ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ପାଇଁ ଅନଲାଇନରେ ପ୍ରମାଣପତ୍ର ଦାଖଲ ପ୍ରକ୍ରିୟା ସେପ୍ଟେମ୍ବର ୨୬ରୁ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୩-୨୪ ବ୍ୟାଚରେ ନାମଲେଖା ପାଇଁ ଅନଲାଇନ ମାଧ୍ୟମରେ ସାର୍ଟିଫିକେଟ ଓ ଆବଶ୍ୟକ ବିଭିନ୍ନ ପ୍ରମାଣପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ...

ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ କୁମାର ଜେନାଙ୍କ ଅଡ଼ୁଆ ବଢ଼ିଲା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ କୁମାର ଜେନାଙ୍କ ଅଡ଼ୁଆ ବଢ଼ିଛି। ପ୍ରତାପ ଜେନାଙ୍କ ନାଁରେ ମାମଲା ଚାଲୁ ରଖିବାକୁ ନିର୍ଦେଶ ଦେଇଛନ୍ତି ସାଲେପୁର ଜେଏମଏଫସି କୋର୍ଟ। ମାହାଙ୍ଗା...

୨୦୨୪ ନିର୍ବାଚନ ପୂର୍ବରୁ ଏନଡିଏକୁ ଝଟକା, ତାମିଲନାଡ଼ୁରେ ମେଣ୍ଟ ଭାଙ୍ଗିଲା ଏଆଇଏଡିଏମକେ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟକା। ସୋମବାର ତାମିଲନାଡ଼ୁର ବଡ଼ ରାଜନୈତିକ ଦଳ ଏଆଇଏଡିଏମକେ ବିଜେପି ନେତୃତ୍ୱାଧୀନ ଏନଡିଏ ସହ ମେଣ୍ଟ ଭାଙ୍ଗିବାକୁ ଘୋଷଣା କରିଛି। ଏନେଇ...

ମୟୂରଭଞ୍ଜ: ଦୁର୍ଘଟଣାରେ ଦାଦା ଓ ପୁତୁରାଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ଉଦଳା-ବୈଶିଙ୍ଗା ରାସ୍ତାର ଲେଙ୍କାସାହିଠାରେ ବାଇକ୍ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ବଡ଼ସାହି ଥାନା ଅନ୍ତର୍ଗତ ଯମୁନାଦେଇପୁର ଗ୍ରାମର ବିକର୍ତ୍ତନ ସିଂ...

ବଢ଼ିଲା ଦେଶର ବାୟୁ ଶକ୍ତି, ଭାରତୀୟ ବାୟୁସେନାରେ ସାମିଲ ହେଲା ସି-୨୯୫ ପରିବହନ ବିମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ବାୟୁସେନାକୁ ମିଳିଛି ନୂଆ ପରିବହନ ବିମାନ ଏୟାରବସ ସି-୨୯୫। ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉତ୍ତରପ୍ରଦେଶ ଗାଜିଆବାଦସ୍ଥିତ ହିଣ୍ଡନ ଏୟାରବେସରେ ବିମାନଟିକୁ ବାୟୁସେନାରେ ସାମିଲ କରିଥିଲେ। ଏହି କାର୍ଯ୍ୟକ୍ରମରେ...

ପିଲାବେଳୁ ମୁଁ ଗୀତ ଗାଉଥିଲି – ଶାନ୍ତିଲତା ବାରିକ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=Qk7LU2o-sjs] ପିଲାଟି ବେଳରୁ ଶାନ୍ତିଲତା ବାରିକଙ୍କର ସ୍ଵର ହିଁ ଥିଲା ତାଙ୍କ ପରିଚୟ। ସେଥିପାଇଁ ସମସ୍ତେ ତାଙ୍କୁ କୋଇଲି ବୋଲି ଡାକୁଥିଲେ। ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି...

କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାର ଦିନ କଟକ ଏସଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ଅନୁଭବ ମହାନ୍ତି। ଉଭୟଙ୍କ ମଧ୍ୟରେ ଲାଗିରହିଥିବା ବିବାଦର ଆପୋଷ ସମାଧାନ ପାଇଁ ଆଲୋଚନା ଆରମ୍ଭ ହୋଇଛି। ସୋମବାର...

ଏସିଆନ ଗେମ୍ସ ମହିଳା କ୍ରିକେଟରେ ଭାରତକୁ ସ୍ଵର୍ଣ୍ଣ, ଫାଇନାଲରେ ଶ୍ରୀଲଙ୍କାକୁ ହରାଇଲା ଟିମ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଏସିଆନ ଗେମ୍ସରେ ଭାରତକୁ ମିଳିଛି ଆଉ ଏକ ସ୍ୱର୍ଣ୍ଣିମ ସଫଳତା। ଏହି ପ୍ରତିଯୋଗୀତାର ମହିଳା କ୍ରିକେଟରେ ସୋମବାର ଭାରତୀୟ ଦଳ ସ୍ଵର୍ଣ୍ଣ ପଦକ ହାସଲ କରିଛି। ମହିଳା କ୍ରିକେଟ ଫାଇନାଲରେ ଭାରତ...

ରଦ୍ଦ ହେବ ବିଦେଶରେ ରହୁଥିବା ଖାଲିସ୍ତାନ ସମର୍ଥକଙ୍କ ‘ଓସିଆଇ’ କାର୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ଖାଲିସ୍ତାନ ପ୍ରସଙ୍ଗକୁ ନେଇ ଏବେ ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ବିବାଦ ଘନେଇବାରେ ଲାଗିଛି। ଖାଲିସ୍ତାନ ସମର୍ଥକ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ଭାରତର ହାତ ଥିବା କାନାଡା...

ରାଜଧାନୀରେ ରଙ୍ଗ୍ ରୁଟ ଡ୍ରାଇଭିଂ, ଜବତ ହେଲା ଶତାଧିକ ବାଇକ

ଓଡ଼ିଶାଲାଇଭ୍ ବ୍ୟୁରୋ ରଙ୍ଗ୍ ରୁଟରେ ଗାଡ଼ି ଚଳାଉଥିଲେ ସାବଧାନ। ପୋଲିସ ନଜରରେ ପଡ଼ିଲେ ଜବତ ହେବ ଆପଣଙ୍କ ଗାଡ଼ି। ଏନେଇ ଟ୍ରାଫିକ ଥାନା ୧ ଏବଂ ୨ ପକ୍ଷରୁ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ଡ୍ରାଇଭ...