ଏଲନ ମସ୍କଙ୍କ ବଡ଼ ଘୋଷଣା, ଏଣିକି ଟ୍ୱିଟରରେ ମିଳିବ ଅଡିଓ ଏବଂ ଭିଡିଓ କଲିଂ ଫିଚର

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ଟ୍ୱିଟରରେ ମଧ୍ୟ କରିହେବ ଭିଡିଓ ଏବଂ ଅଡିଓ କଲ। ଖୁବଶୀଘ୍ର ଟ୍ୱିଟର ବ୍ୟବହାରକାରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ। ଏନେଇ ଗୁରୁବାର ଟ୍ୱିଟର ମାଲିକ ଏଲନ ମସ୍କ ଟ୍ୱିଟ...

ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ରାଜ୍ୟର କୃଷି ଅଧିକାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ କୃଷି ବିଭାଗର କ୍ୟାଡର ପୁନର୍ବିନ୍ୟାସରେ ବିଳମ୍ବକୁ କୃଷି ଅଧିକାରୀଙ୍କ ପ୍ରତିବାଦ କୃଷି ବିଭାଗରେ ନୂଆ ନିଯୁକ୍ତି ଓ କୃଷି ଅଧିକାରୀଙ୍କୁ ଗ୍ରୁପ-ଏ ମାନ୍ୟତା ଦାବି ଦାବି ପୂରଣ ନହେଲେ...

କିଏ ହେବେ ନୂଆ ବାଚସ୍ପତି?

ଓଡ଼ିଶାଲାଇଭ୍ ବ୍ୟୁରୋ ଖାଲି ପଡ଼ିଛି ଓଡ଼ିଶା ବିଧାନସଭାରେ ବାଚସ୍ପତିଙ୍କ ଚୌକି। ଆଗକୁ ବିଧାନସଭାର ମୌସୁମୀ ଅଧିବେଶନ ଥିବାରୁ ଖାଲିପଡ଼ିଥିବା ଏହି ଆସନ ପାଇଁ ନିର୍ବାଚନ ହେବାର ସମ୍ଭାବନା ରହିଛି। ଏହି ପଦବୀ ପାଇଁ ଏବେ...

ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ପଦକ୍ଷେପ, ସିସିଟିଭି ନଜରରେ ରହିବ ରାଜଧାନୀ ଭୁବନେଶ୍ଵର

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ସିସିଟିଭି ନଜରରେ ରହିବ ରାଜଧାନୀ ଭୁବନେଶ୍ଵର। କଏଦ ହେବ ଅପରାଧୀଙ୍କ ଗତିବିଧି। ଭୁବନେଶ୍ଵରରେ ଦିନକୁ ଦିନ ବଢ଼ିୁଥିବା ଅପରାଧ ଏବଂ ଅପରାଧୀଙ୍କୁ ନିୟନ୍ତ୍ରଣ କରିବା ଲାଗି ଏହି ନୂଆ ରଣନୀତି...

ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ‘ସେଣ୍ଟର ଫର୍ ଗୁଡ୍ ଗଭର୍ନାନ୍ସ ଓଡିଶା’ର ନୂଆ କାର୍ଯ୍ୟାଳୟ ଉଦଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ସ୍ଥିତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଉଦଘାଟିତ ହୋଇଛି ‘ସେଣ୍ଟର ଫର୍ ଗୁଡ୍ ଗଭର୍ନାନ୍ସ ଓଡିଶା’ର ନୂଆ କାର୍ଯ୍ୟାଳୟ। ବୁଧବାର ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏହି...

ଉଜ୍ଜ୍ଵଳା ଯୋଜନାରେ ଓଡ଼ିଶାକୁ ମିଳିବ ୫ ଲକ୍ଷ ନୂଆ ସଂଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାରେ ଓଡ଼ିଶାକୁ ମିଳିବ ୫ ଲକ୍ଷ ନୂଆ ସଂଯୋଗ। ଏଥିପାଇଁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉଜ୍ଜ୍ଵଳା ଯୋଜନାରେ ଅତିରିକ୍ତ ୭୫ ଲକ୍ଷ...

ସେପ୍ଟେମ୍ବର ୪ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଓଡ଼ିଶାରେ ବଢ଼ିବ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ମୌସୁମୀ ପ୍ରବାହ ଦୁର୍ବଳ ହୋଇଥିବାରୁ ବର୍ଷା କମିଛି। ହେଲେ ଆସନ୍ତା ରବିବାରରୁ ରାଜ୍ୟରେ ପାଣିପାଗ ବଦଳିବ। ସେପ୍ଟେମ୍ବର ୪ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାଦ୍ଵାରା...

ସେପ୍ଟେମ୍ବର ୨୨ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ, ୨୧ରେ ବାଚସ୍ପତି ନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ଅକ୍ଟୋବର ୪ ତାରିଖ ଯାଏଁ ୧୩ ଧରି ଏହି ମୌସୁମୀ ଅଧିବେଶନ ଚାଲିବ। ଅକ୍ଟୋବର ୩ ତାରିଖରେ...

ଭୁବନେଶ୍ଵରରୁ କଳାହାଣ୍ଡିର ଉତ୍କେଲାକୁ ଉଡ଼ିଲା ପ୍ରଥମ ବିମାନ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ସ୍ଥିତ ଉତ୍କେଲା ବିମାନ ବନ୍ଦରକୁ ଆରମ୍ଭ ହେଲା ବିମାନ ସେବା। ଗୁରୁବାର ସକାଳ ୧୧ଟା ସମୟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଉତ୍କେଲାକୁ ଉଡ଼ିଛି ପ୍ରଥମ...
OSSC

ଓଏସଏସସି ପକ୍ଷରୁ ୨୪ଟି ‘ଫାର୍ମାସିଷ୍ଟ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୨୮

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସବୋର୍ଡିନେଟ୍ ଷ୍ଟାଫ ସିଲେକସନ କମିଶନ (ଓଏସଏସସି) ପକ୍ଷରୁ ୨୪ଟି ‘ଫାର୍ମାସିଷ୍ଟ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଓଡ଼ିଶା କାରାଗାର ବିଭାଗ ଏବଂ କଟକ ସ୍ଥିତ ପ୍ରିଣ୍ଟିଂ ନିର୍ଦେଶାଳୟରେ...