ସାମ୍ବାଦିକଙ୍କ ସ୍ଵାସ୍ଥ୍ୟ ବୀମା ରାଶି ୫ ଲକ୍ଷକୁ ବୃଦ୍ଧି

ଓଡ଼ିଶାଲାଇଭ୍ ବ୍ୟୁରୋ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ନିମନ୍ତେ ସ୍ଵାସ୍ଥ୍ୟ ବୀମା ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହି ସୁବିଧା କାର୍ଯ୍ୟରତ ସାମ୍ବାଦିକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ମିଳିବ। ସାମ୍ବାଦିକମାନଙ୍କ ନିମନ୍ତେ...

ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ପ୍ରବୋଧ କୁମାର ରାଉତଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ତଥା ବିଶିଷ୍ଟ ସାହିତ୍ୟିକ ପ୍ରବୋଧ କୁମାର ରାଉତଙ୍କ ମଙ୍ଗଳବାର ଦେହାନ୍ତ ହୋଇଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କୁ...

ନୟାଗଡ଼ ଜିଲ୍ଲାକୁ ‘ଭୂମି ସମ୍ମାନ-୨୦୨୩’ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଅଧୁନିକୀକରଣ କାର୍ଯ୍ୟକ୍ରମର ଲକ୍ଷ୍ୟ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୟାଗଡ଼ ଜିଲ୍ଲାକୁ ମିଳିଛି ‘ଭୂମି ସମ୍ମାନ-୨୦୨୩’ ପୁରସ୍କାର। ମଙ୍ଗଳବାର ଦିନ...

୨୪ ନିର୍ବାଚନରେ ‘ଏନ୍‌ଡିଏ’ ବନାମ ‘ଇଣ୍ଡିଆ’

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ୨୬ ବିରୋଧୀ ଦଳର ଦଳ ହେବ ‘ଇଣ୍ଡିଆ’, ୨୦୨୪ ସାଧାରଣ ନିର୍ବାଚନରେ ଏନ୍‌ଡିଏକୁ କେମିତି ଚକମା ଦେବ ଇଣ୍ଡିଆ ତାକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା। ବେଙ୍ଗାଳୁରୁରେ ମହାମେଣ୍ଟର ନାମକରଣ ...

ଖୋଲୁଛି ପାକିସ୍ତାନର ସୀମାଙ୍କ ଗୁମର, ଚାଲିଛି ଏଟିଏସର ତନାଘନା

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରେମ ପାଇଁ ପାକିସ୍ତାନର ସୀମା ଡେଇଁ ଭାରତରେ ପହଞ୍ଚିଥିବା ସୀମା ହାଇଦରଙ୍କୁ ନେଇ ଏବେ ବିଭିନ୍ନ ପ୍ରଶ୍ନ ଉଠିବାକୁ ଲାଗିଛି। ଏମିତି କି ସୀମା ହାଇଦରଙ୍କ ପ୍ରକୃତ ନାଁ ମରିୟମ ଖାନ...

ଆଜି ନୂଆଦିଲ୍ଲୀରେ ‘ଏନଡିଏ’ର ଶକ୍ତି ପ୍ରଦର୍ଶନ, ଯୋଗଦେବେ ୩୮ ଦଳର ନେତା

ଓଡ଼ିଶାଲାଇଭ୍ ବ୍ୟୁରୋ ବେଙ୍ଗାଳୁରୁରେ ବିରୋଧୀ ଗୋଷ୍ଠୀଙ୍କ ବୈଠକ ଚାଲୁଥିବାବେଳେ ମଙ୍ଗଳବାର ନୂଆଦିଲ୍ଲୀରେ ବିଜେପି ସମର୍ଥିତ ଏନଡିଏ ଦଳମାନଙ୍କ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ବିରୋଧୀଙ୍କ ବୈଠକକୁ ଚ୍ୟାଲେଞ୍ଜ କରିବାକୁ ଯାଇ ଏନଡିଏ ଦଳମାନେ ନିଜର...

କାହିଁକି ବଢ଼ୁଛି ଆଖିଧରା?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=6ma_uY4RTwQ] ସାଧାରଣତଃ ବର୍ଷା ଋତୁରେ ଆଖିଧରା ଭଳି ସମସ୍ୟା ଅଧିକ ଦେଖାଦେଇଥାଏ। ଏହା ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁଁ ହୋଇଥାଏ। ଆଖିଧରିବା ସମୟରେ ଆଖିରୁ ପାଣି ଗଡ଼ିବା, ଆଖି ଲାଲ ପଡ଼ିଯିବା...

‘ପ୍ରୋଜେକ୍ଟ ଚିତା’କୁ ନେଇ ବଢ଼ିଲା ଚିନ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ ୯ ମାସ ଭିତରେ ୮ଟି ଚିତାଙ୍କର ମୃତ୍ୟୁ ହେବା ପରେ ‘ପ୍ରୋଜେକ୍ଟ ଚିତା’କୁ ନେଇ ଏବେ ବଢ଼ିଛି ଚିନ୍ତା। ଜୁଲାଇ ୨୦୨୨ରେ ନାମିବ୍ୟା ସରକାରଙ୍କ ସହ ଆଫ୍ରିକୀୟ ଚିତା ଆଣିବାକୁ ଚୁକ୍ତି...

ନୀତି ଆୟୋଗ ରିପୋର୍ଟ: ଓଡ଼ିଶାରେ ଦାରିଦ୍ର୍ୟ ହାର ୨୯.୩୪ ପ୍ରତିଶତରୁ ୧୫.୮୬ ପ୍ରତିଶତକୁ ହ୍ରାସ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ପ୍ରାୟ ୧୩ କୋଟି ୫୦ ଲକ୍ଷ ଲୋକ ଦାରିଦ୍ର୍ୟ ରେଖାରୁ ବାହାରିଛନ୍ତି ଓଡ଼ିଶାରେ ଦାରିଦ୍ର୍ୟ ହାର ୨୯.୩୪ ପ୍ରତିଶତରୁ ୧୫.୮୬ ପ୍ରତିଶତକୁ ହ୍ରାସ ଓଡ଼ିଶାରେ ଦରିଦ୍ରତା ମାଲକାନାଗିରିରେ ସର୍ବାଧିକ...

ରାଜ୍ୟରେ ଜୁଲାଇ ୨୨ ଯାଏଁ ପ୍ରବଳ ବର୍ଷା!

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ହେବାର...