ଅଧାରୁ ପାଠ ଛାଡ଼ିଥିବା ସବୁ ଛାତ୍ରଛାତ୍ରୀଙ୍କୁ ପୁଣି ସ୍କୁଲ ପଠାଇବାକୁ ବ୍ୟବସ୍ଥା କର – ଓସେପା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରରେ ଅଧାରୁ ପାଠପଢ଼ା ଛାଡ଼ିଥିବା ଛାତ୍ରଛାତ୍ରୀଙ୍କୁ ପୁଣିଥରେ ସ୍କୁଲକୁ ପଠାଇବା ପାଇଁ ଅଣ୍ଟା ଭିଡ଼ିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ (ଓସେପା)। ଏହି ପରିପ୍ରେକ୍ଷୀରେ ଅଧାରୁ ପଢ଼ା ଛାଡ଼ିଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ...

କନ୍ଧମାଳରେ କଲରାପତରିଆ ବାଘ ଶିକାର: ୧୧ ଜଣ ଗିରଫ, ଛାଲ ଓ ନଖ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): କଲରାପତରିଆ ବାଘ ଶିକାର କରି ଛାଲ, ନଖ ଓ ମାଂସ ଭାଗ ବାଣ୍ଟୁଥିବାବେଳେ ମାଡ଼ି ବସିଲା ବନ ବିଭାଗ। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ...

ହୁତୁ ହୁତୁ ହୋଇ ଜଳିଗଲା ଫାଲକନୁମା ଏକ୍ସପ୍ରେସର ୩ଟି ବଗି

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରେଳକୁ ଏବେ ସଙ୍କଟ ପଡ଼ିଛି। ଗତ ଜୁନ ୨ ତାରିଖରେ ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇ ୩୦୦ରୁ ଊର୍ଦ୍ଧ୍ଵ ଯାତ୍ରୀଙ୍କର ଜୀବନ...

‘ମୋଦୀ’ ସରନେମ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଝଟକା: ଆବେଦନ ଖାରଜ କଲେ ଗୁଜରାଟ ହାଇକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ‘ମୋଦୀ’ ସରନେମ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ହାଇକୋର୍ଟରୁ ବଡ଼ ଝଟକା ମିଳିଛି। ହାଇକୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଏବେ ରାହୁଲଙ୍କ ୨ ବର୍ଷର ସଜା ବଳବତ୍ତର...

ଆରମ୍ଭ ହେଲା ଯୁକ୍ତ ୨ ଆଡମିସନ: ପ୍ରଥମ ପର୍ଯ୍ୟାୟରେ ନାମ ଲେଖିବେ ୪ ଲକ୍ଷ ୧୨ ହଜାର ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା। ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏଁ ଚାଲିବ ଏହି ନାମଲେଖା ପ୍ରକ୍ରିୟା। ଗୁରୁବାର...

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ, ଅଡ଼ୁଆରେ ବୀରେନ୍ଦ୍ର ଲାକ୍ରା!

ଓଡ଼ିଶାଲାଇଭ୍ ବ୍ୟୁରୋ ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ଏବେ ଅଡ଼ୁଆ ଆହୁରି ବଢ଼ିଛି। ବୀରେନ୍ଦ୍ରଙ୍କ ସାଙ୍ଗ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଓଡ଼ିଶା ହାଇକୋର୍ଟ ନିର୍ଦେଶ...
AIIMS-Bhubaneswar OPD

ଏମ୍ସ ଭୁବନେଶ୍ଵରରେ ୭୭୫ଟି ପଦବୀରେ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ଜୁଲାଇ ୩୦

ଓଡ଼ିଶାଲାଇଭ୍ ବ୍ୟୁରୋ   ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ଭୁବନେଶ୍ଵରେ ଅନେକ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ପଦବୀରେ ନିଯୁକ୍ତି ସୁଯୋଗ ବାହାରିଛି। ଏଠାରେ ବିଭିନ୍ନ ବିଭାଗରେ ଖାଲି...

ଥମୁନି ମଣିପୁର ହିଂସା, ମହିଳାଙ୍କୁ ଗୁଳି କରି ହତ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଥମୁନି ମଣିପୁର ହିଂସା। ପ୍ରାୟ ଦୁଇ ମାସ ପୂର୍ବରୁ ଜାତିକୁ ନେଇ ମଣିପୁରରେ ଦେଖା ଦେଇଥିବା ହିଂସା ଏବେ ସୁଦ୍ଧା ଥମିନାହିଁ। ମଣିପୁରର କେତେକ ଅଞ୍ଚଳରୁ ହିଂସାକାଣ୍ଡର ଖବର ପ୍ରତିଦିନ ଆସୁଛି। ଗୁରୁବାର...

ଜାଣନ୍ତୁ ଆଖିଧରା ରୋଗଠାରୁ କିପରି ସୁରକ୍ଷିତ ରହିବେ?

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ଆଖିଧରା ରୋଗକୁ ନେଇ ଛାନିଆଁ ହେଲେଣି ଲୋକେ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଆଖିଧରା ସମସ୍ୟା ଭୋଗୁଛନ୍ତି। ଗତ କିଛି ଦିନ ହେଲା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଖିଧରା ରୋଗ ବ୍ୟାପିଥିବା ଦେଖିବାକୁ...

କଟକ, ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜ ପାଇଁ ୪୫ଟି ଅଗ୍ନିଶମ ପଦବୀ ମଞ୍ଜୁର କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର କଟକ, ବ୍ରହ୍ମପୁର ଓ ବୁର୍ଲାରେ ଥିବା ୩ଟି ପ୍ରମୁଖ ମେଡିକାଲ କଲେଜର ଅଗ୍ନିଶମ ବିଭାଗରେ ୪୫ଟି ନୂତନ ପଦବୀ ପାଇଁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଏହା ଦ୍ୱାରା ଉକ୍ତ...