କାହିଁକି ବଢ଼ୁଛି ଡାଏବେଟିସ୍?
ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
https://youtu.be/fOk0xZls_mk?si=4NuwH0aIKdPOfBMr
ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ଏବେ ବିଭିନ୍ନ ଶାରୀରିକ ସମସ୍ୟା ଦେଖାଦେଉଛି। ଏଥିମଧ୍ୟରୁ ସବୁଠାରୁ ବଡ଼ ସମସ୍ୟା ପାଲଟିଛି ଡାଏବେଟିସ୍। ଏବେ ଘରେ ଘରେ କାହାକୁ ନା...
ବିଶ୍ଵର ଡାଏବେଟିସ୍ କ୍ୟାପିଟାଲ ପାଲଟିଛି ଭାରତ, ରୋଗୀଙ୍କ ସଂଖ୍ୟା ୧୦ କୋଟି ପାର୍
ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
ଭାରତରେ ଉଦବେଗଜନକ ଭାବେ ବଢ଼ୁଛି ଡାଏବେଟିସ୍ ରୋଗୀଙ୍କ ସଂଖ୍ୟା
ଆଜିର ସମୟରେ ଡାଏବେଟିସ୍ ବା ମଧୁମେହ ରୋଗ ବିଶ୍ଵରେ ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି। ବିଶ୍ଵର ପ୍ରାୟ...
ଆଜି ‘ବିଶ୍ଵ ମଧୁମେହ ଦିବସ’: ଅନେକ ଘାତକ ରୋଗର କାରଣ ପାଲଟୁଛି ‘ମଧୁମେହ’
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ବର୍ତ୍ତମାନ ଘରେ ଘରେ ଡାଏବେଟିସ୍। ପିଲାଠାରୁ ବୁଢ଼ାଙ୍କ ପର୍ଯ୍ୟନ୍ତ ‘ଡାଏବେଟିସ୍’ କବଳରେ ପଡ଼ୁଛନ୍ତି। ଡାଏବେଟିସ୍ ଏମିତି ଏକ ରୋଗ ଯାହା ଅନେକ ଘତକ ରୋଗର ମୂଳ କାରଣ ବୋଲି ଡାକ୍ତର...
ଡାଏବେଟିସ୍କୁ ନେଇ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ସଚେତନତା ଅଭିଯାନ ‘ଡାଏବେଟିସ୍ ସହିତ ଜୀବନ’
ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ନଭେମ୍ବର ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଡାଏବେଟିସ୍କୁ ନେଇ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ।
ବର୍ତ୍ତମାନ ସମୟରେ ସାରା...
“ଖେଳାଳିମାନଙ୍କ ପୋଷଣକୁ ଆହୁରି ବଢ଼ାଇବ ମିଲେଟ୍ସ”
ଓଡ଼ିଶାଲାଇଭ୍ ବ୍ୟୁରୋ
ଖେଳାଳିଙ୍କୁ ମିଲେଟ୍ସର ଉପକାରିତା ବିଷୟରେ ସଚେତନ କରିବା ପାଇଁ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ସ୍ଵତନ୍ତ୍ର ଅଧିବେଶନ।
କ୍ରୀଡ଼ା କ୍ଷେତ୍ରରେ ଖେଳାଳିମାନଙ୍କ ନ୍ୟୁଟ୍ରିସନ ବା ପୋଷଣର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଉତ୍ତମ...
ପିଲାଙ୍କ ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଅଣ୍ଡା ଜରୁରୀ
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://youtu.be/frqYKQ56CCU?si=IhtO7nqtlNchSlEl
ଶିଶୁର ବିକାଶ ପାଇଁ ପ୍ରୋଟିନର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ। ଅଣ୍ଡା ପ୍ରୋଟିନର ଆବଶ୍ୟକତା ପୂରା କରିଥାଏ। କାରଣ ଏଥିରେ ପ୍ରୋଟିନର ମାତ୍ରା ଭରପୂର ରହିଛି।
ପ୍ରତିଦିନ ଗୋଟିଏ ଅଣ୍ଡା ଖାଇବା ଦ୍ଵାରା...
ସୁସ୍ଥ ହୃଦୟ ପାଇଁ ଆବଶ୍ୟକ ଅଣ୍ଡା
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://youtu.be/yHg7peffa-M?si=hXUpikP7VzKkQ66x
ଅଣ୍ଡାର ଆବଶ୍ୟକତା ମାନସିକ ଏବଂ ଶାରୀରିକ ସୁସ୍ଥତା ପାଇଁ ଯେତିକି ଜରୁରୀ ସୁସ୍ଥ ହୃଦୟ ପାଇଁ ସେତିକି ଆବଶ୍ୟକ। ଅଣ୍ଡାରେ ଭରପୂର ମାତ୍ରାରେ ପ୍ରୋଟିନ ରହିଥିବାରୁ ଏହା ପିଲାଠାରୁ ବୁଢ଼ା...
ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଅଣ୍ଡାର ଆବଶ୍ୟକତା
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://youtu.be/3I5DMxzsUFI?si=ewDR8bqgmpYKvwEa
ଅଣ୍ଡାରେ ପ୍ରୋଟିନର ମାତ୍ରା ଭରପୂର ରହିଥିବାରୁ ଏହା ପିଲାଙ୍କଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଲାଭଦାୟକ। ଅଣ୍ଡା ଉଭୟ ଶାରୀରିକ ଏବଂ ମାନସିକ ବିକାଶରେ ସହାୟକ ହୋଇଥାଏ। ଗର୍ଭାବସ୍ଥାରେ ଯଦି...
ସୁନ୍ଦରଗଡ଼: ବ୍ଲକ ସ୍ତରରେ ଲୋକେ ପାଉଛନ୍ତି ମାଗଣା ଫିଜିଓଥେରାପି ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିର ସମୟରେ ଦେଖାଦେଉଥିବା ବିଭିନ୍ନ ଶାରୀରିକ ରୋଗର ମୁକାବିଲା ପାଇଁ ଫିଜିଓଥେରାପି ଏକ ବଳିଷ୍ଠ ମାଧ୍ୟମ ପାଲଟିଛି। ଭିନ୍ନକ୍ଷମ ବ୍ୟକ୍ତି, ବରିଷ୍ଠ ନାଗରିକ ତଥା ଶାରୀରିକ ସମସ୍ୟାର ସମ୍ମୁଖୀନ ହେଉଥିବା ଅନ୍ୟ...
କିଟ୍-ଟିବିଆଇକୁ ମିଳିଲା ‘ଇନକ୍ୟୁବେଟର ଅଫ୍ ଦି ଇୟର୍-୨୦୨୩’ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର ଇନୋଭେଟିଭ୍ ହବ୍ କିଟ୍-ଟିବିଆଇକୁ ଇନକ୍ୟୁବେଟର ଅଫ୍ ଦି ଇୟର୍ ୨୦୨୩ ପୁରସ୍କାର ପ୍ରଦାନ କରାଯାଇଛି। ଟେକ୍ନୋଲୋଜି ଇନକ୍ୟୁବେସନ୍ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କାର ମିଳିଛି।...





















