କାଳବୈଶାଖୀ ପ୍ରଭାବରେ ବଦଳିଲା ପାଗ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ଦେଖିବାକୁ ମିଳିଛି କାଳବୈଶାଖୀ ପ୍ରଭାବ। ଗତ କିଛି ଦିନ ହେଲା ତାପମାତ୍ରା ବୃଦ୍ଧି ଯୋଗୁଁ ଡହଳବିକଳ ହେଉଥିଲେ ରାଜ୍ୟବାସୀ। କାଳବୈଶାଖୀ ପ୍ରଭାବରେ ହଠାତ୍ ପାଗ ବଦଳି ରାଜ୍ୟର...
କୋରାପୁଟ: ବାପାର ଟାଙ୍ଗିଆ ଚୋଟରେ ପୁଅର ଜୀବନ ଗଲା
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ସାମାନ୍ୟ କଥା କଟାକଟିରୁ ନିଜ ପୁଅକୁ ଅତି ନୃଶଂସ ଭାବେ ବାପା ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦାମନଯୋଡ଼ି...
ଜୁନ ୪ରେ କେରଳ ଛୁଇଁବ ମୌସୁମୀ ବାୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁନ ୪ ତାରିଖରେ କେରଳ ଉପକୂଳ ଛୁଇଁବ ମୌସୁମୀ ବାୟୁ। ଏ ବର୍ଷ ସାମାନ୍ୟ ବିଳମ୍ବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ପହଞ୍ଚିବ। ଏନେଇ ମଙ୍ଗଳବାର ଦିନ ଭାରତୀୟ ପାଣିପାଗ ବିଭାଗ...
କଟକ ଏସସିବି ମେଡିକାଲରେ ଖୋଲିବ ରାଜ୍ୟର ପ୍ରଥମ ‘ବୋନ ବ୍ୟାଙ୍କ’
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଏସସିବି ମେଡିକାଲରେ ଖୋଲିବ ଓଡ଼ିଶାର ପ୍ରଥମ ବୋନ (ଅସ୍ତି) ବ୍ୟାଙ୍କ। ଏଥିଲାଗି ଏସସିବି ମେଡିକାଲର ଅସ୍ତି ଶଲ୍ୟ (ଅର୍ଥପେଡିକ) ବିଭାଗରେ ସମସ୍ତ ଭିତ୍ତିଭୂମିର ନିର୍ମାଣ ସରିଛି। ଏବେ କେବଳ ଅସ୍ତି...
ପଦାରେ ପଡ଼ିଲା ରାଜାଘର କଳି: ଅର୍କେଶଙ୍କ ବିରୋଧରେ ପତ୍ନୀ ଆଣିଲେ ପାରିବାରିକ ହିଂସା ଅଭିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଦାରେ ପଡ଼ିଲା ରାଜାଘର କଳି। ବଲାଙ୍ଗୀରର ପ୍ରତିଷ୍ଠିତ ରାଜ ପରିବାର ବିରୋଧରେ ଆସିଛି ପାରିବାରିକ ହିଂସା ଅଭିଯୋଗ। ଥାନରେ ପହଞ୍ଚିଛି ଏହି ଘଟଣା।
ଅନଙ୍ଗ ଉଦୟ ସିଂ ଦେଓଙ୍କ ସାନ ପୁଅ ଅର୍କେଶ ସିଂ...
ଟ୍ରାନ୍ସଜେଣ୍ଡରଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଟି’ର ଟ୍ରେଲର ରିଲିଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଟ୍ରାନ୍ସଜେଣ୍ଡରଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଟି’ର ଟ୍ରେଲର ରିଲିଜ ହୋଇଛି। ଭୁବନେଶ୍ଵରସ୍ଥିତ ସିନେପଲିସଠାରେ ଏହି ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହୋଇଛି। ଏହି ଅବସରରେ ଓଲିଉଡ ଇଣ୍ଡଷ୍ଟ୍ରିର...
ମେ’ ୧୮ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରେଜଲ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ମେ’ ମାସ ୧୮ ତାରିଖ ଦିନ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳାଫଳ। ମାଟ୍ରିକ ପରୀକ୍ଷା ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷା ରେଜଲ୍ଟ ମଧ୍ୟ ଏହି ଦିନ...
ଓଡ଼ିଶାରେ ଆହୁରି ଦୁଇ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ, ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ କିଛି ଦିନ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଓ ଗୁଳୁଗୁଳିର ମାତ୍ରାଧିକ ପ୍ରଭାବ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ତେବେ ରାଜ୍ୟରେ ଆହୁରି ଦୁଇଦିନ...
ଷ୍ଟାଫ୍ ସିଲେକ୍ସନ କମିଶନ ପକ୍ଷରୁ ‘ସିଏଚଏସଏଲ୍’ ପରୀକ୍ଷା ପାଇଁ ଜାରି ରହିଛି ଆବେଦନ, ଜୁନ ୮ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଷ୍ଟାଫ୍ ସିଲେକ୍ସନ କମିଶନ (ଏସଏସସି) ପକ୍ଷରୁ କମ୍ବାଇନ ହାଇଅର ସେକେଣ୍ଡାରି ଲେଭଲ (ସିଏଚଏସଏଲ୍) ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ମାଧ୍ୟମରେ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିଥିବା...
ଭୁବନେଶ୍ଵରରୁ ଯାତ୍ରୀଙ୍କୁ ଧରି ସିଧାସଳଖ ଦୁବାଇ ଉଡ଼ିଲା ବିମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ହେଲା। ଭୁବନେଶ୍ଵରରୁ ଦୁବାଇକୁ ସିଧାସଳଖ ଉଡ଼ିଲା ଇଣ୍ଡିଗୋ ବିମାନ। ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଉଡ଼ାଣ ସେବାର ଶୁଭାରମ୍ଭ କରିବା ପରେ...





















