ହତ୍ୟା ଅଭିଯୋଗରେ ୩ ଜଣଙ୍କୁ ଗିରଫ କଲା କୋରାପୁଟ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): କୋଟପାଡ଼ ଅଞ୍ଚଳର ଏକ ଜଙ୍ଗଲ ମଧ୍ୟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଯୁବକ ଜଣଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ଅଭିଯୋଗରେ...

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିବସ: ଭଗବାନ ଶ୍ରୀକୃଷ୍ଣଙ୍କ ଯାମଳାର୍ଜୁନ ଭଞ୍ଜନ ଓ କାଳୀୟ ନାଗର ଦର୍ପ...

ଓଡ଼ିଶାଲାଇଭ୍ ବ୍ୟୁରୋ (ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପଞ୍ଚମ ଦିନରେ ପହଞ୍ଚିଛି। ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ତଥା ଅଲୌକିକ ଶକ୍ତି ଦିନକୁ ଦିନ ଗୋପପୁର ସମେତ ଆଖ ପାଖ...

ରାୟଗଡ଼ାରେ ୨ ଋଷ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ରାୟଗଡ଼ାରେ ପହଞ୍ଚି ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ ଟିମ୍

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାଠାରେ ଦୁଇ ଜଣ ଋଷ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଆରମ୍ଭ ହୋଇଛି ତଦନ୍ତ। ଋଷ ସାଂସଦ ପାଭେଲ ଆଣ୍ଟୋଭ ଏବଂ ତାଙ୍କ ବନ୍ଧୁ ଭ୍ଲାଦମିର...

ନୂଆ ବର୍ଷ ସେଲିବ୍ରେସନ୍ ବେଳେ ନିୟମ ନମାନିଲେ ହେବ କାର୍ଯ୍ୟନୁଷ୍ଠାନ: ଭୁବନେଶ୍ଵର ଡିସିପି ପ୍ରତୀକ ସିଂହ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆବର୍ଷ ସେଲିବ୍ରେସନ୍‌ ସମୟରେ ନିରାପତ୍ତା ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଭିଡିଓ ବାର୍ତ୍ତା ଦେଇ ଜନସାଧାରଣଙ୍କୁ ସଚେତନ କରିଛନ୍ତି। ସେ କହିଛନ୍ତି, "୨ ବର୍ଷ ପରେ ବିନା କରୋନା କଟକଣାରେ...

ନୂତନ ବର୍ଷ ୨୦୨୩କୁ ସ୍ୱାଗତ ପାଇଁ ଲୋକାରଣ୍ୟ ପୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୨ର ଶେଷ ଦିନ ଓ ନୂତନ ବର୍ଷ ୨୦୨୩କୁ ସ୍ୱାଗତ କରିବା ପାଇଁ ଲୋକାରଣ୍ୟ ହୋଇଉଠିଛି ପୁରୀ। ପୁରୀରେ ଗତ ଦୁଇ ଦିନ ଧରି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଆଗମନ ବଢ଼ିବାରେ...

ରାଉରକେଲା ବିମାନ ବନ୍ଦରରୁ ଉଡ଼ାଣ ପରୀକ୍ଷଣ ସଫଳ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୁଷ ହକି ବିଶ୍ଵକପ୍‌-୨୦୨୩ ଆୟୋଜନ ହେବା ପୂର୍ବରୁ ଶୁକ୍ରବାର ଦିନ ରାଉରକେଲା ବିମାନ ବନ୍ଦରରୁ ପରୀକ୍ଷଣ ଭାବେ ଉଡ଼ିଲା ବିମାନ। ‘ଏଲାଏନ୍ସ ଏୟାର’ର ୭୨ ସିଟ୍‌ ବିଶିଷ୍ଟ ଯାତ୍ରୀବାହୀ ବିମାନ ଅବତରଣର...

ପୁଣି କୋଭିଡ ଡର: ଭାରତରେ ଗୋଟିଏ ଦିନରେ ୨୪୩ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡର ନୂଆ ଭାରିଏଣ୍ଟ ବିଏଫ୍ .୭କୁ ନେଇ ଚିନ୍ତା ବଢ଼ିଛି। ଚୀନ, ଜାପାନ ଏବଂ ଆମେରିକା ଭଳି ୭ଟି ଦେଶରେ କୋଭିଡ ସ୍ଥିତି ଚିନ୍ତାଜନକ ହୋଇଥିବାବେଳେ ଭାରତରେ କୋଭିଡ ମୁକାବିଲା ଲାଗି...

ଆଇପିଏସ ସ୍ତରରେ ଅଦଳବଦଳ: ୩ ଏସପିଙ୍କୁ ଡିଆଇଜି ପାହ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଶୁକ୍ରବାର ଦିନ ହୋଇଥିବା ଏହି ପରିବର୍ତ୍ତନରେ ୧୧ଟି ଜିଲ୍ଲାର ଏସପି ବଦଳିଛନ୍ତି। ଏହା ସହିତ ୩ଟି ଜିଲ୍ଲାର ଏସପିଙ୍କୁ ଡିଆଇଜି...

ସହିଦଙ୍କ ପରିବାରକୁ ଜମି ପଟ୍ଟା ପ୍ରଦାନ କଲେ ମୟୂରଭଞ୍ଜ ଜିଲ୍ଲାପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଦେଶ ପାଇଁ ଜୀବନ ଦେଇଥିବା ମୟୂରଭଞ୍ଜ ଜିଲ୍ଲାର ୩ ଜଣ ସହିଦଙ୍କ ପରିବାରକୁ ଜମି ପଟ୍ଟା ପ୍ରଦାନ କରିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ଵାଜ। ସହିଦଙ୍କ ପରିବାର...

ଜୟପୁର: ଡାକ୍ତରଖାନାରେ ଦୁଇ ଶିଶୁଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଦୁଇ ଜଣ ଶିଶୁଙ୍କ ମୃତ୍ୟୁକୁ ନେଇ ଜୟପୁର ଜିଲ୍ଲା ଡାକ୍ତରଖାନାରେ ଉତ୍ତେଜନା ଲାଗି ରହିଛି। ଗୁରୁବାର ବିଳମ୍ବିତ ରାତିରେ ଜଣେ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବାବେଳେ ଶୁକ୍ରବାର ସକାଳ ପ୍ରାୟ...