ପୌର ନିର୍ବାଚନରେ ରହିବନି କୋଭିଡ କଟକଣା, କୋଭିଡ ସ୍ଥିତିକୁ ଦେଖି ନିଷ୍ପତ୍ତି ନେବେ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ପୌର ନିର୍ବାଚନ ପାଇଁ କୋଭିଡ କଟକଣା ରହିବ ନାହିଁ। ପ୍ରାର୍ଥୀମାନେ ପୂର୍ବପରି ପ୍ରଚାର କରିପାରିବେ। ରାଜ୍ୟରେ କୋଭିଡ ସଂକ୍ରମଣ କମୁ ଥିବାରୁ ଏହିଭଳି ନିଷ୍ପତ୍ତି ନିଆଯାଇଛି। ଆଗକୁ କୋଭିଡ ସଂକ୍ରମଣ ବୃଦ୍ଧି...
ରୁଷ-ୟୁକ୍ରେନ ଯୁଦ୍ଧ ଅପଡେଟସ୍ : ଦିନ ୧୧ଟା ସୁଦ୍ଧା ଟିକିନିଖି ଖବର
ଓଡ଼ିଶାଲାଇଭ୍ ବ୍ୟୁରୋ
ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଙ୍ଗଳବାର ୧୩ ଦିନରେ ପହଞ୍ଚିଛି। ଦୁଇ ଦେଶ ମଧ୍ୟରେ ହୋଇଥିବା ତୃତୀୟ ପର୍ଯ୍ୟାୟ ଆଲୋଚନାରେ ମଧ୍ୟ କୌଣସି ସମାଧାନର ବାଟ ବାହାରି ପାରିଲା ନାହିଁ। ପୂର୍ବରୁ...
ୟୁକ୍ରେନ୍ରୁ ଫେରିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଠପଢ଼ା କଥା ବୁଝିବେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଫସି ରହିଥିବା ଓଡ଼ିଶାର ୭୭ ଜଣ ଛାତ୍ରଛାତ୍ରୀ ନିଜ ମାଟିକୁ ଫେରିଛନ୍ତି। ରାଜ୍ୟ ସରକାର ଯୋଗାଇ ଦେଇଥିବା ବିମାନରେ ସୋମବାର ଛାତ୍ରଛାତ୍ରୀ ଭୁବନେଶ୍ଵରରେ ପହଞ୍ଚିବା ପରେ...
ଜୟା ସ୍ୱାମୀଙ୍କ ସିନେ ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=V_o_8xFD_-U]
ମାର୍ଚ୍ଚ ୮ ତାରିଖ ସାର ବିଶ୍ଵ ପାଳୁଛି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଦିନଟି ଆସିଲେ ସେହି ମହିଳାମାନଙ୍କ ନାଁ ସାମ୍ନାକୁ ଆସେ ଯେଉଁମାନେ ପ୍ରତିକୂଳ ପରିସ୍ଥିତିରେ ସଂଘର୍ଷ କରି...
ରୁଷ-ୟୁକ୍ରେନ ଯୁଦ୍ଧ ଅପଡେଟସ୍ : ସନ୍ଧ୍ୟା ୫ଟା ସୁଦ୍ଧା ଟିକିନିଖି ଖବର
ଓଡ଼ିଶାଲାଇଭ୍ ବ୍ୟୁରୋ
ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୨ ଦିନରେ ପହଞ୍ଚିଛି। ଯୁଦ୍ଧ ରୋକିବାକୁ ମଧ୍ୟସ୍ଥତା କରିବାକୁ ଚୀନ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ସିଧାସଳଖ...
ବିଜେପିର ୩ ମହାନଗର ନିଗମ ମେୟର ପ୍ରାର୍ଥୀ ସୁନୀତି, ଶ୍ରୀତମ ଓ ସବିତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଜନତା ପାର୍ଟି(ବିଜେପି) ତିନି ମହାନଗର ନିଗମ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ପାଇଁ ନିଜର ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପ୍ରଥମେ ଭୁବନେଶ୍ୱର ମହାନଗର ନିଗମ ପାଇଁ ଡକ୍ଟର...
ରୁଷ-ୟୁକ୍ରେନ ଯୁଦ୍ଧ ଅପଡେଟସ୍ : ଦିନ ୨ଟା ସୁଦ୍ଧା ଟିକିନିଖି ଖବର
ଓଡ଼ିଶାଲାଇଭ୍ ବ୍ୟୁରୋ
ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୨ ଦିନରେ ପହଞ୍ଚିଛି। ସୋମବାର ୟୁକ୍ରେନର ଭିନିତ୍ସିଆ ଏୟାରପୋର୍ଟ ଉପରେ ମିଶାଇଲ ମାଡ଼ କରି ଏୟାରପୋର୍ଟ ଧୁଳିସାତ କରିଛନ୍ତି ରୁଷ ସେନା। ଯୁଦ୍ଧ ଭୟରେ ଦେଶ...
ରୁଷ-ୟୁକ୍ରେନ ଯୁଦ୍ଧ ଅପଡେଟସ୍ : ଦିନ ୧୧ଟା ସୁଦ୍ଧା ଟିକିନିଖି ଖବର
ଓଡ଼ିଶାଲାଇଭ୍ ବ୍ୟୁରୋ
ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୨ ଦିନରେ ପହଞ୍ଚିଛି। ୟୁକ୍ରେନକୁ ଛାରଖାର କରିଛନ୍ତି ରୁଷ ସେନା। ସୋମବାର ୟୁକ୍ରେନର ଭିନିତ୍ସିଆ ଏୟାରପୋର୍ଟ ଉପରେ ଘନଘନ ମିଶାଇଲ ମାଡ଼ କରିଛନ୍ତି ରୁଷ ସେନା।...
ରୁଷ-ୟୁକ୍ରେନ ଯୁଦ୍ଧ ଅପ୍ଡେଟସ୍: ଦିନ ୧୧ଟା ସୁଦ୍ଧା ଟିକିନିଖି ଖବର
ଓଡ଼ିଶାଲାଇଭ୍ ବ୍ୟୁରୋ
ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ରବିବାର ୧୧ ଦିନରେ ଜାରି ରହିଛି। ୟୁକ୍ରେନରେ ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ରୁଷ ସେନାଙ୍କ ଘନଘନ ବୋମା ମାଡ଼ରେ ୟୁକ୍ରେନର ଅନେକ ସହର...
କେନ୍ଦ୍ରାପଡ଼ାରେ ଗୁଳିମାଡ଼: ସ୍ବାମୀର ମୃତ୍ୟୁ, ସ୍ତ୍ରୀ ଓ ପୁଅ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବକରପୁର ଗାଁର ଅରବିନ୍ଦ ମିଶ୍ରଙ୍କର ଦୁବୃର୍ତ୍ତଙ୍କ ଗୁଳିମାଡରେ ମୃତ୍ୟୁ ହୋଇଛି।ଏହି ଗୁଳିକାଣ୍ଡରେ ମୃତକଙ୍କ ପତ୍ନୀ ମିନାକ୍ଷୀ ଏବଂ ତାଙ୍କ ପୁଅ ପୁଅ ଶୁଭକେଶ ଆହତ...

















