ନିୟୁ ଇଣ୍ଡିଆ ଲିଟେରାସିରେ ଯୋଡ଼ି ହେବ ଓଡ଼ିଶାର ୭ଟି ଜିଲ୍ଲା

ଓଡ଼ିଶାଲାଇଭ୍ ବ୍ୟୁରୋ ନିୟୁ ଇଣ୍ଡିଆ ଲିଟେରାସି କାର୍ଯ୍ୟକ୍ରମରେ ଯୋଡ଼ି ହେବ ଓଡ଼ିଶାର ୭ଟି ଜିଲ୍ଲା। ସାକ୍ଷରତା କ୍ଷେତ୍ରରେ ପଛରେ ପଡ଼ିଥିବା ଜିଲ୍ଲାଗୁଡ଼ିକରେ ସାକ୍ଷରତା ହାର ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି...

ଦୂଷିତ ବାୟୁରେ ହନ୍ତସନ୍ତ ଦିଲ୍ଲୀବାସୀ: ସ୍କୁଲ ବନ୍ଦ କଲେ ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାୟୁ ପ୍ରଦୂଷଣରେ ହନ୍ତସନ୍ତ ଦିଲ୍ଲୀବାସୀ। ସ୍ଥିତି ଏତେ ବିଗିଡ଼ିଗଲାଣି ଯେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସମସ୍ତ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି। ସ୍ଥିତି ନସୁଧୁରିବା ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ବନ୍ଦ...

ବାବା ଧବଳେଶ୍ଵରଙ୍କ ଚନ୍ଦ୍ରଚୂଡ଼ ବେଶ: ଭର୍ଚୁଆଲରେ ଦର୍ଶନ କରୁଛନ୍ତି ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭର୍ଚୁଆଲରେ ଚାଲିଛି ବାବା ଧବଳେଶ୍ୱରଙ୍କ ଚନ୍ଦ୍ରଚୂଡ଼ ବେଶ ଦର୍ଶନ। ଦୁଇ ବର୍ଷ ପରେ ବି ଏ ବର୍ଷ ମଧ୍ୟ ପୀଠକୁ ଯାଇ ବାବାଙ୍କ ଦର୍ଶନ କରିପାରି ନାହାନ୍ତି ଭକ୍ତ। ଯାହାକୁ ନେଇ...

ଧାମନଗର ବିଧାନସଭା ଉପନିର୍ବାଚନ: ସରିଲା ମତଦାନ, ଇଭିଏମରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଲା ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ମତଦାନ ପ୍ରକ୍ରିୟା। ଏବେ ଇଭିଏମରେ ସିଲ୍ ହୋଇ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ। ଆସନ୍ତା ୬ ତାରିଖରେ ଜଣାପଡ଼ିବ କାହାର ହେବ ଧାମନଗର। ଆଜି ସକାଳ ୭ଟାରୁ...

ଡବଲ ମର୍ଡର ମାମଲାରେ ଅନୁପ ସାଏଙ୍କୁ ଜାମିନ

ଓଡ଼ିଶାଲାଇଭ୍ ବ୍ୟୁରୋ କଳ୍ପନା ଦାସ ଏବଂ ତାଙ୍କ ଝିଅ ପ୍ରଭାତୀ ଦାସ ହତ୍ୟା ମାମଲାରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମିଳିଲା ଜାମିନ। ଏହି ଡବଲ ମର୍ଡର ମାମଲାରେ ତାଙ୍କୁ ଜାମିନ ଦେଇଛନ୍ତି...

ହ୍ଵାଟ୍ସଆପ୍ ଜାରି କଲା ୩ଟି ନୂଆ ଫିଚର୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ମେଟା କମ୍ପାନି ହ୍ଵାଟ୍ସଆପରେ ଆଣିଛି ୩ଟି ନୂତନ ଫିଚର୍ସ। ଏହି ଫିଚରଗୁଡ଼ିକୁ ପରୀକ୍ଷା କରିବା ପରେ ଏବେ ହ୍ଵାଟ୍ସଆପ୍ ଗ୍ରହକମାନଙ୍କ ପାଇଁ ଉପଲବ୍ଧ କରାଯାଇଛି। ଗୋଟିଏ ଗ୍ରୁପରେ ରହିପାରିବେ ୧,୦୨୪ ମେମ୍ବର ଏବେ...

ନଭେମ୍ବର ୨୪ରୁ ବିଧାନସଭା ଶୀତ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ନଭେମ୍ବର ୨୪ ତାରିଖରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ। ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୪ ତାରିଖରେ ହେବାକୁ ଥିବା ଶୀତ...

ଏଲଇଡି ସ୍କ୍ରିନରେ ଧବଳେଶ୍ଵର ଦର୍ଶନ: ଝୁଲା ପୋଲ ନିକଟରେ ନୁହେଁ, ମୁଖ୍ୟ ରାସ୍ତା କଡ଼ରେ ହେବ ବ୍ୟବସ୍ଥା

ଓଡ଼ିଶାଲାଇଭ୍ ବ୍ୟୁରୋ ଝୁଲା ପୋଲ ନିକଟରେ ନୁହେଁ ବରଂ ଧବଳେଶ୍ଵର ପୀଠକୁ ଯିବାକୁ ଥିବା ମୁଖ୍ୟରାସ୍ତା ଗେଟ ସମ୍ମୁଖରେ ଭକ୍ତଙ୍କ ଲାଗି ଏଲଇଡି ସ୍କ୍ରିନରେ ବାବା ଧବଳେଶ୍ଵରଙ୍କ ଦର୍ଶନ ନିମନ୍ତେ ବ୍ୟବସ୍ଥା କରାଯିବ। ଏ...

ଧାମନଗର ବିଧାନସଭା ଉପନିର୍ବାଚନ: ଦିନ ୩ଟା ସୁଦ୍ଧା ୫୨.୧୩ ପ୍ରତିଶତ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ଦିନ ୩ଟା ସୁଦ୍ଧା ୫୨.୧୩ ପ୍ରତିଶତ ମତଦାନ ସାବ୍ୟସ୍ତ କରିଛନ୍ତି ଧାମନଗର ଭୋଟର। ଏ ନେଇ ରାଜ୍ୟ...

ଟି-୨୦ ବିଶ୍ଵ କପ୍: ସେମିଫାଇନାଲର ନିକଟତର ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ଵ କପ୍‌ରେ ବୁଧବାରଦିନ ବାଂଲାଦେଶକୁ ୫ ରନରେ ପରାସ୍ତ କରି ସେମିଫଇନାଲର ନିକଟତର ହୋଇଛି ଭାରତ। ଆଡିଲେଡରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବାଂଲାଦେଶ...