ଆହୁରି ୩ଦିନ ଯାଏଁ ଉପକୂଳବର୍ତ୍ତୀ ଜିଲ୍ଲାରେ ଘନ କୁହୁଡ଼ି, ୨୮ ଯାଏଁ ବର୍ଷା ସମ୍ଭାବନା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଜାନୁଆରୀ ୨୫ ତାରିଖ ଯାଏଁ ଉପକୂଳବର୍ତ୍ତୀ ଜିଲ୍ଲାରେ ଘନ କୁହୁଡ଼ି ଲାଗି ରହିବ। ଉତ୍ତରପଶ୍ଚିମ ଆଡୁ ପୂର୍ବ ଆଡ଼କୁ ପଶ୍ଚିମ ବାୟୁ ପ୍ରବାହ ରହିଛି। ଓଡ଼ିଶା ଉପକୂଳରେ ଗୁରୁଚାପ ସୃଷ୍ଟି...
ପେଟରେ ଚର୍ବି କମାଇଥାଏ ଅଣ୍ଡା ଜାଣନ୍ତୁ କେମିତି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିର ବ୍ୟସ୍ତବହୁଳ ଜୀବନରେ ପେଟରେ ଚର୍ବି ବଢିବା ଏକ ସାଧାରଣ ସମସ୍ୟା ହୋଇଗଲାଣି। ପେଟରେ ଚର୍ବି ବଢିବା ଅନେକ ରୋଗର କାରଣ ହୋଇପାରେ।
ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଆମେ ସକାଳ ଖାଇବା ପ୍ରାୟତଃ...
୨୪ ତାରିଖ ଯାଏଁ ଲାଗି ରହିବ ଘନ କୁହୁଡ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ରାଜ୍ୟରେ ଲାଗି ରହିଛି ଘନ କୁହୁଡ଼ି। ଭୁବନେଶ୍ୱରରେ ଲଗାତାର ତିନି ଦିନ ଧରି କୁହୁଡ଼ି ହେଉଛି। ଏଥିପାଇଁ ଯାତାୟାତ ଏବଂ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି। ରାଜ୍ୟରେ ଭୁବନେଶ୍ୱର ସମେତ...
ଏଣିକି ହ୍ୱାଟ୍ସ୍ଆପ୍’ରେ ଆପେ ଆପେ ଟାଇପ୍ ହୋଇଯିବ ମେସେଜ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଇନଷ୍ଟାଣ୍ଟ ମେସେଜିଂ ଆପ୍ ‘ହ୍ୱାଟ୍ସ୍ ଆପ୍’ ଏବେ ଅପଡେଟ୍ ହୋଇଛି। ଏହି ଅପଡେଟ୍ କିଛି ନୂଆ ଫିଚର୍ ରହିଛି। ଏହି ଫିଚର୍ ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ୟୁଜର୍ସଙ୍କ ପାଇଁ ରହିଛି।...
କେଉଁ ଫଳ ଖାଇଲେ ଶରୀରରେ ରକ୍ତର ମାତ୍ରା ଠିକ୍ ରହିଥାଏ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶରୀରରେ ରକ୍ତର ମାତ୍ରା କମିବା ଯୋଗୁଁ ଅନେକ ରୋକ ଦେଖାଯାଇଥାଏ। ଏହାସହ ଶରୀରରେ ଆଳସ୍ୟତା ଦେଖାଦେବା ସହ ଆଖି ଓ ହାଡ ସମସ୍ୟା ଦେଖାଦିଏ। ଏଭଳି ସମସ୍ୟା ଦୂର ପାଇଁ ଶରୀରରେ...
ରୁମ୍ ହିଟର ବ୍ୟବହାର କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୀତଋତୁରେ ରୁମ୍ ହିଟରର ବ୍ୟବହାର ହୋଇଥାଏ ବିଭିନ୍ନ ରୋଗର କାରଣ।
ଶୀତର ପ୍ରକୋପ ଜାରି ରହିଛି। ଶୀତ ଦାଉରୁ ବଞ୍ଚିବା ପାଇଁ ସାଧାରଣତଃ ଲୋକେ ରୁମ୍ ହିଟରର ବ୍ୟବହାର କରିଥାନ୍ତି। ଶୀତରେ ରୁମ୍...
ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଦୂର କରେ ରସୁଣ
ଓଡ଼ିଶାଲାଇବ୍ ବ୍ୟୁରୋ
କଞ୍ଚା ରସୁଣ ଖାଇବାକୁ ସବୁ ଲୋକେ ପସନ୍ଦ କରନ୍ତି ନାହିଁ। ଯେତେବେଳେ କ୍ଷୀର ସହ ରସୁଣ ଖାଇବାକୁ ପଡ଼େ ତାହା ଆହୁରି ସ୍ୱାଦହୀନ ହୋଇପଡ଼େ। କିନ୍ତୁ ଏହି ସ୍ୱାଦହୀନ ଖାଦ୍ୟ ଶରୀରକୁ...
ଭେଣ୍ଡି ଦୂର କରେ କେଶ ଝଡ଼ିବା ସମସ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭେଣ୍ଡିରେ ରୋଗ ପ୍ରତିରୋଧକ କ୍ଷମତା ସବୁଠୁ ଅଧିକ। ଯଦି ଆପଣ ପ୍ରତିଦିନ ଖାଦ୍ୟରେ ଭେଣ୍ଡି ସାମିଲ କରନ୍ତି ତେବେ ଏହା ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ।
ଭେଣ୍ଡିରେ କ୍ୟାଲସିୟମ, ଫସ୍ଫରସ୍,...
ଅଧିକ ସମୟ ଟିଭି ଦେଖିବା ଆପଣଙ୍କ ଶରୀର ପାଇଁ ଅନେକ ରୋଗର କାରଣ ହୋଇପାରେ!
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତିଦିନ ୫ଘଣ୍ଟାରୁ ଅଧିକ ସମୟ ଟିଭି ଦେଖୁଥିବା ଏବଂ ସପ୍ତାହ ମଧ୍ୟରେ ତିନି ଘଣ୍ଟା ବି ଶାରୀରିକ ପରିଶ୍ରମ କରୁ ନଥିବା ବୟସ୍କ ବ୍ୟକ୍ତିଙ୍କ ପାଇଁ ସତର୍କବାଣୀ।
ଏଭଳି ଜୀବନଚର୍ଯ୍ୟା ସେମାନଙ୍କ ପାଇଁ...
ପୁଣି କମିବ ପାରଦ, ଫେରିବ ଜାଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
କିଛି ଦିନ ମଧ୍ୟରେ ରାଜ୍ୟରେ ଶୀତର ଅନୁଭୂତି କିଛି ମାତ୍ରାରେ କମିଯାଇଥିଲା। କିନ୍ତୁ ଗୁରୁବାର ରାତିରେ ପୁଣି ଲେଉଟାଣି ଦେଇଛି ଶୀତ। ଉତ୍ତର ଓଡ଼ିଶା ପଶ୍ଚିମ ଓଡ଼ିଶାର କିଛିଟା ସ୍ଥାନରେ ଶୀତ...





















