ଅନ୍ତିମ ବିଦାୟ ନେଲେ ରତନ ଟାଟା

ଓଡ଼ିଶାଲାଇଭ୍ ବ୍ୟୁରୋ ଅନ୍ତିମ ବିଦାୟ ନେଇଛନ୍ତି ଭାରତର ବିଶିଷ୍ଟ ଶିଳ୍ପପତି ତଥା ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ରତନ ଟାଟା। ମୁମ୍ବାଇଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପାର୍ସୀ ରୀତିନୀତିରେ ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟ...

ବିଜେଡିରୁ ଇସ୍ତଫା ଦେଲେ ପ୍ରକାଶ ବେହେରା

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା। ଗୁରୁବାର ଦିନ ନିଜ ଇସ୍ତଫା ପତ୍ରକୁ ସେ ବିଜେଡି ସଭାପତି ନବୀନ ପଟ୍ଟନୟକଙ୍କ ନିକଟକୁ ପଠାଇଛନ୍ତି। ପ୍ରକାଶ ବେହେରା ୨୦୨୪ ସାଧାରଣ ନିର୍ବାଚନରେ...

ଆଇଆଇଏମସି ଢେଙ୍କାନାଳରେ ଡକ୍ଟର ମୃଣାଳ ଚାଟାର୍ଜୀଙ୍କ ଇଂରାଜୀ ପୁସ୍ତକ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଢେଙ୍କାନାଳ ସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନର (ଆଇଆଇଏମସି) ପ୍ରଫେସର ଡକ୍ଟର ମୃଣାଳ ଚାଟାର୍ଜୀଙ୍କ ଇଂରାଜୀ ପୁସ୍ତକ ‘ଅଣ୍ଡରଷ୍ଟାଣ୍ଡିଂ ମିଡିଆ ଇନ୍ ନ୍ୟୁ ନର୍ମାଲ ଟାଇମ୍ସ’ ଉନ୍ମୋଚିତ ହୋଇଛି। ବୁଧବାର ଅପରାହ୍ଣରେ...

ଦକ୍ଷିଣ କୋରିଆର ଲେଖିକା ହାନ କାଙ୍ଗଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ଷ ୨୦୨୪ ପାଇଁ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ କୋରିଆର ଲେଖିକା ହାନ କାଙ୍ଗଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। ଏନେଇ ଗୁରୁବାର ନୋବେଲ କମିଟି...

ଓଡ଼ିଶା ବାହାରେ ଦୁର୍ଗା ପୂଜାର ଧୁମ୍ – ନିଆରା ଢଙ୍ଗରେ ମା’ଙ୍କୁ ପୂଜିଥାନ୍ତି ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ କେବଳ ଓଡ଼ିଶାରେ ନୁହେଁ, ଭାରତର ବିଭିନ୍ନ ରାଜ୍ୟରେ ମା’ ଦୁର୍ଗାଙ୍କ ପୂଜା ଧୁମ୍‌ଧାମ୍‌ରେ କରାଯାଇଥାଏ। ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ଚାରି ଦିଗ ମହମହ ବାସି ଉଠୁଛି। କାରଣ ଧରାପୃଷ୍ଠକୁ ଓହ୍ଲାଇଛନ୍ତି ମା’...

ଏଥର ଦୁର୍ଗାପୂଜା: ରସୁଲଗଡ଼ରେ ଝଲସିବ ଶ୍ରୀ ସ୍ୱାମୀନାରାୟଣନ୍ ମନ୍ଦିର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=SYrWXHDnHj0 ଆସିଛି ପାର୍ବଣ। ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମା' ଦୁର୍ଗା। ଏହାକୁ ନେଇ ସଜେଇ ହେଉଛି ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ। ରସୁଲଗଡ଼ ପୂଜା ମଣ୍ଡପରେ ଏଥର ଆକର୍ଷଣ ପାଲଟିବ ଗୁଜରାଟର ଶ୍ରୀ...

ରତନ ଟାଟା: ଭାରତୀୟ ଶିଳ୍ପ ଜଗତର ଉଜ୍ଜ୍ଵଳତମ ତାରକା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ଶିଳ୍ପ ଜଗତର ଉଜ୍ଜ୍ଵଳତମ ତାରକା ରତନ ଟାଟା ଆଉ ନାହାନ୍ତି। ସାରା ଜୀବନ ଅବିବାହିତ ରହିଥିବା ରତନ ଟାଟା ସର୍ବଦା ଲୋକମାନଙ୍କ ମଙ୍ଗଳ ଚିନ୍ତା କରୁଥିଲେ। ସେ ଅନ୍ୟ ମାନଙ୍କୁ...

ଚାରି ଚାରି ଥର ପ୍ରେମରେ ପଡ଼ିଥିଲେ ରତନ ଟାଟା

ଓଡ଼ିଶାଲାଇଭ୍ ବ୍ୟୁରୋ ଚାରି ଚାରି ଥର ପ୍ରେମରେ ପଡ଼ିଥିଲେ ରତନ ଟାଟା। ହେଲେ ତାଙ୍କୁ ପ୍ରେମରେ ସଳଫତା ମିଳିପାରି ନଥିଲା। ଏକ ସାକ୍ଷାତକାର ବେଳେ ନିଜେ ଏହା କହିଥିଲେ ରତନ ଟାଟା। ରତନ ଟାଟା ବ୍ୟବସାୟରେ...

ଆଜି ଜଗତଜନନୀ ମା’ ଦୁର୍ଗାଙ୍କର ମହାସପ୍ତମୀ ପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ ପାର୍ବଣ ଋତୁରେ ଧରାବତରଣ କରିଛନ୍ତି ଜଗତଜନନୀ ମା' ଦୁର୍ଗା। ଆଜି ମା'ଙ୍କର ମହାସପ୍ତମୀ ପୂଜା ମଣ୍ଡପରେ ଅନୁଷ୍ଠିତ ହେଉଥିବାବେଳେ ପୀଠରେ ମହାଅଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି। ମା’ଙ୍କ ଦର୍ଶନ ପାଇଁ ସବୁଠି...

ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ରତନ ଟାଟାଙ୍କ ଶେଷକୃତ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ବିଶିଷ୍ଟ ଶିଳ୍ପପତି ତଥା ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ପରଲୋକ ଘଟିଛି। ତାଙ୍କ ଦେହାନ୍ତକୁ ନେଇ ଚାରିଆଡ଼େ ଶୋକର ଛାୟା ଖେଳି ଯାଇଛି। ଗୁରୁବାର ସନ୍ଧ୍ୟାରେ ମୁମ୍ବାଇରେ...