ଭିଜିଲାନ୍ସ ଜାଲରେ ଇଡକଲର ଡେପୁଟି ମ୍ୟାନେଜର, ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚାଲିଛି ରେଡ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭିଜିଲାନ୍ସ ଜାଲରେ ଇଡକଲର ଡେପୁଟି ମ୍ୟାନେଜର। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକଲ୍ ଅମ୍ପାଭାଲି ଲାଇମ ଷ୍ଟୋନ ମାଇନ୍ସର ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି। ଏକକାଳୀନ...
ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜେଲ୍ ଭିତରେ ସନ୍ଦେହଜନକ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜେଲ୍ ଭିତରେ ସନ୍ଦେହ ଜନକ ମୃତ୍ୟୁ। ହତ୍ୟା ମାମଲରେ କଣ୍ଟାବାଞ୍ଜି ଜେଲରେ ସଜା କାଟୁଥିଲେ ଗୋବିନ୍ଦ ସାହୁ। ଜେଲ୍...
୧୦ ଡିଗ୍ରୀ ତଳେ ୧୧ଟି ସହର, ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ପାରଦ ତଳକୁ ଖସିବା ସହ ଶୀତର ପ୍ରକୋପ ବୃଦ୍ଧି ପାଇଛି। ଚଳିତ ଶୀତ ଋତୁରେ ପ୍ରଥମଥର ପାଇଁ ଜି. ଉଦୟଗିରିର ତାପମାତ୍ରା ୫ ଡିଗ୍ରୀକୁ ଖସିଛି। ଏଥିସହ ରାଜ୍ୟର ୧୧...
ରାଜ୍ୟରେ ବିଦ୍ୟୁତ୍ ଦର ପୁଣି ବୃଦ୍ଧି କରିବାକୁ ପ୍ରସ୍ତାବ ହେଲା ଗ୍ରିଡ୍କୋ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ବିଦ୍ୟୁତ୍ ଦରକୁ ପୁଣି ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଛି ଗ୍ରିଡ୍କୋ। ଭାରତର ଅନେକ ରାଜ୍ୟ ତୁଳନାରେ ଓଡ଼ିଶାର ବିଦ୍ୟୁତ୍ ଦର ଅଧିକ ଥିବା ବେଳେ, ୨୦୨୩-୨୪ ବର୍ଷରେ ଏହାକୁ...
ଓ-ହବକୁ ଏକ ବର୍ଷ: ବାର୍ଷିକ ଉତ୍ସବରେ ଶିଳ୍ପ ମନ୍ତ୍ରୀଙ୍କ ଆହ୍ଵାନ – ଉଦ୍ୟୋଗ କ୍ଷେତ୍ରରେ ଓଡ଼ିଶାକୁ ପ୍ରତିଷ୍ଠିତ କରିବା...
ଓଡ଼ିଶାଲାଇଭ୍ ବ୍ୟୁରୋ
ଓ-ହବ ପୂର୍ଣ୍ଣ କରିଛି ଏକ ବର୍ଷ। ଉଦ୍ୟୋଗ କ୍ଷେତ୍ରରେ ଓଡ଼ିଶାକୁ ଭାରତ ମାନଚିତ୍ରରେ ପରିଚିତ ଏବଂ ପ୍ରତିଷ୍ଠିତ କରିବାକୁ ଯୁବବର୍ଗ ଆଗେଇ ଆସନ୍ତୁ ବୋଲି ଓ-ହବର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି...
ଜେଲରୁ ମୁକୁଳି ବାବୁ ନିରଞ୍ଜନ ଲେଖିଲେ ‘ବନ୍ଦୀର ଯନ୍ତ୍ରଣା’
ଓଡ଼ିଶାଲାଇଭ୍ ବ୍ୟୁରୋ
“ଜଗନ୍ନାଥ ଥରେ ଯଦି ହାତକଡ଼ି ପିନ୍ଧନ୍ତ / ବନ୍ଦୀର ଯନ୍ତ୍ରଣା କେତେ ତମେ ବୁଝି ପାରନ୍ତ।/ ଷାଠିଏ ପଉଟି ଖାଇ ବଡ଼ ଦେଉଳରେ / ରତ୍ନ ସିଂହାସନେ ଶୋଇ ନିଘୋଡ଼ ନିଦରେ...
ଖାରଜ ହେଲା ରିମାଣ୍ଡ ଆବେଦନ, ଜେଲ ଗଲେ ଅର୍ଚ୍ଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜେଲ୍ ଗଲେ ଅର୍ଚ୍ଚନା ନାଗ। ୬ ଦିନିଆ ରିମାଣ୍ଡରେ ଯାଇଥିବା ଅର୍ଚ୍ଚନାଙ୍କ ରିମାଣ୍ଡ ଅବଧି ସୋମବାର ଶେଷ ହୋଇଛି। ଆଜି ଅର୍ଚ୍ଚନାଙ୍କୁ କୋର୍ଟର ହାଜର କରିବା ସହ ଆଉ ଦୁଇ ଦିନ...
ବରଗଡ଼: ବନ୍ଧାକୋବି ଚାଷରୁ ଲାଭ ନ ମିଳିବାରୁ କ୍ଷେତରେ ଟ୍ରାକ୍ଟର ମଡ଼ାଇ ଦେଲେ ଚାଷୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବନ୍ଧାକୋବି ଚାଷରୁ ଲାଭ ନ ମିଳିବାରୁ କ୍ଷେତରେ ଟ୍ରାକ୍ଟର ମଡ଼ାଇ ଦେଲେ ଚାଷୀ। ବରଗଡ଼ ଗଞ୍ଜିଆଟିକ୍ରା ଗାଁର ଦୁଇ ଚାଷୀ ମାମରାଜ ପ୍ରଧାନ ଓ ରୂପେଶ ପ୍ରଧାନ ଲକ୍ଷାଧିକ ଟଙ୍କା ବିନିଯୋଗ...
କୋଟଗଡ଼ରେ ମାଓବାଦୀଙ୍କ ତାଣ୍ଡବ: ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
(ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲାରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଲାଲ ବାହୀନି। ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରିଛନ୍ତି ସଶସ୍ତ୍ର...
ନୟାଗଡ଼: ନିଖୋଜ ହେବାର ୫ ଦିନ ପରେ ନିଜ ଗାଁରୁ ଉଦ୍ଧାର ହେଲେ ଅମ୍ରିତ ପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ନିଖୋଜ ହେବାର ୫ ଦିନ ପରେ ନାଟକୀୟ ଢଙ୍ଗରେ ନିଜ ଗାଁରୁ ଉଦ୍ଧାର ହେଲେ ଅମ୍ରିତ ପାତ୍ର। କୁରାଳ ଗାଁ ସୁବୁଦ୍ଧି ସାହିର ଏକ ଘରୁ ହାତଗୋଡ଼ ବନ୍ଧା...





















