ଆଇସିସି ବିଶ୍ଵକପରେ ଆରମ୍ଭ ହେଲା ଭାରତ-ପାକିସ୍ତାନ ମହାମୁକାବିଲା, ପ୍ରଥମେ ବୋଲିଂ କରୁଛି ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି କ୍ରିକେଟ ବିଶ୍ଵକପରେ ଆରମ୍ଭ ହେଲା ଭାରତ-ପାକିସ୍ତାନ ମହାମୁକାବିଲା। ମ୍ୟାଚ ପାଇଁ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ କ୍ରିକେଟପ୍ରେମୀଙ୍କ ଜନସମୁଦ୍ରରେ ପରିପୂର୍ଣ୍ଣ ହୋଇଛି। ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ...
ବାଙ୍କୀରେ ମର୍ମନ୍ତୁଦ ଦୁର୍ଘଟଣା: ପିକଅପ ଭ୍ୟାନ ଧକ୍କାରେ ୩ ଛାତ୍ରଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ରଣଶଙ୍ଖଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଦୁଇ ଜଣଙ୍କ ଘର ହରିରାଜପୁର ଗାଁରେ...
ଆଜି ପବିତ୍ର ମହାଳୟା, ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ପୁରୀ ଓ ଯାଜପୁରରେ ପ୍ରବଳ ଭିଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର ମହାଳୟା ଅମାବାସ୍ୟା। ଆଜି ଦିନରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିବାର ପରମ୍ପରା ରହିଛି। ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀ ଓ ଯାଜପୁରର ନାଭିଗୟାରେ ପିଣ୍ଡଦାନ କରିବା ଲାଗି ଲୋକଙ୍କ...
ଆଇସିସି କ୍ରିକେଟ ବିଶ୍ଵକପ: ଆଜି ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ଟକ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି କ୍ରିକେଟ ବିଶ୍ଵକପରେ ଆଜି ଭାରତ-ପାକିସ୍ତାନ ଟକ୍କର। ମ୍ୟାଚକୁ ନେଇ ଉଭୟ ଦଳର ଖେଳାଳି ପ୍ରସ୍ତୁତ ହୋଇଛନ୍ତି। ଗୁଜୁରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ଷ୍ଟାଡିୟମରେ ଏହି ହାଇ ଭୋଲଟେଜ ମ୍ୟାଚକୁ ଉପଭୋଗ କରିବା...
ଭାରତୀୟ ରେଳବାଇର ପୂର୍ବାଞ୍ଚଳ ଜୋନରେ ୩୧୧୫ଟି ଆପ୍ରେଣ୍ଟିସ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ଅକ୍ଟୋବର ୨୬ ଶେଷ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରେଳବାଇ ପକ୍ଷରୁ ପୂର୍ବାଞ୍ଚଳ ରେଳପଥ (ଇଆର) ଜୋନରେ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ପୂର୍ବାଞ୍ଚଳ ଜୋନର ବିଭିନ୍ନ ଡିଭିଜନରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୩,୧୧୫ଟି...
ଆସନ୍ତାକାଲି ଖୋଲିବ ଶିମିଳିପାଳ ଅଭୟାରଣ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଆସନ୍ତାକାଲି, ଅକ୍ଟୋବର ୧୪ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ। ଦୁର୍ଗାପୂଜା ସମୟରେ ପର୍ଯ୍ୟଟକ ଶିମିଳିପାଳ ଭ୍ରମଣ ଓ ରାତ୍ରରହଣି ସୁବିଧା ପାଇପାରିବେ।
ପୂର୍ବଭଳି ଦୈନିକ ଚାରିଚକିଆ...
ନଭେମ୍ବର ୨୭ରୁ କଟକର ଐତିହାସିକ ବାଲିଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ନଭେମ୍ବର ୨୭ ତାରିଖରୁ କଟକର ଐତିହାସିକ ବାଲିଯାତ୍ରା। ଚଳିତ ବର୍ଷ ୮ ଦିନ ବାଲିଯାତ୍ରା କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ।
ଐତିହାସିକ ବାଲିଯାତ୍ରା ନଭେମ୍ବର ୨୭ରୁ ଡିସେମ୍ବର ୪ ତାରିଖ...
ଆଇସିସି କ୍ରିକେଟ ବିଶ୍ଵକପ: ପାକିସ୍ତାନ ବିପକ୍ଷରେ ଅଷ୍ଟମ ବିଜୟ ଲକ୍ଷ୍ୟରେ ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି କ୍ରିକେଟ ବିଶ୍ଵକପରେ ଶନିବାର ଅନୁଷ୍ଠିତ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମୁକାବିଲା। ଏଥିପାଇଁ ଗୁଜୁରାଟର ଅହମଦାବାଦର ନରେନ୍ଦ୍ର ଷ୍ଟାଡିୟମରେ ସବୁ ପ୍ରସ୍ତୁତି ଶେଷ ହୋଇଛି। ଏହି ମ୍ୟାଚରେ ଭାରତ...
ହାଇକୋର୍ଟଙ୍କ ନିର୍ଦେଶ: ବିଧାୟକ ମହମ୍ମଦ ମୋକିମ ଦେବେ ୧୦ ହଜାର ଟଙ୍କା ଜୋରିମାନା
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ୧୦ ହଜାର ଟଙ୍କା ଜୋରିମାନା ନିର୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ।
ଏକ ମିଥ୍ୟା ସତ୍ୟପାଠ ମାମଲାରେ ହାଜର ନହେବାରୁ ମହମ୍ମଦ ମୋକିମଙ୍କୁ ଶୁକ୍ରବାର ଦିନ ଏହି...
ହକିର ଦ୍ରୋଣାଚାର୍ଯ୍ୟ ପ୍ରଦୀପ କୁମାର ଷଡ଼ଙ୍ଗୀ
ସତୀଶ ଶର୍ମା
ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ହକି ଖେଳାଳିଙ୍କୁ ଗଢ଼ିଛନ୍ତି କୋଚ୍ ପ୍ରଦୀପ କୁମାର ଷଡ଼ଙ୍ଗୀ।
ଆଜିର ଯୁଗରେ ଯେତେବେଳେ ଅଧିକାଂଶ ଲୋକ ଅଳ୍ପ ପରିଶ୍ରମ କରି ଅନ୍ୟମାନଙ୍କ ଉପଲବ୍ଧିକୁ ନିଜର କହି...





















