ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ଷ୍ଟ୍ରୋକ୍ ସଚେତନତା କର୍ମଶାଳା, ଜମିଲା ଆଲୋଚନା

ଅଭିଷେକ ରାୟ ଆଜି ସାରା ପୃଥିବୀରେ ଷ୍ଟ୍ରୋକ୍ ବା ମସ୍ତିଷ୍କାଘାତ ଏକ ବଡ଼ ଜନସ୍ଵାସ୍ଥ୍ୟ ଆହ୍ୱାନ ଭାବେ ଚିନ୍ତା ବଢ଼ାଇଛି। ଏହା ଅନେକ ଲୋକଙ୍କ ଜୀବନକୁ ବହୁଳ ଭାବେ ପ୍ରଭାବିତ କରୁଛି। ତେବେ ଷ୍ଟ୍ରୋକର...

ଆସୁଛନ୍ତି ମା’: ଆଜି ପୀଠେ ମହାସପ୍ତମୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସୁଛନ୍ତି ଜଗତଜନନୀ ମା’ ଦୁର୍ଗା। ମା’ଙ୍କ ସ୍ଵାଗତ ପାଇଁ ଉତ୍ସବମୁଖର ଗାଁଠୁ ସହର। ସଜେଇ ହୋଇଛି ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସା ମେଢ଼। ଶୁକ୍ରବାର ଦିନ ମା’ଙ୍କର ପୀଠରେ ମହାସପ୍ତମୀ...

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଅକ୍ଟୋବର ୨୪ରୁ ରାଜ୍ୟରେ ବଢ଼ିବ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଏବେ ଲଘୁଚାପରେ ପରିଣତ ହୋଇଛି। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଅକ୍ଟୋବର ୨୩ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ...

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢ଼ିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି ହୋଇଛି। ଫଳରେ ମହଙ୍ଗା ଭତ୍ତା ୪୨ ପ୍ରତିଶତରୁ ୪୬ ପ୍ରତିଶତକୁ ବୃଦ୍ଧି ହୋଇଛି। ଜୁଲାଇ ପହିଲାରୁ ଏହି ଭତ୍ତା ପିଛିଲା ଭାବେ...

ଭାରତରେ ଚାଲିଲା ପ୍ରଥମ ରାପିଡ୍ ଟ୍ରେନ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଆରମ୍ଭ ହେଲା ପ୍ରଥମ ରାପିଡ୍ ଟ୍ରେନ ସେବା। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ଗାଜିଆବାଦରେ ଏହାର ଉଦଘାଟନ କରିଛନ୍ତି। ଏହି ପ୍ରଥମ ରାପିଡ୍ ଟ୍ରେନକୁ ‘ନମୋ ଭାରତ’ ଭାବେ...

ଗଜପତି ଜିଲ୍ଲାରେ ଗଡ଼ିଲା ‘ଲକ୍ଷ୍ମୀ’ ବସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଗଜପତି ଜିଲ୍ଲାରେ ଶୁକ୍ରବାର ଦିନ ‘ଲକ୍ଷ୍ମୀ’ ବସର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “ମାଲକାନଗିରି ପରେ ଗଜପତି ଜିଲ୍ଲାରେ ‘ଲକ୍ଷ୍ମୀ’...

କ୍ୟାବିନେଟ ବୈଠକ: ୧୬ଟି ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୧୬ଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ଓଡ଼ିଶା ସରକାର। ଏଥିରେ ବିଶେଷକରି ଜଳସେଚନ, ସଘନ କୃଷି ଉପରେ ସରକାର ଅଧିକ ଗୁରୁତ୍ଵ...

ଆଜିଠୁ ଗଡ଼ୁନି ଘରୋଇ ବସ୍: ସାରା ରାଜ୍ୟରେ ଯାତ୍ରୀ ହନ୍ତସନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଶୁକ୍ରବାରଠାରୁ ଘରୋଇ ବସ୍‌ ଚଳାଚଳ ବନ୍ଦ। ଅନିର୍ଦିଷ୍ଟ କାଳ ଯାଏଁ ଆରମ୍ଭ ହୋଇଥିବା ଏହି ବସ ଧର୍ମଘଟର ପ୍ରଭାବ ସିଧାସଳଖ ଯାତ୍ରୀଙ୍କ ଉପରେ ପଡ଼ିଛି। ନିଜ ନିଜ ଗନ୍ତବ୍ୟ ସ୍ଥଳକୁ...

ବିଶିଷ୍ଟ ଚିତ୍ରଶିଳ୍ପୀ ରାମହରି ଜେନା ପାଇବେ ‘ସୁରେଶ ସୃଜନ ସମ୍ମାନ’

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶିଷ୍ଟ ଚିତ୍ରଶିଳ୍ପୀ ରାମହରି ଜେନାଙ୍କୁ ପ୍ରଦାନ କରାଯିବ ‘ସୁରେଶ ସୃଜନ ସମ୍ମାନ’। ସୁରେଶ ବଳବନ୍ତରାୟ ଫାଉଣ୍ଡେସନ ପକ୍ଷରୁ ଚଳିତ ବର୍ଷ ପାଇଁ ଏହି ସମ୍ମାନ ଘୋଷଣା କରାଯାଇଛି। ଚିତ୍ରଶିଳ୍ପୀ ରାମହରି ଜେନା ଏକାଧାରରେ...

ଆସନ୍ତାକାଲିଠାରୁ ବସ୍ ଧର୍ମଘଟ, ଅନିର୍ଦିଷ୍ଟ କାଳଯାଏଁ ଗଡ଼ିବନି ଘରୋଇ ବସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଶୁକ୍ରବାରଠାରୁ ରାଜ୍ୟରେ ଗଡ଼ିବନି ଘରୋଇ ବସ୍। ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ୍ ଧର୍ମଘଟ ଜାରି ରହିବ ବୋଲି ସୂଚନା ଦେଇଛି ଘରୋଇ ବସ ମାଲିକ ସଂଘ। ‘ଲକ୍ଷ୍ମୀ’ ଯୋଜନା ବସ୍ ବ୍ଲକ ମୁଖ୍ୟାଳୟରୁ...