ଶେଷଯାତ୍ରାରେ ନବ କିଶୋର ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ରାଜନୀତିରେ ଘଟିଗଲା ବଡ଼ ଅଘଟଣ। ନବ ଦାସ ଜିନ୍ଦାବଦ... ଜିନ୍ଦାବାଦ ଶବ୍ଦରେ କମ୍ପି ଉଠୁଥିଲା ବ୍ରଜରାଜନଗର। ହଠାତ ‘ଠୋ’ କିନା ଶବ୍ଦ ହେଲା ଏବଂ ଟଳି ପଡ଼ିଲେ ସ୍ଵାସ୍ଥ୍ୟମନ୍ତ୍ରୀ ନବ...
ବଦଳିଲା ନାଁ: ରାଷ୍ଟ୍ରପତି ଭବନର ‘ମୁଗଲ ଗାର୍ଡେନ’ ହେଲା ‘ଅମୃତ ଉଦ୍ୟାନ’
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରପତି ଭବନର ‘ମୁଗଲ ଗାର୍ଡେନ’ର ନାଁ ବଦଳିଛି। ‘ମୁଗଲ ଗାର୍ଡେନ’ ଏବେ ‘ଅମୃତ ଉଦ୍ୟାନ’ ଭାବେ ପରିଚୟ ପାଇବ। ନିଜର ସୌନ୍ଦର୍ଯ୍ୟ ପାଇଁ ସ୍ଵତନ୍ତ୍ର ପରିଚୟ ବହନ କରିଛି ରାଷ୍ଟ୍ରପତି ଭବନର...
ପରଲୋକରେ ବିଶିଷ୍ଟ ସାହିତ୍ୟିକ ତଥା ରାଜନେତା ହୁସେନ ରବି ଗାନ୍ଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶିଷ୍ଟ ସାହିତ୍ୟିକ ତଥା ରାଜନେତା ହୁସେନ ରବି ଗାନ୍ଧୀଙ୍କର ଶନିବାର ମଧ୍ୟାହ୍ଣରେ ପରଲୋକ ହୋଇଛି। କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି।...
କେନ୍ଦୁଝର: ଅଟୋ-ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କାରେ ୪ ଜଣଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ବସନ୍ତପୁର ନିକଟରେ ଅଟୋ-ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ୪ ଜଣ ଗୁରୁତର...
ଆଜି ମାଘ ସପ୍ତମୀ, ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଭକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ପବିତ୍ର ମାଘ ସପ୍ତମୀ। ମାଘ ସପ୍ତମୀ ପାଇଁ ଚଳଚଞ୍ଚଳ ହୋଇଉଠିଛି ଅର୍କକ୍ଷେତ୍ର କୋଣାର୍କ। ଚନ୍ଦ୍ରଭାଗାରେ ବୁଡ଼ ପକାଇ ପୂଣ୍ୟ ଅର୍ଜନ କରିଛନ୍ତି ଲକ୍ଷାଧିକ ଭକ୍ତ। ବଡ଼ି ଭୋରରୁ ତିନି...
ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ର ଆଶୁତୋଷ ହତ୍ୟା ଅଭିଯୋଗରେ ବନ୍ଧା ହେଲା ଆଶୀର୍ବାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଙ୍ଗକୁ ହତ୍ୟା କରିବା ଅଭିଯୋଗରେ ଜଣକୁ ଗିରଫ କରିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସ। ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଯୁକ୍ତ ୨ ବିଜ୍ଞାନ ଛାତ୍ର ଆଶୁତୋଷ ମହାପାତ୍ରଙ୍କୁ ହତ୍ୟା କରିବା ଅଭିଯୋଗରେ...
କନ୍ଧମାଳ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା: ଆକର୍ଷଣ ପାଲଟିଲା ନାଟକ ‘ଆମେ କଣ୍ଢେଇ ନୋହୁଁ’
ଓଡ଼ିଶାଲାଇଭ୍ ବ୍ୟୁରୋ
(ଫୁଲବାଣୀରୁ ସଦାଶିବ ପାତ୍ର): ଆରମ୍ଭ ହୋଇଛି ଜିଲ୍ଲାସ୍ତରୀୟ କନ୍ଧମାଳ ମହୋତ୍ସବ। ପ୍ରତି ସନ୍ଧ୍ୟାରେ ଲୋକଙ୍କ ମନୋରଞ୍ଜନ ପାଇଁ ଆୟୋଜନ କରାଯାଉଛି ବିଭିନ୍ନ କାର୍ଯ୍ୟକ୍ରମ। ନାଚ, ଗୀତ ଏବଂ ନାକଟ ଦେଖିବାକୁ ଲୋକଙ୍କ...
କୋରାପୁଟ: ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଖଣ୍ଡ ଖଣ୍ଡ କଲା ସ୍ଵାମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ସ୍ତ୍ରୀକୁ ଅତି ବିଭତ୍ସ ଭାବେ ଟାଙ୍ଗିଆରେ ହାଣି ଖଣ୍ଡ ଖଣ୍ଡ କରି ହତ୍ୟା କରିଛି ସ୍ଵାମୀ। ଏହିଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲିଗୁମା...
ଉଦଘାଟିତ ହେଲା ‘ପଶ୍ଚିମ ଓଡ଼ିଶା କୃଷି ମେଳା ଓ ଫାର୍ମ ମେସିନାରୀ ମେଳା-୨୦୨୩’
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମ ଓଡ଼ିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ବୃହତ କୃଷିମେଳା। ସମ୍ବଲପୁରରେ ଉଦଘାଟିତ ହୋଇଛି ‘ପଶ୍ଚିମ ଓଡ଼ିଶା କୃଷି ମେଳା ଓ ଫାର୍ମ ମେସିନାରୀ ମେଳା-୨୦୨୩'। ଶୁକ୍ରବାର ଆରମ୍ଭ ହୋଇଥିବା...
ଭାରତରେ ଲଞ୍ଚ ହେଲା ବିଶ୍ଵର ପ୍ରଥମ ନାଜାଲ କୋଭିଡ ଭ୍ୟାକ୍ସିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵର ପ୍ରଥମ ନାଜାଲ କୋଭିଡ ଭ୍ୟାକ୍ସିନ ଭାରତରେ ଲଞ୍ଚ ହୋଇଛି। ଏହି ଭ୍ୟାକ୍ସିନର ନାଁ ରହିଛି ଇନକୋଭାକ (iNCOVACC)। ଭାରତ ବାୟୋଟେକ ଓ୍ଵାସିଂଟନ ୟୁନିଭର୍ସିଟି ସହ ମିଶି ଏହାକୁ ପ୍ରସ୍ତୁତ କରିଛି।...




















