ଏକ ପାଣିଥିବା କାଚପାତ୍ରରେ ରଖନ୍ତୁ।...