OSSC

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ପକ୍ଷରୁ ‘ସିଏଚଏସଏଲ୍’ ପରୀକ୍ଷା ପାଇଁ ଆରମ୍ଭ ହେଲା ଆବେଦନ, ଜୁଲାଇ ୨୪ ଶେଷ...

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ କମ୍ବାଇନ ହାଇଅର ସେକେଣ୍ଡାରି ଲେଭାଲ (ସିଏଚଏସଏଲ୍) ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ମାଧ୍ୟମରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ...

ପ୍ରଥମ ପିରିୟଡସ୍‌ ବେଳେ ଡରି ଯାଇଥିଲି – ସସ୍ମିତା ପାତ୍ର

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=7pb0N55h7us] “ପିରିୟଡସ୍‌କୁ ନେଇ ମନରେ ସବୁବେଳେ ଡର ଥିଲା। ଯେତେବେଳେ ମୋର ପ୍ରଥମ ପିରିୟଡସ୍ ହେଲା ମୁଁ ଡରିଯାଇଥିଲି। ମା’ଙ୍କୁ ଏ ବିଷୟରେ ଜଣାଇଲି। ମା’ କହିଲେ ଏଇଟା ବଡ଼...

ଏବେ ଓଡ଼ିଶାର ଡାକ୍ତରଖାନାରେ ରବିବାର ମଧ୍ୟ ଖୋଲିବ ‘ଆହାର କେନ୍ଦ୍ର’

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ସରକାରୀ ଡାକ୍ତରଖାନା ପରିସର ଭିତରେ କିମ୍ବା ନିକଟରେ ଥିବା ଆହାର କେନ୍ଦ୍ରଗୁଡ଼ିକ ଏବେ ରବିବାରରେ ମଧ୍ୟ ଖୋଲିବ। ଏଠାରେ ରବିବାର ଦିନ ମଧ୍ୟ ଗରିବ ଲୋକଙ୍କୁ ୫ ଟଙ୍କାରେ ଖାଦ୍ୟ...

କାଳ ହେଲା ବିବାହ ଭୋଜି, ଝିଅ ବିଦା କରି ଆସିବାବେଳେ ଚାଲିଗଲା ୧୨ ଜଣଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ କିଏ ଜାଣିଥିଲା ହସଖୁସିର ମାହୋଲ ଦେଖୁ ଦେଖୁ ବିଷାଦରେ ପରିଣତ ହୋଇଯିବ। ଝିଅ ବିଦା କରି ଫେରିବା ପରେ କୋକେଇ ଉଠିଯିବ? ରବିବାର ଦିନ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗାଁର...

ବର୍ଲିନ ସ୍ପେଶାଲ ଅଲିମ୍ପିକ ଗେମ୍ସରେ ଚମକିଲେ ଓଡ଼ିଶାର ଖେଳାଳି, ପ୍ରଥମଥର ଜିତିଲେ ୮ଟି ପଦକ

ଓଡ଼ିଶାଲାଇଭ୍ ବ୍ୟୁରୋ ଜର୍ମାନୀର ବର୍ଲିନଠାରେ ଅନୁଷ୍ଠିତ ହୋଇଥିବା ସ୍ପେଶାଲ ଅଲିମ୍ପିକ ଗେମ୍ସ ୨୦୨୩ରେ ଓଡ଼ିଶାର ଖେଳାଳିମାନେ ଉତ୍ତମ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଭାରତ ପକ୍ଷରୁ ପ୍ରତିନିଧିତ୍ଵ କରି ପ୍ରଥମଥର ପାଇଁ...

ଦିଗପହଣ୍ଡି ମର୍ମନ୍ତୁଦ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶାଲାଇଭ୍ ବ୍ୟୁରୋ ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିବାବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗାଁର ୧୨ ଜଣ। ମୃତକଙ୍କ ମଧ୍ୟରେ ରହିଛନ୍ତି ଗୋଟିଏ ପରିବାରର...

ରାଜ୍ୟରେ ମୌସୁମୀ ସହ ସକ୍ରିୟ ହେଲା ଲଘୁଚାପ, ଆଉ ଦୁଇ ଦିନ ପ୍ରବଳ ବର୍ଷିବ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହା ପ୍ରଭାବରେ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ବର୍ଷା ଜାରି ରହିଛି। ଏହି ସମୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶା ଏବଂ...

ମୃତ୍ୟୁ ପରେ ଜୀବନ: ଅଙ୍ଗଦାନ କରି ୪ ଜଣଙ୍କୁ ନୂଆ ଜୀବନ ଦେଲେ ପ୍ରସନ୍ନଜିତ

ଓଡ଼ିଶାଲାଇଭ୍ ବ୍ୟୁରୋ ମୃତ୍ୟୁ ପରେ ବି ଜୀବିତ ରହିବେ ଭୁବନେଶ୍ଵରର ପ୍ରସନ୍ନଜିତ ମହାନ୍ତି। ନିଜେ ଚାଲି ଗଲେ ସତ, ହେଲେ ଯିବା ଆଗରୁ ଆଉ ଚାରି ଜଣଙ୍କୁ ଦେଇଗଲେ ନୂଆ ଜୀବନ। ମୃତ୍ୟୁ ପରେ ବି...

ଆମେରିକାର ଟାମ୍ପା ସହରରେ ପାଳନ ହେଲା ରଥଯାତ୍ରା – ହରିବୋଲ, ହୁଳହୁଳିରେ କମ୍ପିଲା ପରିବେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ଟାମ୍ପା ସହରରେ ପାଳନ ହୋଇଛି ରଥଯାତ୍ରା। ଘଣ୍ଟଘଣ୍ଟାର ତାଳେ ତାଳେ ହରିବୋଲ ଓ ହୁଳହୁଳି ଦେଇ ବହୁ ଆଡ଼ମ୍ଵରରେ ପ୍ରବାସୀ ଓଡ଼ିଆମାନେ ରଥଯାତ୍ରା ପାଳନ କରିଛନ୍ତି। ଆମେରିକାର ଫ୍ଲୋରିଡା ସ୍ଥିତ ଟାମ୍ପା...

ଦିଗପହଣ୍ଡି ବସ ଦୁର୍ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ସହାୟତା ଘୋଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ହୋଇଥିବା ମର୍ମନ୍ତୁଦ ବସ ଦୁର୍ଘଟଣାରେ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ମୃତ...