ଶିକ୍ଷକ ଈଶ୍ୱର ଚନ୍ଦ୍ର ନାୟକଙ୍କୁ ଜାତୀୟ ପୁରସ୍କାର: ଦିନେ ଇଞ୍ଜିନିୟରିଂ ଛାଡ଼ି ଆପଣେଇଥିଲେ ଶିକ୍ଷକତା

ଓଡ଼ିଶାଲାଇଭ୍ ବ୍ୟୁରୋ ପବିତ୍ର ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ୪୬ଜଣ ଶ୍ରେଷ୍ଠ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି। ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ ସମ୍ବର୍ଦ୍ଧିତ ହୋଇଥିବା ୪୬ଜଣଙ୍କ...

ଦୁର୍ଘଟଣାରେ ପ୍ରାଣ ହରାଇଲେ ଉଦୀୟମାନ ଶିଳ୍ପୋଦ୍ୟୋଗୀ ସାଇରସ ମିସ୍ତ୍ରୀ: ମର୍ସିଡିଜ କାରର ସେଫ୍ଟି ଫିଚର୍ସକୁ ନେଇ ଉଠିଲା ପ୍ରଶ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଉଦୀୟମାନ ଶିଳ୍ପୋଦ୍ୟୋଗୀ ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ରବିବାର ଅପରାହ୍ଣରେ ମହାରାଷ୍ଟ୍ରର ପାଲଘର ନିକଟରେ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ...

ମହିଳା ଓ ପୁରୁଷଙ୍କ ଯୌନ ସମସ୍ୟା

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=7gD3HTtFXU0] ପ୍ରତିବର୍ଷ ସେପ୍ଟେମ୍ବର ୪ ତାରିଖରେ ବିଶ୍ଵ ସେକ୍ସୁଆଲ ହେଲଥ ଦିବସ ପାଳନ କରାଯାଉଛି। ଲୋକଙ୍କୁ ସେକ୍ସୁଆଲ ହେଲଥ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ୨୦୧୦ ମସିହାଠାରୁ ଏହି ଦିବସକୁ...

ସୁନ୍ଦରଗଡ଼ ଜିଲ୍ଲାରେ ଶିଶୁଙ୍କ ପୋଷଣ ଲାଗି ଚାଲିଥିବା ମାଣ୍ଡିଆ ଲଡୁ କାର୍ଯ୍ୟକ୍ରମକୁ ନୀତି ଆୟୋଗଙ୍କ ପ୍ରଶଂସା

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାରେ ସାନ ସାନ ପିଲାଙ୍କ ପୋଷଣ ପାଇଁ ସରକାରଙ୍କ ପକ୍ଷରୁ ଚାଲିଥିବା ମାଣ୍ଡିଆ ଲଡୁ କାର୍ଯ୍ୟକ୍ରମକୁ ନୀତି ଆୟୋଗ ପ୍ରଶଂସା କରିଛନ୍ତି। ପିଲାଙ୍କ ପୋଷଣ ସହ ଏହା ସ୍ଥାନୀୟ ଚାଷୀ...

ବିଶ୍ଵର ପଞ୍ଚମ ଅର୍ଥନୈତିକ ମହାଶକ୍ତି ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵର ପ୍ରମୁଖ ଅର୍ଥନୈତିକ ମହାଶକ୍ତି ଭାବେ ଭାରତ ନିଜର ସ୍ଥିତିକୁ ସୁଦୃଢ଼ କରିଛି। ବ୍ରିଟେନକୁ ପଛରେ ପକାଇ ଭାରତ ପଞ୍ଚମ ସ୍ଥାନ ଅଧିକାର କରିଛି। ୨୦୨୧ ମସିହାର ଶେଷ ତିନି ମାସରେ...

ଆଜିଠାରୁ ଆରମ୍ଭ ସ୍ଵତନ୍ତ୍ର ଓଜେଇଇ: ୨୮ ସହରରେ ୩୮ଟି ପରୀକ୍ଷା କେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଶନିବାରଠାରୁ ଆରମ୍ଭ ହୋଇଛି ସ୍ଵତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)। କୋଭିଡ ମହାମାରୀ ପରେ ଓଜେଇଇ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ପରୀକ୍ଷା ଦେବେ ୨୮,୬୦୦ ଛାତ୍ରଛାତ୍ରୀ। ଏଥିପାଇଁ ରାଜ୍ୟର...

ବିଶାଖାପାଟଣାରେ ୪୪ ବର୍ଷର ପରମ୍ପରା ବଜାୟ ରଖିଛନ୍ତି ପ୍ରବାସୀ ଓଡ଼ିଆ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): କୌଣସି ସଂଗଠନ ହେଉ କିମ୍ବା ପରମ୍ପରା, ସମୟ ପରିବର୍ତ୍ତନ ହେବା ସହ ତାହା ଧୀରେ ଧୀରେ ମଉଳି ଯାଏ। କିନ୍ତୁ ବିଶାଖାପାଟଣା ସହରରେ ରହିଥିବା ପ୍ରବାସୀ...

ରାଜସ୍ଥାନ ଫିଲ୍ମ ଫେଷ୍ଟିଭାଲ: ୮ଟି ବର୍ଗରେ ‘ରାତି ସରି ସରି ଯାଉଛି’ ମନୋନୀତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦଶମ ରାଜସ୍ଥାନ ଫିଲ୍ମ ଫେଷ୍ଟିଭାଲ (ଆରଏଫ୍ଏଫ୍-୨୦୨୨)ରେ ଓଡ଼ିଆ ଚଳଚ୍ଚିତ୍ରକୁ ସଫଳତା ମିଳିଛି। ଓଡ଼ିଆ ଚଳଚ୍ଚିତ୍ର ‘ରାତି ସରି ସରି ଯାଉଛି’ ୮ଟି ବର୍ଗରେ ପୁରସ୍କାର ପାଇଁ ମନୋନୀତ ହୋଇଛି। ନିର୍ମାତା ଅନୁପମ...

କୋରାପୁଟ: ବିଏସଏଫ ପକ୍ଷରୁ ‘ରନ ଅପ ଟୁ ଟିଚର୍ସ ଡେ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ (କୋରାପୁଟ): କୋରାପୁଟ ଜିଲ୍ଲା ସୀମା ସୁରକ୍ଷା ବଳ (ବିଏସଏଫ) ପକ୍ଷରୁ ସେପ୍ଟେମ୍ବର ୨ ତାରିଖରେ ‘ରନ ଅପ ଟୁ ଟିଚର୍ସ ଡେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୀମା ସୁରକ୍ଷା ବଳର ସଂଗଠନ,...

ନୌସେନାରେ ସାମିଲ ହେଲା ଆଇଏନଏସ ବିକ୍ରାନ୍ତ: ବଢ଼ିବ ଶକ୍ତି, ସାବାଡ଼ ହେବେ ଶତ୍ରୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆହୁରି ବଢ଼ିବ ଭାରତୀୟ ନୌସେନାର ଶକ୍ତି ଏବଂ ସାବାଡ଼ ହେବେ ଶତ୍ରୁ। କାରଣ ନୌସେନାରେ ସାମିଲ ହୋଇଛି ଆଇଏନଏସ ବିକ୍ରାନ୍ତ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏୟାରକ୍ରାଫ୍ଟ କ୍ୟାରିୟର ଆଇଏନଏସ ବିକ୍ରାନ୍ତକୁ ଭାରତୀୟ ନୌସେନାରେ...