ରାଜ୍ୟରେ ଜାରି ରହିଛି ଖରାର ପ୍ରକୋପ, ୫ ଦିନ ଯାଏଁ ତାତିରୁ ନାହିଁ ନିସ୍ତାର

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ଖରା ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ସକାଳ ୧୦ରୁ ଘରୁ ବାହାରିବା ଅସମ୍ଭାଳ...

ମାଟ୍ରିକ ପରୀକ୍ଷା ଫଳ: ମେ’ ୨୩ରୁ ରିଚେକିଂ ପାଇଁ ଆବେଦନ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ଗୁରୁବାର ଦିନ ପ୍ରକାଶ ପାଇଛି। ଏ ବର୍ଷ ରାଜ୍ୟରେ ପାସ୍ ହାର ରହିଛି ମୋଟ ୯୬.୪୦ ପ୍ରତିଶତ। ରିଚେକିଂ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଆସନ୍ତା...

ଗଡ଼ିଲା ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପୁରୀ ଓ କଲିକତାର ହାୱଡା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଚଳାଚଳ ଆରମ୍ଭ ହୋଇଛି। ପୁରୀ ରେଳ ଷ୍ଟେସନରୁ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ...

କର୍ଣ୍ଣାଟକ ନିର୍ବାଚନ ପୋଷ୍ଟମର୍ଟମ: ଭୁଲ ଗଣୁଛି ବିଜେପି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ନିଜକୁ ଆଇନାରେ ଦେଖି ନଥିବା ବିଜେପି ଏବେ ଆଇନାରେ ନିଜ ମୁହଁ ଦେଖି ଚମକୁଛି। ଭୁଲ୍ ରହିଲା କେଉଁଠି? ନିଜେ ଭୁଲ୍ ଜାଣିକି ବି ଅଜଣା ରହୁଥିଲା...

ମାଟ୍ରିକ୍ ରେଜଲ୍ଟ: ପାସ୍ ହାରରେ କଟକ ଓ ଜଗତସିଂହପୁର ଆଗରେ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଗୁରୁବାର ଦିନ ପ୍ରକାଶ ପାଇଛି। ଏ ବର୍ଷ ରାଜ୍ୟରେ ପାସ୍ ହାର ରହିଛି ମୋଟ ୯୬.୪୦ ପ୍ରତିଶତ। ରାଜ୍ୟର ୩୨୨୨ ସ୍କୁଲରେ ଚଳିତ ବର୍ଷ...

୨୦୨୩ ମାଟ୍ରିକ ରେଜଲ୍ଟ : ଏଥର ବି ବାଜି ମାରିଲେ ଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୩ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଗୁରୁବାର ଦିନ ପ୍ରକାଶ ପାଇଛି। ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ପାସ୍ ହାର ୯୬.୪ ପ୍ରତିଶତ ରହିଛି। ଏବର୍ଷ ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ...

ବାହାରିଲା ୨୦୨୩ ମାଟ୍ରିକ ପରୀକ୍ଷା ରେଜଲ୍ଟ , ପାସ୍ ହାର ୯୬.୪ ପ୍ରତିଶତ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଛି ୨୦୨୩ ମାଟ୍ରିକ ପରୀକ୍ଷାଫଳ। ଗୁରୁବାର ସକାଳ ୧୦ଟା ବେଳେ କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ମୁଖ୍ୟାଳୟରେ ଏହି ପରୀକ୍ଷାଫଳ ପ୍ରକାଶ ପାଇଛି। ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ...

ଓପିଏସସି ପକ୍ଷରୁ ସରକାରୀ ଇଞ୍ଜିନିୟରିଂ ଅଧ୍ୟାପକ ପଦବୀ ପାଇଁ ଜାରି ରହିଛି ଆବେଦନ, ମେ’ ୨୬ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଇଞ୍ଜିନିୟରିଂ ଅଧ୍ୟାପକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଓଡ଼ିଶା ଟେକ୍ନିକାଲ୍ ଏଜୁକେସନ ଓ ଟ୍ରେନିଂ ସର୍ଭିସ...

ଅଡ଼ୁଆରେ ବିଧାୟକ ଶଶିଭୂଷଣ ବେହେରା, ବୋହୂ ଆଣିଲେ ନିର୍ଯାତନା ଅଭିଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଡ଼ୁଆରେ ପଡ଼ିଛନ୍ତି ବିଜେଡି ବିଧାୟକ ଶଶିଭୂଷଣ ବେହେରା। ବିଧାୟକଙ୍କ ପୂରା ପରିବାର ବିରୋଧରେ ଯୌତୁକ ନିର୍ଯାତନା ସହ ପାରିବାରିକ ହିଂସା ଅଭିଯୋଗ ଆଣିଛନ୍ତି ବୋହୂ ରୋନାଲି ବେହେରା। ରୋନାଲିଙ୍କ ଅଭିଯୋଗ ଆଧାରରେ ବାଙ୍କି...

ହାର୍ଟକୁ ସୁସ୍ଥ ରଖିବା ପାଇଁ କ’ଣ ଖାଇବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=sIM11BIGEfk]ହୃତ୍‌ପିଣ୍ଡ ଆମ ଶରୀରର ଏକ ମୁଖ୍ୟ ଅଙ୍ଗ। ହୃତପିଣ୍ଡ ସଠିକ୍ ଭାବେ କାର୍ଯ୍ୟ ନକଲେ ପୁରା ଶରୀରରେ ସମସ୍ୟା ଦେଖାଯାଇଥାଏ। ତେଣୁ ହାର୍ଟକୁ ସୁସ୍ଥ ରଖିବା ନିହାତି ଦରକାର। ତେବେ...