ଏସିଆନ୍‌ ପାରା ଗେମ୍ସ: ବ୍ୟାଡମିଣ୍ଟନରେ ସ୍ଵର୍ଣ୍ଣ ଜିତିଲେ ଓଡ଼ିଶାର ପ୍ରମୋଦ ଭଗତ

ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନର ହାଙ୍ଗଝୌଉରେ ଚାଲିଥିବା ‘ଏସିଆନ୍‌ ପାରା ଗେମ୍ସ ୨୦୨୩’ରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ଶୁକ୍ରବାର ପ୍ରତିଯୋଗିତାର ପୁରୁଷ ବ୍ୟାଡମିଣ୍ଟନ ଏକକ-୩ ବର୍ଗରେ ସେ ଏହି ସଫଳତା ହାସଲ...

ଏଏସଆଇ ଆଲିସା ଲୁଗୁନ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ଦାବି କଲେ ପରିବାର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲା ଉଦିତନଗର ଥାନା ଏଏସଆଇ ଆଲିସା ଲୁଗୁନଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ପରିବାର ଲୋକ। ଗୁରୁବାର ଦିନ ମୃତ ଆଲିସାଙ୍କ ସ୍ୱାମୀ ପ୍ରେସମିଟ୍ କରି ଏହି...

ବଦଳିଲେ କଟକ ଜିଲ୍ଲାପାଳ: ଭବାନୀ ଶଙ୍କର ଚୟନୀଙ୍କ ସ୍ଥାନ ନେଲେ ନରହରି ସେଠୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବଦଳିଲେ କଟକ ଜିଲ୍ଲାପାଳ। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ମିଳିଛି ନୂଆ ଦାୟିତ୍ଵ। ଉଚ୍ଚଶିକ୍ଷା ବିଭାଗ ନିର୍ଦେଶକ ଭାବେ ତାଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏବେ କଟକର ନୂଆ...

କୌଣସି ବସ୍ ଧର୍ମଘଟ ହେବ ନାହିଁ – ପରିବହନ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ‘ଲକ୍ଷ୍ମୀ’ ଯୋଜନା ବସ୍ ଚଳାଚଳକୁ ନେଇ ଗୁରୁବାର ଦିନ ରାଜ୍ୟ ସରକାର ଏବଂ ଘରୋଇ ବସ ମାଲିକ ସଂଘ ମଧ୍ୟରେ ଆଲୋଚନା ଶେଷ ହୋଇଛି। ଆଗକୁ କୌଣସି ବସ୍ ଧର୍ମଘଟ ହେବ...

କର୍ଣ୍ଣାଟକ: ସଡ଼କ ଦୁର୍ଘଟଣା ନେଲା ୧୨ ଜଣଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ କର୍ଣ୍ଣାଟକ ଚିକ୍କାବଲ୍ଲାପୁରଠାରେ ଗୁରୁବାର ଦିନ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଗୁରୁତର ଆହତ ଥିବା ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବେଙ୍ଗାଳୁରୁ-ହାଇଦ୍ରାବାଦ ୪୪...

ଲିଙ୍ଗରାଜ ମନ୍ଦିରରେ ସେବାୟତଙ୍କ ମଧ୍ୟରେ ବିବାଦ, ଗତକାଲିଠାରୁ ବନ୍ଦ ରହିଛି ନୀତିକାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ନୀତିକାନ୍ତି ବନ୍ଦ ରହିଛି। ବୁଧବାରଠାରୁ ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ। ‘ବଡ଼ୁ ନିଯୋଗ’ ଲିଙ୍ଗରାଜଙ୍କ ବେବନ୍ଦୋବସ୍ତ ଜମିରେ ବେଆଇନ ନିର୍ମାଣ କରୁଥିବା...

ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମ ଭୂଷଣ ଯତୀନ ଦାସଙ୍କୁ ‘ଗୁରୁ ଦେବପ୍ରସାଦ ଜୀବନବ୍ୟାପୀ ସାଧନା ସମ୍ମାନ’

ଓଡ଼ିଶାଲାଇଭ୍ ବ୍ୟୁରୋ କିମ୍ବଦନ୍ତି ଓଡ଼ିଶୀ ନୃତ୍ୟଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ଅକ୍ଟୋବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ୧୭ତମ ଗୁରୁ ଦେବପ୍ରସାଦ ସମ୍ମାନ ଉତ୍ସବ ୨୦୨୩। ଭୁବନେଶ୍ଵରସ୍ଥିତ...

୨୦୨୪ ଜାନୁଆରି ୨୨ ତାରିଖରେ ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୨୦୨୪ ମସିହା ଜାନୁଆରି ୨୨ ତାରିଖରେ ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଜାନୁଆରି ୨୨ ତାରିଖ ଦିନ ୧୨ଟା ୩୦ ମିନିଟରେ ପ୍ରାଣ ପ୍ରତିଷ୍ଠା...
Tiger-1

ଆରମ୍ଭ ହେଲା କୁଳଡ଼ିହା ଅଭୟାରଣ୍ୟରେ ବାଘ ଗଣନା

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵର ଜିଲ୍ଲା କୁଳଡ଼ିହା ଅଭୟାରଣ୍ୟରେ ବୁଧବାର ଦିନଠାରୁ ଆରମ୍ଭ ହୋଇଛି ବାଘ ଗଣନା। ବାଘ ଗଣିବାକୁ ନିୟୋଜିତ ହୋଇଛନ୍ତି ୪୨ ଜଣ ବନ କର୍ମଚାରୀ। କୁଳଡ଼ିହା ସମେତ ସମସ୍ତ ଫରେଷ୍ଟ ଡିଭିଜନରେ ବାଘ...

ମିଳିଲା ମଞ୍ଜୁରୀ, ଏନସିଇଆରଟି ବହିରେ ‘ଇଣ୍ଡିଆ’ ବଦଳରେ ଲେଖାଯିବ ‘ଭାରତ’

ଓଡ଼ିଶାଲାଇଭ୍ ବ୍ୟୁରୋ ଏନସିଇଆରଟି ପୁସ୍ତକରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ରାଷ୍ଟ୍ରୀୟ ଶିକ୍ଷା ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ବହିରେ ଏଣିକି ‘ଇଣ୍ଡିଆ’ ବଦଳରେ ‘ଭାରତ’ ଲେଖାଯିବ। ଏଥିପାଇଁ ଏନସିଇଆରଟି ପ୍ୟାନେଲ ସଦସ୍ୟମାନେ...