ଭାରତର ଏମିତି ଏକ ରାଜପ୍ରାସାଦ, ଯାହାର ବର୍ତ୍ତମାନ ମୂଲ୍ୟ ୨୫ ହଜାର କୋଟି ଟଙ୍କା
ପୁଷ୍ପମିତ୍ର ମହାନ୍ତି
ଭାରତରେ ରହିଛି ଏମିତି ଏକ ରାଜପ୍ରାସାଦ ଯାହା ଆକାରରେ ଲଣ୍ଡନର ‘ବକିଂହାମ୍ ପ୍ୟାଲେସ୍’ରୁ ୪ ଗୁଣ ବଡ଼। ଏହାର ରହିଛି ଗୁଜରାଟର ବରୋଦାରେ। ଏହାର ନାଁ ହେଉଛି ‘ଲକ୍ଷ୍ମୀ ବିଳାସ ପ୍ୟାଲେସ’।...
ଜାନୁଆରି ୩ରେ ଶପଥ ନେବେ ଓଡ଼ିଶାର ନୂଆ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ନୂଆ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଜାନୁଆରି ୩ ତାରିଖରେ ଶପଥ ଗ୍ରହଣ କରିବେ। ଏନେଇ ସେ ଗୁରୁବାର ଭୁବନେଶ୍ୱରରେ ପହଞ୍ଚିବେ। ରାଜଭବନରେ ତାଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ...
ଶିମିଳିପାଳକୁ ପୁଣି ଫେରିଲା ବାଘୁଣୀ ଜିନତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାକୁ ପୁଣି ଆସିଲା ବାଘୁଣୀ ଜିନ୍ନତ। ପଶ୍ଚିମବଙ୍ଗ ଆଲିପୁର ଚିଡ଼ିଆଖାନାରୁ ଜିନତକୁ ବନ ବିଭାଗ ଟିମ୍ ଶିମିଳିପାଳ ଆଣିଛନ୍ତି। ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଗତ ବର୍ଷ ନଭେମ୍ବର ୧୪ ତାରିଖରେ ମୟୂରଭଞ୍ଜ ଜିଲ୍ଲା...
ଓଡ଼ିଶାରେ ଆହୁରି ବଢ଼ିବ ଶୀତ! ଜି ଉଦୟଗିରିରେ ୬.୨ ଡିଗ୍ରୀ ସହ ସବୁଠୁ ଅଧିକ ଥଣ୍ଡା
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆବର୍ଷରୁ ରାଜ୍ୟରେ ଶୀତ ବଢ଼ିବାର ସମ୍ଭାବନା
ଘନ କୁହୁଡ଼ି ପାଇଁ ୯ ଜିଲ୍ଲାକୁ ୱାର୍ଣ୍ଣିଂ
୨ରୁ ୪ ଡିଗ୍ରୀ ଯାଏଁ କମିବ ତାପମାତ୍ରା
ଓଡ଼ିଶାରେ ନୂଆବର୍ଷରୁ ଶୀତ ବଢ଼ିବାର ସମ୍ଭାବନା ରହିଛି। ରାଜ୍ୟରେ ଏବେ...
ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଦାୟ ନେଇଛି ବର୍ଷ ୨୦୨୪। ଏବେ କ୍ୟାଲେଣ୍ଡରେ ଯୋଡ଼ି ହୋଇଛି ଆଉ ଏକ ନୂଆ ମସିହା ୨୦୨୫। ସମସ୍ତେ ଧୁମଧାମରେ ନୂଆବର୍ଷକୁ ସ୍ଵାଗତ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...
ଆଜି ନୂଆବର୍ଷ: ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ନୂଆବର୍ଷ। ଏହି ଅବସରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସକାଳୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି। ସମସ୍ତେ ଧାଡ଼ିରେ ଯାଇ ବଡ଼ଠାକୁରଙ୍କ ଦର୍ଶନ କରୁଛନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ସବୁ ବ୍ୟବସ୍ଥା...
ଆସିଛି ନୂଆବର୍ଷ ୨୦୨୫, ସଭିଙ୍କ ପାଇଁ ଆଣିଛି ନୂଆ ଉତ୍ସାହ
ଓଡ଼ିଶାଲାଇଭ୍ ବ୍ୟୁରୋ
ଡିସେମ୍ବର ୩୧ ତାରିଖ ରାତି ୧୨ଟାରେ ବଦଳିଛି କ୍ୟାଲେଣ୍ଡର। ସବୁ ଅପେକ୍ଷାର ଅନ୍ତ ଘଟି ଆସିଛି ନୂଆବର୍ଷ ୨୦୨୫। ଖୁବ୍ ଧୁମଧାମରେ ନୂଆବର୍ଷକୁ ସ୍ଵାଗତ କରିଛନ୍ତି ସଭିଏଁ।
ନୂଆବର୍ଷକୁ ସ୍ଵାଗତ କରିବା ପୂର୍ବରୁ...
ଜୀବନ ବୀମା ଟଙ୍କା ପାଇଁ ଜୀବନ ଗଲା: ସାଙ୍ଗକୁ ମାରିଦେଲା ସାଙ୍ଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅର୍ଥ ଲୋଭ ମଣିଷକୁ ବାଟବଣା କରିଦିଏ। କିଏ ପଥଭ୍ରଷ୍ଟ ହୁଏ ତ ଆଉ କିଏ ଅପରାଧକୁ ହତିଆର କରେ।
ଗୁଜୁରାଟର ଗୋଣ୍ଡାଲ ସହରରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟଜନକ ଅପରାଧ ଘଟଣା। ଜୀବନ ବୀମା...
୨୦୨୪ରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଓଡ଼ିଶାର ୧୮୧ ଜଣ ସରକାରୀ ବାବୁ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୪ରେ ଓଡ଼ିଶାରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ୧୮୧ ଜଣ ସରକାରୀ ବାବୁ। ଚଳିତବର୍ଷ ଭିଜିଲାନ୍ସ ୨୦୦ରୁ ଅଧିକ ଫୌଜଦାରୀ ମାମଲା ରୁଜ୍ଜୁ କରିଛି। ଏହାସହ ମୋଟ ୧୩୧ କୋଟି ଟଙ୍କାର ସମ୍ପତି...
ଓଡ଼ିଶାର ୮ ଆଇପିଏସ୍ ଅଧିକାରୀଙ୍କୁ ପଦୋନ୍ନତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ୮ ଜଣ ଆଇପିଏସ୍ ଅଧିକାରୀଙ୍କୁ ମିଳିଛି ପଦୋନ୍ନତି। ଦୁଇଜଣ ବରିଷ୍ଠ ଆଇପିଏସ ଅଧିକାରୀ ଯତୀନ୍ଦ୍ର କୋୟଲ ଏବଂ ପ୍ରତୀକ ମହାନ୍ତିଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଏ ନେଇ ସାଧାରଣ...





















