ସର୍ବଭାରତୀୟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସମ୍ମିଳନୀ ଉଦଘାଟିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=zGEhcZsPoDY] ସର୍ବଭାରତୀୟ ୬୧ ତମ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସମ୍ମିଳନୀ ଦୀର୍ଘ ୧୬ବର୍ଷ ପରେ ଓଡ଼ିଶାରେ ତୃତୀୟଥର ପାଇଁ ଏହି ସମ୍ମିଳନୀ ସବୁ କ୍ଷେତ୍ରରେ ଜାତୀୟ ହାରଠାରୁ...

ଅଗ୍ନି-୫ର ସଫଳ ଉତକ୍ଷେପଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲକ୍ଷ୍ୟଭେଦ କ୍ଷମତା ୫ହଜାର କିଲୋମିଟର ଚୀନର ଆନ୍ତଃମହାଦେଶୀୟ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ଡଙ୍ଗପେଙ୍ଗ-୫କୁ ଟକ୍କର ଦେବାକୁ ସକ୍ଷମ ଓଡ଼ିଶାର ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ଅବଦୁଲ କଲାମ ଦୀପରୁ ଗୁରୁବାର ହୋଇଥିବା ଅଗ୍ନି-୫ କ୍ଷେପଣାସ୍ତ୍ରର...

ସିଟ୍‍ ବେଲ୍ଟ ପିନ୍ଧି ନଥିଲେ ଖୋଲିବନି ଏୟାରବ୍ୟାଗ୍‍!

ଓଡ଼ିଶାଲାଇଭ୍‍ ବ୍ୟୁରୋ କୌଣସି ଦୁର୍ଘଟଣା ବେଳେ ଚାରିଚକିଆ ଯାନରେ ଚାଳକ ଓ ସହଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଥିବା ଏୟାରବ୍ୟାଗ୍‍ ନ ବାହାରିବା ନେଇ ବାରମ୍ବାର ପ୍ରଶ୍ନ ଉଠାଯାଉଛି। ତେବେ ବିଶେଷଜ୍ଞମାନେ ସ୍ପଷ୍ଟ କରିଦେଇଛନ୍ତି ଯେ...

ମହାକାଶରେ ଆଉ ଏକ ସୂର୍ଯ୍ୟ ଠାବ

ଓଡ଼ିଶାଲାଇଭ୍ ବ୍ୟୁରୋ ଡେନମାର୍କର ବୈଜ୍ଞାନିକମାନେ ମହାକାଶରେ ଆଉ ଏକ ସୂର୍ଯ୍ୟ ଠାବ କରିଛନ୍ତି। ପୃଥିବୀ ପୃଷ୍ଠଠାରୁ ୧୨୦ ଆଲୋକବର୍ଷ ଦୂରତାରେ ଏହି ନକ୍ଷତ୍ରକୁ ଠାବ କରାଯାଇଛି। ଏହା ସୂର୍ଯ୍ୟଭଳି ବିଭିନ୍ନ ରାସାୟନିକ ପଦାର୍ଥରେ ଗଠିତ...

ଇସ୍ରୋର ନୂଆବର୍ଷ ଭେଟି: ମହାକାଶକୁ ଗଲା ୧୦୦ତମ ସାଟେଲାଇଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵ ମହାକାଶ ଗବେଷଣା କ୍ଷେତ୍ରରେ ଆଜି ଆଉ ଏକ ଇତିହାସ ସୃଷ୍ଟି କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)। ଇସ୍ରୋ ଆଜି ଉତକ୍ଷେପଣ କରିଛି ଦେଶର ୧୦୦ତମ ସାଟେଲାଇଟ୍। ପିଏସ୍‌ଏଲ୍‌ଭି-୪୦ ସାହାଯ୍ୟରେ...

ଶୀତଦିନେ ଓଜନ ବଢ଼ିବାର କାରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଆପଣ ଜାଣନ୍ତି କି ଖରାଦିନ ଅପେକ୍ଷା ଶୀତଦିନେ ଆପଣଙ୍କ ଓଜନ ବଢ଼ିବାର ଆଶଙ୍କା ଅଧିକ କାହିଁକି ? ଏ କଥାର ରହସ୍ୟ ଏବେ ଉନ୍ମୋଚିତ ହୋଇଛି। କାନାଡ଼ାସ୍ଥିତ ଆଲବର୍ଟ ବିଶ୍ଵବିଦ୍ୟାଳୟର ପ୍ରଫେସର...

ଆରମ୍ଭ ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସମ୍ମିଳନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଦୁଇଦିନିଆ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସମ୍ମିଳନୀ। ୩୦ଟି ଜିଲ୍ଲାର ସମସ୍ତ ମୁଖ୍ୟ ଚିକିତ୍ସାଧିକାରୀ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ଏହି ସମ୍ମିଳନୀକୁ ସ୍ୱାସ୍ଥ୍ୟ ଓ ପରିବାର...

ପକ୍ଷୀଙ୍କ କଳରବରେ ଫାଟି ପଡୁଛି ଭିତରକନିକା

ଓଡ଼ିଶାଲାଇଭ୍ ବ୍ୟୁରୋ ପକ୍ଷୀଙ୍କ କିଚିରମିଚିର୍ ଶବ୍ଦରେ ଫାଟି ପଡୁଛି ଭିତରକନିକା ଅଭ୍ୟୟାରଣ୍ୟ। ଦେଶ ବିଦେଶରୁ ଅନେକ ପକ୍ଷୀ ଧାଇଁ ଆସୁଛନ୍ତି ଏଠାକୁ। ଶୀତଦିନ ହେବା କ୍ଷଣି କାହିଁ କେଉଁ ଆଡୁ ପକ୍ଷୀ ସବୁ ଉଡି...

୧୭ରୁ ଭୁବନେଶ୍ୱରରେ ସର୍ବଭାରତୀୟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସମ୍ମିଳନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=ACfL50yVkxU] ୧୬ ବର୍ଷ ପରେ ଓଡ଼ିଶାରେ ତୃତୀୟ ଥର ପାଇଁ ଆୟୋଜନ ହେଉଛି ସମ୍ମିଳନୀ ସମ୍ମିଳନୀରେ ଯୋଗଦେବେ ୮ ହଜାରରୁ ଅଧିକ ବିଶେଷଜ୍ଞ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ...

ଜମୁଛି ଶିଶିର ସରସ ମେଳା

ଓଡ଼ିଶାଲାଇଭ୍ ବ୍ୟୁରୋ  ମୋଟ୍ ୨୯୩ ଷ୍ଟଲ ବ୍ୟବସାୟ ପାଖାପାଖି ୧୨କୋଟି ଟଙ୍କା ହେବ ବୋଲି ଆକଳନ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଶିଶିର ସରସ ମେଳାରେ ଏକତ୍ରିତ ହୋଇଛନ୍ତି ରାଜ୍ୟ ଓ ରାଜ୍ୟ ବାହାରର ଅନେକ ବ୍ୟବସାୟୀ।...