ଦୁବାଇ ସହ ସିଧାସଳଖ ଯୋଡ଼ି ହେବ ଭୁବନେଶ୍ୱର, ମାର୍ଚ୍ଚ ୫ରୁ ଇଣ୍ଡିଗୋ ଆରମ୍ଭ କରିବ ବିମାନସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁବାଇକୁ ଆରମ୍ଭ ହେବ ସିଧାସଳଖ ବିମାନସେବା। ବିମାନ ଉଡ଼ାଣ କମ୍ପାନି ଇଣ୍ଡିଗୋ ପକ୍ଷରୁ ମାର୍ଚ୍ଚ ୫ ତାରିଖରୁ ଏହି ସେବା ଆରମ୍ଭ କରାଯିବ। ଏହି...

ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତର ଦ୍ଵିତୀୟ ଦିନରେ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି। ଶନିବାର ସକାଳ ୯ଟା ବେଳେ ରାଷ୍ଟ୍ରପତି ଲିଙ୍ଗରାଜ ମନ୍ଦିର ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ମନ୍ଦିର ସମ୍ମୁଖରେ...

ତୁର୍କୀ-ସିରିଆ ଭୂମିକମ୍ପ: ୨୧ ହଜାର ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ଭଙ୍ଗା କୋଠା ତଳେ ଦବି ରହିଛି...

ଓଡ଼ିଶାଲାଇଭ୍ ବ୍ୟୁରୋ ତୁର୍କୀ ଏବଂ ସିରିଆରେ ହୋଇଥିବା ପ୍ରଳୟଙ୍କରୀ ଭୂମିକମ୍ପ ଯୋଗୁଁ ମୃତ୍ୟୁ ସଂଖ୍ୟା ୨୧ ହଜାର ଟପିଛି। ଅନେକ ଜୀବନ ଏବେ ମଧ୍ୟ ଭଙ୍ଗା କୋଠା ତଳେ ଦବି ରହିଛି। ମୃତ୍ୟୁ ସଂଖ୍ୟା...

ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ଵିତୀୟ ସମାବର୍ତ୍ତନ ଉତ୍ସବ: ପଠପଢ଼ା ସମୟକୁ ମନେପକାଇ ଭାବବିହ୍ୱଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଶୁକ୍ରବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ଵିତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଯୋଗ ଦେଇଛନ୍ତି। ସମାବର୍ତ୍ତନ ଉତ୍ସବରେ ନିଜର...

କଂଗ୍ରେସରେ ସାମିଲ ହେଲେ ବିଜୟ କୁମାର ପଟ୍ଟନାୟକ

ଓଡ଼ିଶାଲାଇଭ ବ୍ୟୁରୋ କଂଗ୍ରେସରେ ସାମିଲ ହେଲେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ। ଶୁକ୍ରବାର ଦିନ ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟଠାରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଓଡ଼ିଶା ପ୍ରଭାରୀ...

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ: ପ୍ରଥମ ଇନିଂସରେ ୧୪୪ ରନରେ ଆଗୁଆ ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି ବର୍ଡର-ଗଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ। ଶୁକ୍ରବାର ନାଗପୁରରେ ମ୍ୟାଚର ଦ୍ଵିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୭ ୱିକେଟ୍ ବିନିମୟରେ ୩୨୧...

ସାମାଜିକ ଓ ଆର୍ଥିକ ସହ ଆଧ୍ୟାତ୍ମିକ ବିକାଶ ଆବଶ୍ୟକ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶାଲାଇଭ ବ୍ୟୁରୋ "ମଣିଷ ଯୋଗଯୁକ୍ତ ହେଲେ ରୋଗ ମୁକ୍ତ ହୋଇପାରିବ। ଯୋଗ ହେଉଛି ଭାରତର ପୁରାତନ ବିଦ୍ୟା। ସାରା ବିଶ୍ଵ ଯୋଗର ମହତ୍ଵ ଉପଲବ୍ଧି କରିଛି। ସୁସ୍ଥତା କହିଲେ ଉଭୟ ଶାରୀରିକ ଏବଂ ମାନସିକ...

“ଆପାର୍ଟମେଣ୍ଟର କମନ ଏରିଆ ଉପରେ ରହିବନି ବିଲ୍ଡରଙ୍କ ଅଧିକାର”-ମାଡ୍ରାସ୍ ହାଇକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋସାଇଟି କିମ୍ବା ଆପାର୍ଟମେଣ୍ଟରେ ଥିବା ସାଧାରଣ ସ୍ଥାନ ବା କମନ ଏରିଆ ଉପରେ କେବଳ ସେଠାରେ ରହୁଥିବା ଲୋକମାନଙ୍କ ଅଧିକାର ରହିବ। ଆପାର୍ଟମେଣ୍ଟ ତିଆରି କରିଥିବା ସଂସ୍ଥା କିମ୍ବା ବିଲ୍ଡରଙ୍କ ଏହା...

୧୨୦ତମ ଜନ୍ମ ଦିନରେ ପ୍ରଥମ ଦଳିତ ଅଭିନେତ୍ରୀ ପିକେ ରୋଜିଙ୍କୁ ‘ଡୁଡଲ’ ସମର୍ପିତ କଲା ଗୁଗଲ

ଓଡ଼ିଶାଲାଇଭ୍ ବ୍ୟୁରୋ ମଲାୟାଲମ ସିନେମାର ପ୍ରଥମ ମହିଳା ଅଭିନେତ୍ରୀ ତଥା ପ୍ରଥମ ଦଳିତ ଅଭିନେତ୍ରୀ ପିକେ ରୋଜିଙ୍କ ୧୨୦ ତମ ଜନ୍ମଦିନ ଅବସରରେ ଶୁକ୍ରବାର ଦିନ ଗୁଗଲ ପକ୍ଷରୁ ଏକ ‘ଡୁଡଲ’ ସମର୍ପିତ କରାଯାଇଛି।...

ପ୍ରେମ ସପ୍ତାହ: ସାଥୀକୁ ଦିଅନ୍ତୁ ‘ଟେଡ୍ଡି’ ଉପହାର

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହୋଇଛି ପ୍ରେମ ସପ୍ତାହ। ଏହି ସପ୍ତାହଟି ପ୍ରେମୀଯୁଗଳଙ୍କ ପାଇଁ ହୋଇଥାଏ ବହୁତ ଖାସ। ଫେବ୍ରୁଆରି ୧୪ ତାରିଖ ଭାଲେଣ୍ଟାଇନ୍ସ ଡେ’କୁ ପ୍ରେମୀ ଯୋଡ଼ି ଚାହିଁଥାନ୍ତି ଚାତକ ପରି। ଭାଲେଣ୍ଟାଇନ୍ସ ଡେ’କୁ...