ବିଶାଖାପାଟଣା: ସ୍ତ୍ରୀର ମୃତଦେହ କାନ୍ଧରେ ଧରି ୩୩ କିଲୋମିଟର ଚାଲିଲେ ଅମ୍ବାପଲ୍ଲୀର ଇଡେ ସାମୁଲୁ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଆନ୍ଧ୍ରପ୍ରଦେଶରେ ହୋଇଛି ଦାନ ମାଝି ଘଟଣାର ପୁନରାବୃତ୍ତି। ସ୍ତ୍ରୀର ମୃତଦେହକୁ କାନ୍ଧରେ ପକାଇ ପ୍ରାୟ ୩୩ କିଲୋମିଟର ଚାଲିଛନ୍ତି କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅମ୍ବାପଲ୍ଲୀ ଗାଁର...
ଭାରତରେ ଆରମ୍ଭ ହେଲା ଟ୍ଵିଟର ‘ବ୍ଲୁ’ ସବସ୍କ୍ରିପସନ ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ଵିଟର ଭାରତରେ ଆରମ୍ଭ କରିଛି ‘ବ୍ଲୁ’ ସବସ୍କ୍ରିପସନ ସେବା। ଟ୍ଵିଟର ବ୍ଲୁ ପ୍ରିମିୟମ ସେବାଗୁଡ଼ିକ ପାଇବା ପାଇଁ ଭାରତରେ ମୋବାଇଲ ବ୍ୟବହାରକାରୀଙ୍କୁ ମାସକୁ ୯୦୦ ଟଙ୍କା ଦେବାକୁ...
ନବ ଦାସଙ୍କ ଦ୍ୱାଦଶାହ କାର୍ଯ୍ୟରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ଆଜି ୧୨ ଦିନ। ଗୁରୁବାର ଦିନ ଝାରସୁଗୁଡ଼ା ସରବାହାଲ ହାଇସ୍କୁଲ ପଡ଼ିଆଠାରେ ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଛି। ଦ୍ୱାଦଶାହ କାର୍ଯ୍ୟରେ...
ଫେବ୍ରୁଆରି ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: କଟକ-ଭୁବନେଶ୍ଵରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
ଫେବ୍ରୁଆରି ୧୦ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାକୁ ଦୃଷ୍ଟିରେ ରଖି ଟୁଇନସିଟିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଉଭୟ...
ଭୁବନେଶ୍ୱର ଏମ୍ସରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ମାଧ୍ୟମରେ ହେବ ରୋଗ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଜିର ଡିଜିଟାଲ ଯୁଗର ଏକ ନୂଆ ସାଧନ ପାଲଟିଛି। ଇଣ୍ଟରନେଟଠାରୁ ଆରମ୍ଭ କରି ବାଣିଜ୍ୟ ଆଦି ସବୁ କ୍ଷେତ୍ରରେ ଏହି ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ବଢୁଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର...
ପ୍ରେମ ସପ୍ତାହ: ଚକୋଲେଟ ଦିଆନିଆ, ସମ୍ପର୍କରେ ଆଣେ ମଧୁରତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଫେବ୍ରୁଆରି ୭ରୁ ଆରମ୍ଭ ହୋଇଛି ପ୍ରେମ ସପ୍ତାହ। ପ୍ରଥମ ଦିନରେ ଗୋଲାପ ଫୁଲ ଦିଆନିଆ ଆଉ ତା’ ପରଦିନ ସାଥୀକୁ କହିଲେ ମନକଥା। ଆଜି ହେଉଛି ଚକୋଲେଟ ଡେ’। ଆଜିର ଦିନରେ...
ଜୟପୁରଠାରେ ଦକ୍ଷିଣାଞ୍ଚଳ କୃଷି ମହୋତ୍ସବ ଓ ଯନ୍ତ୍ରପାତି ମେଳା
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): କୋରାପୁଟ ଜିଲ୍ଲା ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆଠାରେ ଦକ୍ଷିଣାଞ୍ଚଳ କୃଷି ମହୋତ୍ସବ ଓ ଯନ୍ତ୍ରପାତି ମେଳା ଆରମ୍ଭ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ...
ଫେବ୍ରୁଆରି ୧୦ରୁ ଧଉଳି-କଳିଙ୍ଗ ମହୋତ୍ସବ: ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ପାଇବେ ବୁଦ୍ଧ ସମ୍ମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଫେବ୍ରୁଆରି ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ଧଉଳି-କଳିଙ୍ଗ ମହୋତ୍ସବ। ଶାନ୍ତିସ୍ତୂପ ଧଉଳି ପାଦଦେଶରେ ଏହି ମହୋତ୍ସବ ତିନି ଦିନ ଧରି ଚାଲିବ। ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ...
ତୁର୍କୀ ଓ ସିରିଆରେ ଭୂମିକମ୍ପ: ଉଦ୍ଧାରକାର୍ଯ୍ୟ ପାଇଁ ଭାରତ ଆରମ୍ଭ କଲା ‘ଅପରେସନ ଦୋସ୍ତ’
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଳୟଙ୍କରୀ ଭୂମିକମ୍ପରେ ତୁର୍କୀ ଓ ସିରିଆରେ ସ୍ଥିତି ଅତି ଭୟଙ୍କର ହୋଇଛି। ଭୂମିକମ୍ପ ଯୋଗୁଁ ଏହି ଦୁଇଦେଶରେ ମୃତ୍ୟୁ ସଂଖ୍ୟା ୧୧ ହଜାର ଟପିଥିବାବେଳେ ହଜାର ହାଜର ଲୋକ ଏବେବି ବିଭିନ୍ନ...
ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଢିଙ୍କିକୁଟା ଚାଉଳର ଚାହିଦା ବଢୁଛି
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ତ୍ତମାନ ସମୟରେ ବଜାରରେ ଢିଙ୍କିକୁଟା ଚାଉଳର ଚାହିଦା ବଢୁଛି। ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଢିଙ୍କିକୁଟା ଚାଉଳ ସ୍ଥାନୀୟ ବଜାର ସହିତ ଓରମାସ ମେଳା ମାଧ୍ୟମରେ ଭଲ ବିକ୍ରି...





















