ମେକ୍ ଇନ୍ ଓଡ଼ିଶା ୨୦୧୮: ସ୍ଵତନ୍ତ୍ର ମହିଳା ଉଦ୍ୟୋଗୀ ଅଧିବେଶନରେ ଶୁଣନ୍ତୁ କ’ଣ କହିଥିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ “ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଆମ ସରକାର ପ୍ରାଧାନ୍ୟ ଦେଇ ଆସୁଛନ୍ତି। ମହିଳାମାନଙ୍କ ବିନା କୌଣସି ଦେଶ ବା ରାଜ୍ୟର ବିକାଶ ହୋଇପାରିନି। ଯେଉଁ ଦେଶ ବା ରାଜ୍ୟର ମହିଳାମାନେ ଯେତେ...

ଅବପାତର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ: ୨୧ରୁ କିଛି ଜିଲ୍ଲାରେ ବର୍ଷା ଆଶଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଶକ୍ତିଶାଳୀ ହେବାରେ ଲାଗିଛି। ଏହି ଲଘୁଚାପ କ୍ଷେତ୍ର ସହିତ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୭.୬ କିମି ଯାଏଁ ବ୍ୟାପିଛି। ଏହି...

ତିହାର ଜେଲରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ‘ମସାଜ’ ଭିଡିଓ ଭାଇରାଲ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ବିବାଦରେ ଦିଲ୍ଲୀ ସରକାର। ବେଆଇନ ଅର୍ଥ କାରବାର ଅଭିଯୋଗରେ ତିହାର ଜେଲରେ ଥିବା ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମସାଜ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜେଲ...

ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ବିନା ଟିକେଟରେ ବୁଲିପାରିବେ ଭାରତର ସମସ୍ତ ଐତିହ୍ୟ ସ୍ଥଳ

ଓଡ଼ିଶାଲାଇଭ୍ ବ୍ୟୁରୋ ପର୍ଯ୍ୟଟକଙ୍କ ପାଇଁ ଖୁସିଖବର। ଆଜି ବିନା ଟିକେଟରେ ବୁଲିପାରିବେ ଭାରତର ସମସ୍ତ ଐତିହ୍ୟ ସ୍ଥଳ। ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ଏଏସ୍ଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି। ଆର୍କୋଲୋଜିକାଲ୍ ସର୍ଭେ ଅଫ୍...

ଆଜି ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ: ବ୍ୟାହତ ହେବ ଅନଲାଇନ୍ ବ୍ୟାଙ୍କିଂ ସେବା

  ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ମହାସଂଘ ପକ୍ଷରୁ ଧମର୍ଘଟ ଡକରା ଦିଆଯାଇଛି। ସରକାରୀ ବ୍ୟାଙ୍କରେ ଅପ୍ରତ୍ୟକ୍ଷ ନିଯୁକ୍ତି,ବ୍ୟାଙ୍କ ଗ୍ରହକଙ୍କ ଡାଟା ସୁରକ୍ଷା ଭଳି ବିଭିନ୍ନ ଦାବିକୁ ନେଇ କର୍ମଚାରୀ ସଂଘ...

ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି। ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଓଡ଼ିଶା ବନ୍ଦର ନୀତି-୨୦୨୨କୁ କ୍ୟାବିନେଟ...

କଟକ ବାରବାଟୀ ଷ୍ଟାଡିୟମ ସମେତ ୫ଟି ମହାନଗରରେ ପାଳନ କରାଯିବ ପୁରୁଷ ହକି ବିଶ୍ଵ କପ୍‌ ଉତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ ୧୦୦ଟି ନୂଆ ବସ୍‌ ସହ ରାଉରକେଲାରେ ଆରମ୍ଭ ହେବ ‘ମୋ ବସ୍’ ସେବା   ନିୟମିତ ବିମାନ ସେବା ସହ କାର୍ଯ୍ୟକ୍ଷମ ହେବ ରାଉରକେଲା ବିମାନ ବନ୍ଦର ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ...

ଟୁଇଟରରେ ଟ୍ରେଣ୍ଡ ହେଉଛି #ଆରଆଇପି ଟୁଇଟର

ଓଡ଼ିଶାଲାଇଭ୍ ବ୍ୟୁରୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରକୁ ନେଇ ପ୍ରତିଦିନ କିଛି ନା କିଛି ଖବର ଆସୁଛି। ଏଲେନ ମସ୍କ ଟୁଇଟରର ମାଲିକାନା ନିଜ ଅଧୀନକୁ ନେବା ପରେ ଆଜିକାଲି ଖୁବ୍ ଚର୍ଚ୍ଚା ସଉଣ୍ଟୁଛି...

‘ଦମନ’ ଚଳଚ୍ଚିତ୍ର ପ୍ରଦର୍ଶନକୁ ଟିକସମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି। ବାସ୍ତବ ଜୀବନରେ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ...

ନୟାଗଡ଼ ସହରରେ ଦୂର ହେବ ପାନୀୟ ଜଳ ସମସ୍ୟା, ବେଆଇନ ପାଣି ପାଇପ ସଂଯୋଗ ରୋକିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ସହରରେ ଖୁବ୍ ଶୀଘ୍ର ଦୂର ହେବ ପାନୀୟ ଜଳ ସମସ୍ୟା। ବେଆଇନ ଭାବେ କରାଯାଇଥିବା ପାଣି ପାଇପ୍ ସଂଯୋଗକୁ ରୋକିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ...