ଆଜିଠୁ ଆରମ୍ଭ ‘ବାଲ ଆଧାର’ କାର୍ଯ୍ୟକ୍ରମ: ଶିଶୁ ଜନ୍ମ ପରେ ପଞ୍ଜିକରଣ ସହ ଆଧାରକାର୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ମାର୍ଚ୍ଚ ୧୬ ତାରିଖଠାରୁ ଆରମ୍ଭ ହେଉଛି ‘ବାଲ ଆଧାର’ କାର୍ଯ୍ୟକ୍ରମ। ଏଣିକି ଶିଶୁଙ୍କ ଜନ୍ମ ପରେ ପରେ ଜନ୍ମ ପଞ୍ଜିକରଣ ସହ ଆଧାରକାର୍ଡ ସଂଯୁକ୍ତ ହେବ। ଜନ୍ମ ପଞ୍ଜିକରଣ ଓ...

ପିଏଫଆରଡିଏର ନୂଆ ଅଧ୍ୟକ୍ଷ ନିଯୁକ୍ତ ହେଲେ ଦୀପକ ମହାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ଭବିଷ୍ୟନିଧି ପାଣ୍ଠି ନିୟାମକ ଓ ବିକାଶ କର୍ତ୍ତୃପକ୍ଷର (ପିଏଫଆରଡିଏ) ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ଦୀପକ ମହାନ୍ତି। ଏନେଇ ମଙ୍ଗଳବାର କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୁପ୍ରୀତମ...

କୋରାପୁଟ: ମାଟ୍ରିକ ପରୀକ୍ଷା ଦେଲାବେଳେ ଟଳି ପଡ଼ିଲେ ଛାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ମାଟ୍ରିକ ପରୀକ୍ଷା ଦେବା ସମୟରେ ଜଣେ ଛାତ୍ରଙ୍କର ହଲ ଭିତରେ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦାମନଯୋଡ଼ି ନାଲକୋ ଟାଉନସିପ ଅଞ୍ଚଳରେ। ମୃତ ଛାତ୍ର ହେଲେ...

ପ୍ରୋ-ଲିଗ ହକି: ଶେଷ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇ ରାଉରକେଲାରେ ଅପରାଜିତ ରହିଲା ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଫଆଇଏଚ୍ ପ୍ରୋ-ଲିଗରେ ବୁଧବାର ଭାରତୀୟ ପୁରୁଷ ହକି ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଭାରତ ଲିଗର ଶେଷ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଅଷ୍ଟ୍ରେଲିଆକୁ ପେନାଲ୍ଟି ସୁଟଆଉଟରେ ୪-୩...

ଓଡ଼ିଶାର ଆଉ ୪ଟି ସହରରେ ଆରମ୍ଭ ହେଲା ରିଲାଏନ୍ସ ଜିଓ ୫ଜି ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ଆଉ ୪ଟି ସହରରେ ଆରମ୍ଭ ହେଲା ୫ଜି ସେବା। ବୁଧବାର ଓଡ଼ିଶାର ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧା ସହରରେ ୫ଜି ଟେଲିକମ ସେବା ଆରମ୍ଭ...

ଲୋକପ୍ରିୟ ବଲିଉଡ ଫିଲ୍ମ ଅଭିନେତା ସମୀର ଖାଖରଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକପ୍ରିୟ ବଲିଉଡ଼ ଫିଲ୍ମ ଏବଂ ଟିଭି ଅଭିନେତା ସମୀର ଖାଖରଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ବିଭିନ୍ନ ରୋଗରେ ପୀଡ଼ିତ ହୋଇ ସେ କିଛି...

କାହିଁକି ଡୁବେ ବ୍ୟାଙ୍କ – ଲୋକଙ୍କ ଭରସା କେମିତି ଭାଙ୍ଗେ?

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ସିଲିକନ ଭ୍ୟାଲି ବ୍ୟାଙ୍କରେ ଆର୍ଥିକ ସଂକଟ ଦେଖାଦେବା ପରେ ସାଧାରଣ ଲୋକମାନଙ୍କ ଭିତରେ ବ୍ୟାଙ୍କର ଟଙ୍କା ଜମା ରଖିବାକୁ ନେଇ ଉଠିଛି ଅନେକ ପ୍ରଶ୍ନ। ଆର୍ଥିକ ବ୍ୟବସ୍ଥାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ...

ରାୟଗଡ଼ାରୁ ୪୨ କେଜି ଗଞ୍ଜେଇ ଜବତ, ଅବକାରୀ କନଷ୍ଟେବଳ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ବେଆଇନ ଗଞ୍ଜେଇ କାରବାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ରାୟଗଡ଼ା ଜିଲ୍ଲାର ଜଣେ ଅବକାରୀ ବିଭାଗ କନଷ୍ଟେବଳ। ଗିରଫ ଅଭିଯୁକ୍ତ ହେଲେ ଦୀପକ ପାଣିଗ୍ରାହୀ। ଅଭିଯୁକ୍ତଙ୍କଠାରୁ...

ସୁନ୍ଦରଗଡ଼ ଜିଲ୍ଲାରେ ପରିବେଶ ଅନୁକୂଳ ଖଲିପତ୍ର ପ୍ରସ୍ତୁତି: ୨୭୦୦ରୁ ଅଧିକ ଆଦିବାସୀ ମହିଳାଙ୍କୁ ରୋଜଗାର

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମହିଳାମାନଙ୍କୁ ରୋଜଗାରର ନୂଆ ରାସ୍ତା ଦେଖାଇଛି ’ଖଲିପତ୍ର’ ପ୍ରସ୍ତୁତି। ଆଧୁନିକ ମେସିନ ସାହାଯ୍ୟରେ ମହିଳାମାନେ ଶାଳ ଓ ଶିଆଳି ପତ୍ରରୁ ତିଆରି କରୁଥିବା ପରିବେଶ ଅନୁକୂଳ ଖଲିପତ୍ରର...

ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦଙ୍କୁ ମିଳିଲା ଜାମିନ

ଓଡ଼ିଶାଲାଇଭ୍ ବ୍ୟୁରୋ ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦଙ୍କୁ ବୁଧବାର ଦିନ ଓଡ଼ିଶା ହାଇକୋର୍ଟରୁ ଜାମିନ ମିଳିଛି। ସର୍ତ୍ତମୂଳକ ଭାବେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ଏହା ପୂର୍ବରୁ ଜଗବନ୍ଧୁଙ୍କ ଜାମିନ ଆବେଦନକୁ...