ଜାତୀୟ ଫ୍ଲୋରେନ୍ସ ନାଇଟାଙ୍ଗଲ ସମ୍ମାନ-୨୦୨୧: ଓଡ଼ିଶାର ୩ ଜଣ ସମ୍ମାନିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନର୍ସମାନଙ୍କୁ ‘ଜାତୀୟ ଫ୍ଲୋରେନ୍ସ ନାଇଟାଙ୍ଗଲ’ ସମ୍ମାନ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୧ ମସିହା...
ପଦ୍ମପୁର ଉପନିର୍ବାଚନ: ବିଜେପିର ପୋଷ୍ଟର ବୟ ହେବେ ସୂର୍ଯ୍ୟବଂଶୀ ସୂରଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ସରିଲା ଧାମନଗର ବିଧାନସଭା ଉପନିର୍ବାଚନ, ଏବେ ପଦ୍ମପୁର ଉପନିର୍ବାଚନ ଲାଗି ଚାଲିଛି କସରତ। ଧାମନଗରରେ ବିଜେପିର ବିୟଜ ପରେ ଏବେ ପଦ୍ମପୁର ଆସନ ଜିତିବାକୁ ଆଶା ବାନ୍ଧିଛି ବିଜେପି। ଏହି ଉପନିର୍ବାଚନରେ...
କାହିଁକି ହୁଏ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ?
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=f8mk0SFS3rk]ସୂର୍ଯ୍ୟ ଏକ ବିରାଟ ବଡ଼ ଗ୍ୟାସୀୟ ପିଣ୍ଡୁଳା ଏବଂ ଏକ ନକ୍ଷତ୍ର ମଧ୍ୟ। ସୂର୍ଯ୍ୟ ଚାରିପାଖରେ ପୃଥିବୀ ସମେତ ୮ଟି ଗ୍ରହ ଘୁରି ବୁଲୁଛନ୍ତି ଏବଂ ପୃଥିବୀ ଚାରିପାଖରେ ଏହାର...
ଶପଥ ନେଲେ ଧାମନଗର ନୂଆ ବିଧାୟକ ସୂର୍ଯ୍ୟବଂଶୀ ସୂରଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶପଥ ନେଲେ ଧାମନଗରର ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୁରଜ। ବିଧାନସଭାରେ ନୂଆ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ।...
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଡି ଓ୍ୱାଇ ଚନ୍ଦ୍ରଚୂଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି(ସିଜେଆଇ) ହେଲେ ଜଷ୍ଟିସ ଡି ଓ୍ୱାଇ ଚନ୍ଦ୍ରଚୂଡ। ଦେଶର ୫୦ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଚନ୍ଦ୍ରଚୂଡ ବୁଧବାର ଦିନ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ...
ନେପାଳରେ ଭୂମିକମ୍ପ ନେଲା ୬ ଜୀବନ, ଥରିଲା ଉତ୍ତର ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୂମିକମ୍ପରେ ଥରିଲା ୩ ଦେଶ । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧ଟା ୫୭ ମିନିଟ୍ରେ ଭାରତ, ଚୀନ ଓ ନେପାଳରେ ଭୂମିକମ୍ପର ଝଟ୍କା ଅନୁଭୂତ ହୋଇଛି। ଯାହାଫଳରେ ଭାରତ, ଚୀନ...
ବରଗଡ଼ ଧନୁଯାତ୍ରା: କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ଆସନ୍ତା ଡିସେମ୍ବର ୨୭ ତାରିଖରୁ ୨୦୨୩ ଜାନୁଆରି ୬ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ...
ଗୋଟିଏ ଗଛରୁ ଦୁଇ ଜଣଙ୍କ ଝୁଲନ୍ତା ଶବ ଉଦ୍ଧାର କଲା ବୋରିଗୁମ୍ମା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ଗୋଟିଏ ଗଛରୁ ଦୁଇଜଣଙ୍କର ଝୁଲନ୍ତା ଶବ ଉଦ୍ଧାର କରିଛି ପୋଲିସ। ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଆଉଳି ଗାଁ ନିକଟରେ।
ଆଉଳି ଗାଁ...
ଆଜିଠୁ ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା: ପ୍ରଥମ ଦିନରେ ପ୍ରବଳ ଭିଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଛି ଐତିହାସିକ କଟକ ବାଲିଯାତ୍ରା। କୋଭିଡ ମହାମାରୀର ଦୁଇ ବର୍ଷ ପରେ ବାଲିଯାତ୍ରା ଆୟୋଜନ କରାଯାଇଥିବାରୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। କେବଳ କଟକ...
ଛତିଶଗଡ଼ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ: ଜେଲରୁ ବାହାରିଲେ ଅନୁପ ସାଏ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜେଲରୁ ବାହାରିଲେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ। ଛତିଶଗଡ଼ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ଆଧାରରେ ସେ ବିଲାସପୁର ଜେଲରୁ ବାହାରିଛନ୍ତି। କଳ୍ପନା ଦାସ ଏବଂ ତାଙ୍କ ଝିଅ ପ୍ରଭାତୀ ଦାସ...





















