ରାଇରଙ୍ଗପୁର ଯୁବକଙ୍କୁ ଜାମସେଦପୁରରେ ହତ୍ୟା କରିବା ଘଟଣା, ଅଭିଯୁକ୍ତ ଦମ୍ପତି ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ରାଇରଙ୍ଗପୁର ଯୁବକଙ୍କୁ ଜାମସେଦପୁରରେ ହତ୍ୟା କରାଯିବା ଘଟଣାର ପର୍ଦାଫାସ କରିଛି ରାଇରଙ୍ଗପୁର ଟାଉନ ଥାନା ପୋଲିସ। ରାଇରଙ୍ଗପୁର ଭିକିଙ୍କୁ ଜାମସେଦପୁରଠାରେ ହତ୍ୟା କରିବା ଅଭିଯୋଗରେ ପୋଲିସ ଦୁଇଜଣଙ୍କୁ...
ଛତିଶଗଡ଼ର ଦନ୍ତେଓ୍ଵାଡାରେ ନକ୍ସଲ ଆକ୍ରମଣ: ୧୧ ଯବାନ ସହିଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଛତିଶଗଡ଼ର ଦନ୍ତେଓ୍ଵାଡାଠାରେ ବଡ଼ ଧରଣର ନକ୍ସଲ ଆକ୍ରମଣ ହୋଇ ୧୧ ଜଣ ଯବାନ ସହିଦ ହୋଇଛନ୍ତି। ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଫୋର୍ସର ଯବାନ ଏକ ଅପରେସରେ ଯାଉଥିବାବେଳେ ନକ୍ସଲମାନେ ଯବାନଙ୍କ...
ହ୍ଵାଟ୍ସଆପର ନୂଆ ଫିଚର, ଏଣିକି ୪ଟି ଫୋନରେ ବ୍ୟବହାର କରିହେବ ଗୋଟିଏ ଆକାଉଣ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେ ଆମେ ନିଜର ହ୍ଵାଟ୍ସଆପ୍ ଆକାଉଣ୍ଟକୁ କେବଳ ଗୋଟିଏ ଫୋନ କିମ୍ବା କମ୍ପ୍ୟୁଟରରେ ଲଗଇନ୍ କରି ବ୍ୟବହାର କରିପାରୁଛୁ। ଆଗକୁ ହ୍ଵାଟ୍ସଆପକୁ ଏକା ସାଙ୍ଗେ ୪ଟି ଅତିରିକ୍ତ ସ୍ମାର୍ଟଫୋନରେ ବ୍ୟବହାର କରିହେବ।...
‘ସ୍ୱାଭିମାନ’ ପକ୍ଷରୁ ଭୁବନେଶ୍ୱରରେ ଭିନ୍ନକ୍ଷମ ସଚେତନତାକୁ ନେଇ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ସ୍ୱାଭିମାନ' ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ସଚେତନତାମୂଳକ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭିନ୍ନକ୍ଷମତା ଏବଂ ସାମାଜିକ ଭେଦଭାବ ବିଷୟକୁ ନେଇ ବିଭିନ୍ନ ନାଟକ ପ୍ରଦର୍ଶିତ ହୋଇଥିଲା।
'ସ୍ୱାଭିମାନ' ପକ୍ଷରୁ...
ମହିଳା କୁସ୍ତି ଖେଳାଳିଙ୍କୁ ଯୌନ ନିର୍ଯାତନା ମାମଲା: ଶୁଣିଲାନି ପୋଲିସ, ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦିଆଯିବା ଘଟଣାରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଦିଆଯାଇଥିବା ଏତଲା ପୋଲିସ ଗ୍ରହଣ କରିନଥିବାରୁ ଏହାକୁ ନେଇ ଦିଲ୍ଲୀ...
ମୋଦୀ ସରନେମ ମାମଲା: ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ଗୁଜରାଟ ହାଇକୋର୍ଟ ଗଲେ ରାହୁଲ ଗାନ୍ଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ମୋଦୀ ସରନେମ’ ମାମଲାରେ ନିଜ ଦଣ୍ଡାଦେଶ ଉପରେ ରୋକ ଲଗାଇବା ପାଇଁ ଗୁଜରାଟ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଏନେଇ ମଙ୍ଗଳବାର ଦିନ ରାହୁଲଙ୍କ ପକ୍ଷରୁ ହାଇକୋର୍ଟରେ...
ଓଡ଼ିଶାର ୪ଟି ଜିଲ୍ଲାରେ ଲୋକାର୍ପିତ ହେଲା ୩୫୭ଟି ରୂପାନ୍ତରିତ ହାଇସ୍କୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ମଙ୍ଗଳବାର ଦିନ ୪ଟି ଜିଲ୍ଲାର ୩୫୭ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ଏହି ସ୍କୁଲଗୁଡ଼ିକୁ ଲୋକାର୍ପିତ କରିଥିଲେ। ୫-ଟି ହାଇସ୍କୁଲ ରୂପାନ୍ତରଣ...
ଓପିଏସସି ପକ୍ଷରୁ ୧୯୭ଟି ‘ଡେଣ୍ଟାଲ୍ ସର୍ଜନ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ମେ’ ୨୯...
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୧୯୭ଟି ଦନ୍ତ ଚିକିତ୍ସକ (ଡେଣ୍ଟାଲ୍ ସର୍ଜନ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିରେ ପ୍ରାର୍ଥୀମାନକୁ ଓଡ଼ିଶା ମେଡିକାଲ...
ମ୍ୟାଲେରିଆ ଜ୍ୱରର କାରଣ ଓ ଏଥିରୁ ରକ୍ଷା ପାଇବା କିପରି?
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=n66JCUvaLZY]ସାଧାରଣତଃ ମଶା କାମୁଡ଼ିବା ଯୋଗୁଁ ମ୍ୟାଲେରିଆ ହୋଇଥାଏ। ଏହା ବେଳେବେଳେ ଆମ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ମ୍ୟାଲେରିଆ ରୋଗୀ ହେଲେ ପ୍ରବଳ ଜ୍ୱର ହେବା ସହ ଶରୀରର...
ଅପରେସନ କାବେରୀ: ଗୃହଯୁଦ୍ଧଗ୍ରସ୍ତ ସୁଦାନରେ ଫସି ରହିଥିବା ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୃହଯୁଦ୍ଧଗ୍ରସ୍ତ ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ‘ଅପରେସନ କାବେରୀ’ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ ପ୍ରଥମ ପର୍ଯ୍ୟାୟରେ ୨୭୮ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି।...





















