ହାଇଦ୍ରାବାଦ ଆପର୍ଟମେଣ୍ଟ ଅଗ୍ନିକାଣ୍ଡ ଘଟଣା: ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ତେଲେଙ୍ଗାନା ରାଜ୍ୟର ରାଜଧାନୀ ହାଇଦ୍ରାବାଦ ସହର ନାମପଲ୍ଲୀ ନିକଟ ବଜାରଘାଟ ଅଞ୍ଚଳର ଆପାର୍ଟମେଣ୍ଟରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଏହି...
ଡାଏବେଟିସ୍କୁ ନେଇ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ସଚେତନତା ଅଭିଯାନ ‘ଡାଏବେଟିସ୍ ସହିତ ଜୀବନ’
ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ନଭେମ୍ବର ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଡାଏବେଟିସ୍କୁ ନେଇ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ।
ବର୍ତ୍ତମାନ ସମୟରେ ସାରା...
“ବିଶ୍ଵରେ ଦେଖା ଦେଇଥିବା ଖାଦ୍ୟ ସଙ୍କଟର ମୁକାବିଲା କରିବ ମିଲେଟ୍ସ”
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ୧୦ ବର୍ଷରେ ମିଲେଟ୍ସକୁ ନେଇ ବିଶ୍ଵରେ ନୀତି ନିର୍ଦ୍ଧାରଣ ପାଇଁ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ସ୍ଵତନ୍ତ୍ର ଅଧିବେଶନ।
ଆଜିର ସମୟରେ ସାରା ଦୁନିଆରେ ଖାଦ୍ୟ ଅଭାବକୁ ଦୂର କରିବା ପାଇଁ...
ନଭେମ୍ବର ୨୦ରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଓଡ଼ିଶା ଆବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ନଭେମ୍ବର ୨୦ ଓ ୨୧ ତାରିଖ ଦୁଇଦିନିଆ ମୟୂରଭଞ୍ଜ ଗସ୍ତରେ ଆସିବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବିଧିବଦ୍ଧ...
ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ନଭେମ୍ବର ୧୫ରୁ ଓଡ଼ିଶାରେ ବଢ଼ିବ ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାକୁ ଆସୁଛି ଆଉ ଏକ ଲଘୁଚାପ। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ନଭେମ୍ବର ୧୫ ତାରିଖରୁ ଓଡ଼ିଶାରେ ବର୍ଷା...
ହାଇଦ୍ରାବାଦ: ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ହାଇଦ୍ରାବାଦର ନାମପଲ୍ଲୀ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡ ଯୋଗୁଁ ୧୦ ଜଣ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତକଙ୍କ...
ଉତ୍ତରାଖଣ୍ଡରେ ଭୁଶୁଡ଼ିଲା ନିର୍ମାଣାଧୀନ ସୁଡ଼ଙ୍ଗ: ଫସି ରହିଛନ୍ତି ୫ ଓଡ଼ିଆଙ୍କ ସମେତ ୪୦ ଶ୍ରମିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡ଼ି ବଡ଼ ଅଘଟଣ ଘଟିଛି। ରବିବାର ଏହି ସୁଡ଼ଙ୍ଗ ଭୁଶୁଡ଼ିବା ଯୋଗୁଁ ଏଥିରେ କାମ କରୁଥିବା ୪୦ ଜଣ ଶ୍ରମିକ ଫସି ରହିଛନ୍ତି। ସେମାନଙ୍କ...
ଦୀପାବଳିରେ ଅଘଟଣ: ବାଣ ଫୁଟେଇ ଆହତ ହେଲେ ଅନେକ ଲୋକ, କ୍ୟାପିଟାଲ ହସ୍ପିଟାଲରେ ଶତାଧିକ ଭର୍ତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଦୀପାବଳି ଅବସରରେ ବାଣ ଫୁଟେଇବା ବେଳେ ଅନେକ ସ୍ଥାନରେ ଅଘଟଣ ଦେଖିବାକୁ ମିଳିଛି। ବାଣ ନିଆଁ ଯୋଗୁଁ ଅନେକ ଲୋକ ଆହତ ହୋଇଛନ୍ତି। ଭୁବନେଶ୍ଵରରେ ମଧ୍ୟ ବାଣ ଫୁଟେଇ ଆହତ...
ଆଜି ଦୀପାବଳି, ଜାଣିବା କେଉଁ ରାଜ୍ୟର ଦୀପାବଳି ମିଠା କିପରି?
ଆଜି ଦୀପାବଳି। ଭାରତର କୋଣ ଅନୁକୋଣରେ ଦୀପାବଳି ଯେପରି ନିଆରା ଢ଼ଙ୍ଗରେ ପାଳନ କରାଯାଏ ଠିକ୍ ସେହିପରି ବିଭିନ୍ନ ରାଜ୍ୟରେ ଦୀପାବଳି ସ୍ପେଶାଲ ମିଠା ତିଆରି ହୋଇଥାଏ।
ଦୀପାବଳିରେ କର୍ଣ୍ଣାଟକରେ ‘ଓବାଟୁ’ ନାମକ ଏକ...
ଆପଣ ଜାଣନ୍ତି କି, କାହିଁକି ପାଳନ ହୁଏ ଦୀପାବଳି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଲୋକ ଏବଂ ଆନନ୍ଦର ପର୍ବ ହେଉଛି ଦୀପାବଳି। ଅନ୍ଧାର ଉପରେ ଆଲୋକର ବିଜୟର ପର୍ବ ଦୀପାବଳି। ଦୀପ ଜଳାଇ ଅମାବାସ୍ୟା ଅନ୍ଧାକାରକୁ ଦୂର କରାଯିବାର ପରମ୍ପରା କାହିଁ କେତେ ବର୍ଷରୁ ଚାଲିଆସୁଛି।
ଦୀପାବଳି...





















