ବରଗଡ଼ ଜିଲ୍ଲାରେ ୩ଟି ବୃହତ ସେତୁ ନିର୍ମାଣକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ, ଖର୍ଚ୍ଚ ହେବ ୩୯ କୋଟି ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ବରଗଡ଼ ଜିଲ୍ଲାରେ ୩ଟି ବୃହତ ସେତୁର ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ଅନୁମତି ମିଳିଛି। ଏଥିପାଇଁ ୩୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ସେତୁ ପ୍ରକଳ୍ପ ଦ୍ୱାରା ବରଗଡ଼ରେ ଗମନାଗମନ...

କେନ୍ଦ୍ର କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି: ପିଏମ୍ ଇ-ବସ୍ ସେବା ଓ ବିଶ୍ଵକର୍ମା ଯୋଜନାକୁ ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ (ପିଏମ୍) ଇ-ବସ୍ ସେବା ଏବଂ ବିଶ୍ଵକର୍ମା ଯୋଜନାକୁ ମଞ୍ଜୁରୀ ପ୍ରଦାନ...

ଅଗ୍ରଣୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ ଓଡ଼ିଶାଲାଇଭରେ ଜେନେରାଲ୍ ମ୍ୟାନେଜର ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ...

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ ଓଡ଼ିଶାଲାଇଭ୍ ପକ୍ଷରୁ ଜେନେରାଲ୍ ମ୍ୟାନେଜର (କଣ୍ଟେଣ୍ଟ ଆଣ୍ଡ ଅପରେସନ୍ସ) ପଦବୀ ଲାଗି ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିପାଇଁ ସଂସ୍ଥା ପକ୍ଷରୁ ଆବେଦନ ଆହ୍ୱାନ...

Join OdishaLIVE Leadership Team as GM – Content and Operations

OdishaLIVE Bureau Are you a visionary leader with a passion for media and communication? OdishaLIVE, a premier media & communication agency headquartered in Bhubaneswar, invites...

ବାହାନଗା ଟ୍ରେନ ଟ୍ରାଜେଡି: ଏବେ ବି ଚିହ୍ନଟ ହୋଇପାରୁନି ୨୯ ମୃତଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଏବେ ପର୍ଯ୍ୟନ୍ତ ୨୯ ଜଣଙ୍କର ପରିଚୟ ମିଳିପାରୁ ନାହିଁ। ଭୁବନେଶ୍ଵର ସ୍ଥିତ ଏମ୍ସରେ ସଂରକ୍ଷିତ ହୋଇ ରହିଛି ଏହି ମୃତଦେହ। ଏ...

ହଜାରେ କୋଟି ଟଙ୍କାର କ୍ରିପ୍ଟୋ କରେନ୍ସି ଠକେଇ ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ହଜାରେ କୋଟି ଟଙ୍କାର କ୍ରିପ୍ଟୋ କରେନ୍ସି ଠକେଇ ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଓଡ଼ିଶା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଉକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ...

ଓଡ଼ିଶୀ ସଙ୍ଗୀତର ଧାରା ଅନ୍ୟ ଭାରତୀୟ ସଙ୍ଗୀତଠାରୁ ସ୍ୱତନ୍ତ୍ର – ଗୁରୁ ରାମହରି ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=nsvuH0_OQuY] ଓଡ଼ିଶୀ ସଙ୍ଗୀତର ଧାରା ଅନ୍ୟ ଭାରତୀୟ ସଙ୍ଗୀତଠାରୁ ଭିନ୍ନ। ଓଡ଼ିଶୀ ନୃତ୍ୟର ଆତ୍ମା ହେଉଛି ଓଡ଼ିଶୀ ସଙ୍ଗୀତ। ଓଡ଼ିଶୀ ନୃତ୍ୟ ପାଇଁ ଓଡ଼ିଶୀ ସଙ୍ଗୀତ ଅନିବାର୍ଯ୍ୟ। ଓଡ଼ିଶୀ ସଙ୍ଗୀତ ଅତ୍ୟନ୍ତ ମଧୁର...

ଭାରତୀୟ ହକିର ସ୍ୱର୍ଣ୍ଣିମ ଇତିହାସକୁ ନେଇ ଡକ୍ୟୁମେଣ୍ଟାରି ଫିଲ୍ମ ‘ଇଣ୍ଡିଆଜ୍ ଗେମ୍’ ପ୍ରଦର୍ଶିତ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ଵାଧିନତା ଦିବସ ଅବସରରେ ଭାରତୀୟ ହକିର ସ୍ୱର୍ଣ୍ଣିମ ଇତିହାସକୁ ନେଇ ଡକ୍ୟୁମେଣ୍ଟାରି ଫିଲ୍ମ 'ଇଣ୍ଡିଆଜ୍ ଗେମ୍' ପ୍ରଦର୍ଶିତ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଆଜିଠୁ ପୁଣି ଭିଜିବ ଓଡ଼ିଶା, ୧୮ରେ ଲଘୁଚାପ!

ଓଡ଼ିଶାଲାଇଭ୍ ବ୍ୟୁରୋ କିଛି ଦିନ ହେଲା ପାଗ ଶୁଖିଲା ରହିବା ପରେ ଆଜିଠାରୁ ପୁଣି ଭିଜିବ ଓଡ଼ିଶା। ଆସନ୍ତା ଅଗଷ୍ଟ ୧୮ ତାରିଖରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା...

ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ବୁଧବାର ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସେ ରାଜ୍ୟ ବିଜେପି ମୁଖ୍ୟାଳୟରେ ଏକ ଦଳୀୟ କାର୍ଯ୍ୟକ୍ରମରେ...