“ମୁଁ ଯୋଗୀ ଆଦିତ୍ୟ ନାଥ, ଈଶ୍ଵରଙ୍କ ନାଁରେ ଶପଥ ନେଉଛି…”

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରପ୍ରଦେଶ(ୟୁପି)ରେ ଆରମ୍ଭ ହେଲା ଯୋଗୀ ଆଦିତ୍ୟନାଥଙ୍କ ଦ୍ଵିତୀୟ ଇନିଂସ। ଦ୍ଵିତୀୟ ଥର ପାଇଁ ୟୁପିର ମୁଖ୍ୟମନ୍ତ୍ରୀ ଗାଦିରେ ବସିଲେ ଯୋଗୀ। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିକୁ ବିପୁଳ ଜନ ସମର୍ଥନ ମିଳିଲା। ୟୁପିରେ...

ହିଞ୍ଜିଳିରେ କମେଣ୍ଟ ମରାରୁ ହତ୍ୟାକାଣ୍ଡ: ଏକା ସାଙ୍ଗରେ ଆଖି ବୁଜିଲେ ୪ ଭାଇ

ଓଡ଼ିଶାଲାଇଭ୍ ବ୍ୟୁରୋ ଉଜୁଡ଼ି ଗଲା ସଂସାର। ଶୂନ ହୋଇଗଲା ମା’ର କୋଳ। ଗୋଟିଏ ରାତିରେ ତିନି ପୁଅ ଓ ଜଣେ ପାଳିତ ପୁଅର ଜୀବନ ଚାଲିଗଲା। ଦୁର୍ବୃତ୍ତଙ୍କ ଆକ୍ରମଣରୁ ରକ୍ଷା ପାଇପାରିଲେନି କେହି। ସାମାନ୍ୟ...

ଗୁଳିଫୁଟି ଗାଙ୍ଗପୁର ଥାନା ଆଇଆଇସିଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଶୁକ୍ରବାର ଗୁଳିଫୁଟି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗାଙ୍ଗପୁର ଥାନା ଆଇଆଇସିଙ୍କର ମୃତ୍ୟୁ ହୋଇଛି। ମୃତ ଆଇଆଇସି ହେଉଛନ୍ତି ଦେବ କୁମାର ଗମାଙ୍ଗ। ତାଙ୍କର ମୃତ୍ୟୁ ହୋଇଥିବା ନେଇ ଗଞ୍ଜାମ ଏସ୍‌ପି ସୂଚନା...

ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହେଲା ଷୋଡ଼ଶ ବିଧାନସଭାର ୬ ଦିନିଆ ବଜେଟ୍ ଅଧିବେଶନ। କୋଭିଡ କଟକଣା ମଧ୍ୟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜର ଅଭିଭାଷଣ ରଖି ରାଜ୍ୟ...

ବଢ଼ିବନି ବିଦ୍ୟୁତ ଦର, ଗ୍ରାମାଞ୍ଚଳ ଉପଭୋକ୍ତାଙ୍କୁ ମିଳିବ ରିହାତି

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୨-୨୩ ମସିହା ଆର୍ଥିକ ବର୍ଷ ପାଇଁ ବଢ଼ିବ ନାହିଁ ବିଦ୍ୟୁତ ଦର। ବିଦ୍ୟୁତ୍‌ର ରିଟେଲ ଦର ଅପରିବର୍ତ୍ତିତ ରହିବ। ସାଧାରଣ ଲୋକ, ଚାଷୀ ଏବଂ ଶିଳ୍ପ କ୍ଷେତ୍ର ପାଇଁ ମଧ୍ୟ ରିହାତି...

ଆଜିଠୁ ବିଧାନସଭାର ବଜେଟ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଅର୍ଥାତ୍ ମାର୍ଚ୍ଚ ୨୫ ତାରଖରୁ ଷୋଡ଼ଶ ବିଧାନସଭାର ୬ ଦିନିଆ ବଜେଟ୍ ଅଧିବେଶନ। ଚଳିତ ଥର କୋଭିଡ କଟକଣା ମଧ୍ୟରେ ଚାଲିବ ଗୃହ କାର୍ଯ୍ୟ। ଗୃହରେ ପ୍ରଥମେ ରାଜ୍ୟପାଳ ପ୍ରଫେସର...

୨୫ରୁ ବିଧାନସଭା ବିଜେଟ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ୬ ଦିନିଆ ଅଧିବେଶନ। କୋଭିଡ କଟକଣା ମଧ୍ୟରେ ଚଳିତ ବିଧାନସଭା ବଜେଟ ଅଧିବେଶନ ଅନୁଷ୍ଠିତ ହେବ। ବଜେଟ୍ ଅଧିବେଶନ ପୂର୍ବରୁ...

ସରିଲା ପୌର ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ୬୫ ପ୍ରତିଶତରୁ ଅଧିକ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ମୋଟ ୧୦୬ଟି ପୌରପାଳିକା ଏବଂ ବିଜ୍ଞପିତ ଅଞ୍ଚଳ ଓ ୩ଟି ମହାନଗର ନିଗମରେ ନିର୍ବାଚନ ଲାଗି ମତଦାନ ଶେଷ ହୋଇଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ କରିଥିଲେ...

ଆଇପିଏଲ୍‌ରେ ବଡ଼ ପରିବର୍ତ୍ତନ: ସିଏସ୍‌କେର ଅଧିନାୟକ ପଦ ଛାଡ଼ିଲେ ମହେନ୍ଦ୍ର ସିଂ ଧୋନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍‌)ରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଗୁରୁବାର ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗସ୍(ସିଏସ୍‌କେ)ର ଅଧିନାୟକ ପଦବୀ ଛାଡ଼ିଛନ୍ତି। ଧୋନୀ ୨୦୦୮ ମସିହାରୁ ସିଏସ୍‌କେର ଅଧିନାୟକ ରହିଛନ୍ତି।...

ଭୁବନେଶ୍ଵରରେ ଭୋଟ ଦେଲେ ବିଏମ୍‌ସି ମେୟର ପ୍ରାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ   ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଥିବା ପୌର ନିର୍ବାଚନ ପାଇଁ ମତଦାନ ଚାଲିଛି। ଭୁବନେଶ୍ଵର ମହାନଗର ନିଗମର ମେୟର ପ୍ରାର୍ଥୀମାନେ ନିଜ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ବିଜେଡି ମେୟର ପ୍ରାର୍ଥୀ...