ଅର୍ଚ୍ଚନା ନାଗଙ୍କୁ ଗିରଫ କଲା ଇଡି

ଓଡ଼ିଶାଲାଇଭ୍ ବ୍ୟୁରୋ ଅର୍ଚ୍ଚନା ନାଗଙ୍କୁ ମଙ୍ଗଳବାର ଦିନ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ୭ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ଭୁବନେଶ୍ଵର କୋର୍ଟରେ ଅର୍ଚ୍ଚନାଙ୍କୁ ହାଜର କରାଯାଇଥିଲା। ରିମାଣ୍ଡ...

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା: ଭୁବନେଶ୍ଵର କୋର୍ଟରେ ହାଜର ହେଲେ ଜଗବନ୍ଧୁ ଚାନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ମଙ୍ଗଳବାର ଦିନ ଭୁବନେଶ୍ଵର କୋର୍ଟରେ ହାଜର ହୋଇଛନ୍ତି ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ। ଅର୍ଚ୍ଚନାଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ...

ଚିତ୍ରଶିଳ୍ପୀଙ୍କ ନିଆରା ପ୍ରୟାସ: ବ୍ୟବହାର ଅନୁପଯୋଗୀ ଔଷଧ ବଟିକାରେ ତିଆରି କଲେ ‘ଦମନ’ ପୋଷ୍ଟର୍‍

ଓଡ଼ିଶାଲାଇଭ୍ ବ୍ୟୁରୋ ପେନସିଲ୍ ବା ରଙ୍ଗତୂଳୀରେ ଚିତ୍ର ଆଙ୍କିବା କଥା ତ ସମସ୍ତେ ଶୁଣିଥିବେ। କିନ୍ତୁ ଔଷଧ ବଟିକାରେ ଚିତ୍ର ଆଙ୍କିବା କଥା ଶୁଣିଲେ ଟିକେ ଅଜବ ଲାଗିବ ନିଶ୍ଚୟ। ଏକ୍ସପାରୀ ହୋଇଯାଇଥିବା ଔଷଧକୁ...

ଖୁବ ଶୀଘ୍ର ଆସିବ ଛତୁ ମିଶନ, ରାଜ୍ୟରେ ବଢ଼ିବ ନିଯୁକ୍ତି ସୁଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଖୁବ୍ ଶୀଘ୍ର ଆସିବ ଛତୁ ମିଶନ। ରାଜ୍ୟରେ ଛତୁ ଉତ୍ପାଦନ ବୃଦ୍ଧି କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆରମ୍ଭ ହେବ ଛତୁ ମିଶନ। ଏ ନେଇ ସୂଚନା...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସର ବରିଷ୍ଠ ନେତା ରାଜା ପଟେରିଆ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ରାଜା ପଟେରିୟାଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ସକାଳେ ତାଙ୍କୁ ଗିରଫ କରିଛି...

ଜ୍ୟାକଲିନଙ୍କ ବିରୋଧରେ ମାନହାନୀ ମକଦ୍ଦମା କଲେ ନୋରା, କହିଲେ ସୁକେଶ ସହ ଜବରଦସ୍ତି ଯୋଡ଼ିଛନ୍ତି ମୋ ନାମ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆ ମୋଡ଼ ନେଉଛି ବହୁଚର୍ଚ୍ଚିତ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ମାମଲା। ବଲିଉଡର ଦୁଇ ଅଭିନେତ୍ରୀ ଏହି କାରଣରୁ ଏବେ ମୁହାଁମୁହିଁ ହୋଇଛନ୍ତି। ଏହି ମାମଲାରେ ଅଭିଯୁକ୍ତ ଥିବା ଅଭିନେତ୍ରୀ...

ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କର ସୋମବାର ଦିନ ଦେହାନ୍ତ ହୋଇଛି। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଛି। ୬୫ ବର୍ଷ ବୟସରେ ସେ ପ୍ରାଣ...

କାଳ ହେଲା ବିବାହ ଭୋଜି: ୩ଦିନ ପରେ କୂଅ ଭିତରୁ ମିଳିଲା ୪ ଜଣଙ୍କ ମୃତ ଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ ରାଜ୍ୟର କାଙ୍କେରକୁ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ନବରଙ୍ଗପୁର ଜିଲ୍ଲା ରାଇଘରର ସପନ ସରକାର, ତାଙ୍କ ପତ୍ନୀ ଇତିଶ୍ରୀ, ଶଳା ବିଶ୍ଵଜିତ ଏବଂ ପଡ଼ୋଶୀ ହାଜାରିଙ୍କର ମୃତ ଦେହ...

“ମୋଦୀଙ୍କ ହତ୍ୟା ପାଇଁ ତତ୍ପର ରୁହ…”: ବିବାଦୀୟ ବୟାନ ଦେଇ ହରଡ଼ଘଣାରେ କଂଗ୍ରେସର ପୂର୍ବତନ ମନ୍ତ୍ରୀ ରାଜା ପଟେରିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବାଦୀୟ ବୟାନ ଦେଇ ହରଡ଼ଘଣାରେ କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ରାଜା ପଟେରିଆ। ଆୟୋଜିତ ଦଳୀୟ ସଭାରେ ରାଜା କଟେରିଆଙ୍କ...

ପଦ୍ମପୁର ବିଧାୟକ ଭାବେ ଶପଥ ନେଲେ ବର୍ଷା ସିଂ ବରିହା

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାର ଦିନ ପଦ୍ମପୁରର ବିଧାୟକ ଭାବେ ଶପଥ ନେଲେ ବର୍ଷାରାଣୀ ସିଂ ବରିହା। ବିଜେଡିର ନବନିର୍ବାଚିତ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି ବାଚସ୍ପତି...