ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ଭୂମିକମ୍ପ ଝଟକା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ-ଏନସିଆର, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର କେତେକ ସ୍ଥାନରେ ମଙ୍ଗଳବାର ଦିନ ଦ୍ଵି’ ପ୍ରହରରେ ଭୂମିକମ୍ପ ଅନୁଭୂତ ହୋଇଛି। ଦିନ ପ୍ରାୟ ୨ଟା ୨୮ ମିନିଟରେ ଭୂମିକମ୍ପକୁ ନେଇ ଛାନିଆ ହୋଇଯାଇଥିଲେ ଲୋକେ।...
ଓଡ଼ିଶାର ସମ୍ଭବ ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ସମ୍ଭବ ମିଶ୍ରଙ୍କୁ ଚଳିତ ବର୍ଷ ଲାଗି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି। କଳା ଏବଂ ସଂସ୍କୃତିରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ...
ସାତ ଜନମର ସାଥୀ ହେଲେ ଆଥିୟା-କେଏଲ ରାହୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିବାହ ବନ୍ଧନରେ ବାନ୍ଧି ହୋଇ ସାତ ଜନମର ସାଥୀ ହେଲେ ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ ଏବଂ ଭାରତୀୟ କ୍ରିକେଟର କେ ଏଲ ରାହୁଲ। ବରିଷ୍ଠ ଅଭିନେତା ସୁନିଲ ସେଟ୍ଟୀଙ୍କ ଖଣ୍ଡାଲା...
ପରମବୀର ଚକ୍ର ବିଜୟୀଙ୍କ ନାମରେ ନାମିତ ହେଲା ଆଣ୍ଡାମାନ ଓ ନିକୋବରର ୨୧ଟି ଦ୍ଵୀପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଣ୍ଡାମାନ ଏବଂ ନିକୋବର ଦ୍ଵୀପର ନାମ ନଥିବା ୨୧ଟି ବୃହତ ଦ୍ଵୀପପୁଞ୍ଜର ନାମକରଣ କରାଯାଇଛି। ପରାକ୍ରମ ଦିବସ ୨୦୨୩ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦ୍ଵୀପଗୁଡ଼ିକର ନାମକରଣ କରିଛନ୍ତି।
ସୋମବାର ଦିନ...
ଶିମିଳିପାଳ ଅଭୟାରଣ୍ୟରେ ପୁଣି ମିଳିଲା ଦନ୍ତାହାତୀର ମୃତଦେହ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଶିମିଳିପାଳ ଅଭୟାରଣ୍ୟରୁ ପୁଣି ଗୋଟିଏ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ତାଳବନ୍ଧ ରେଞ୍ଜ ଆସାଡ଼ଲା ଗ୍ରାମରେ ହାତୀର ଗଳିତ ମୃତ ଦେହ ପଡ଼ିଥିବାବେଳେ ଦାନ୍ତ ନଥିବା ଦେଖିବାକୁ...
ହରିପୁର ଜଙ୍ଗଲରେ ବନ୍ଦ ସୁଟକେସରୁ ମିଳିଲା ଶବ: ପତ୍ନୀଙ୍କ ସମେତ ୩ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନାଚୁଣୀ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଜଙ୍ଗଲରୁ ଗୋଟିଏ ସୁଟକେସ ଭିତରୁ ରବିବାର ଦିନ ଜଣେ ଯୁବକର ମୃତ ଦେହ ଉଦ୍ଧାର କରିଥିଲା ପୋଲିସ। ଏହି ଘଟଣାରେ ସୋମବାର...
ସବୁ ଭାଷାରେ ଉପଲବ୍ଧ ହେବ ସୁପ୍ରିମକୋର୍ଟଙ୍କ ରାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ସବୁ ଭାଷାରେ ଉପଲବ୍ଧ ହେବ ସୁପ୍ରିମକୋର୍ଟଙ୍କ ରାୟ। ବର୍ତ୍ତମାନ କେବଳ ଇଂରାଜୀ ଭାଷାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପଲବ୍ଧ ହେଉଛି। ସୁପ୍ରିମକୋର୍ଟଙ୍କ ରାୟ ପ୍ରଥମେ ହିନ୍ଦୀ ଭାଷାରେ ଏବଂ ପରେ ଅନ୍ୟାନ୍ୟ...
ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ଭାରତ ମା’ର ବୀର ପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ। ଏହି ଅବସରରେ ନେତାଜୀଙ୍କ ଅଦମ୍ୟ ସାହସ, ବୀରତ୍ୱ ଓ ଦେଶପ୍ରେମକୁ ମନେ ପକାଉଛି ସାରା...
ଜଟଣୀସ୍ଥିତ ଜାମୁକୋଳି ଗୋଶାଳା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଛୁରୀର ନାଁ ରଖିଲେ କ୍ରିଷ୍ଣା
ସମ୍ପ୍ରସାରଣ ହେବ ଗୋଶାଳା
ଜଟଣୀର ଜାମୁକୋଳି ଅଞ୍ଚଳରେ ଥିବା ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ଗୋଶାଳା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।...
ସ୍କୁଲ ବ୍ୟାଗରୁ ୨୦ କେଜି ଗଞ୍ଜେଇ ଜବତ, ୭ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋରାପୁଟ): ସ୍କୁଲ ବ୍ୟାଗରେ ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ପୋଲିସ ହାବୁଡ଼ରେ ପଡ଼ିଗଲେ ଚାଲାଣକାରୀ। ଶନିବାର ଦିନ ଏହିଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ। ବେଆଇନ...





















