କୋଭିଡ ଗାଇଡଲାଇନ : ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ବଢ଼ିଲା କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ କୋଭିଡ ସଂକ୍ରମଣ ହାର ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କୋଭିଡ କଟକଣାକୁ କଡ଼ାକଡ଼ି କରାଯାଇଛି। କୋଭିଡ ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ...

୨୦୨୩ ସୁଦ୍ଧା ୧୫ ବର୍ଷ ହେଉଥିବା ପିଲା ନେବେ କୋଭିଡ ଟିକା

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୦୫ରୁ ୨୦୦୭ ମସିହା ମଧ୍ୟରେ ଜନ୍ମଗ୍ରହଣ କରିଥିବା ପିଲାମାନେ କୋଭିଡ ଟିକା ନେଇ ପାରିବେ। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେଉଁ ପିଲାମାନଙ୍କ ବୟସ ୧ ଜାନୁଆରି ୨୦୨୩ ସୁଦ୍ଧା ୧୫...

୬୯ ବର୍ଷ ପରେ ଲେଉଟାଣି : ଏବେ ଏୟାର ଇଣ୍ଡିଆ ଉଡ଼ାଇବ ଟାଟା

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ ଅଧୀନରେ ରହିଥିବା ବିମାନ ଚଳାଚଳ କମ୍ପାନି ଏୟାର ଇଣ୍ଡିଆକୁ ଗୁରୁବାର ଟାଟା ଗ୍ରୁପ୍‌କୁ ହସ୍ତାନ୍ତର କରାଯାଇଛି। ଦୀର୍ଘ ୬୯ ବର୍ଷ ପରେ ଟାଟା ଗ୍ରୁପ ହାତକୁ ଫେରିଛି ଏଆର...

‘ଯାଜ୍ଞସେନୀ’ରୁ ଡକ୍ଟର ପ୍ରତିଭା ରାୟଙ୍କ ପରିଚୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଉପନ୍ୟାସ ଜଗତର ଦୀପ୍ତିମତୀ ତାରକା ହେଉଛନ୍ତି ଡକ୍ଟର ପ୍ରତିଭା ରାୟ। ନାରୀକୈନ୍ଦ୍ରିକ ଉପନ୍ୟାସକୁ ପୁରୁଷ ପ୍ରଧାନ ସମାଜରେ ଶୀର୍ଷରେ ପହଁଞ୍ଚାଇ ପାରିଛନ୍ତି। ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ କରିଥିବା ସେ ହେଉଛନ୍ତି ପ୍ରଥମ...

ଶିଳ୍ପ, ଶିକ୍ଷା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉନ୍ନତି କରିଛି ରାଉରକେଲା : ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲାସ୍ଥିତ ଉଦିତନଗର ପଡ଼ିଆଠାରେ ୭୩ତମ ସାଧାରଣତନ୍ତ୍ର ଦିବସ କୋଭିଡ୍ ସତର୍କତା ଭିତରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ...

ଆହୁରି ତିନିଦିନ ବଢ଼ିବ ଶୀତ : ଘନକୁହୁଡ଼ି ନେଇ ୬ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଶୁକ୍ରବାରଠାରୁ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବା ସହ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ସମ୍ଭାବନା ରହିଛି। ଘନକୁହୁଡ଼ି ନେଇ ୬ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵର ଆଞ୍ଚଳିକ...

ଶ୍ୟାମାମଣି ଦେବୀ : ଓଡ଼ିଶୀ, ଶାସ୍ତ୍ରୀୟ ଓ ଭଞ୍ଜ ସଂଗୀତର ସୁରମୟୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=cJq1_-NMNK4] ଡକ୍ଟର ଶ୍ୟାମାମଣି ଦେବୀ ଓଡ଼ିଶୀ ସଂଗୀତ ଧାରାର ଏକ ବଳିଷ୍ଠ ଉଚ୍ଚାରଣ। ଓଡ଼ିଶୀ, ଛାନ୍ଦ, ଚମ୍ପୂ, ଲୋକଗୀତ ତଥା ଭକ୍ତି ସଂଗୀତର ଏକ ପରିଚିତ ଶୁଦ୍ଧ ଓ ଗୁରୁଗମ୍ଭୀର ସ୍ଵର।...

ରାଜ ପରିବାରରେ ହତ୍ୟାକାଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ପାରିବାରିକ କଳହକୁ କେନ୍ଦ୍ର କରି ବୁଧବାର ମା’କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛି ପୁଅ। ମୃତ ମହିଳା ହେଲେ କଟକ ଶ୍ରୀବିହାର କଲୋନୀର ପରେଶ କୁମାରୀ ଦେବୀ(୭୫)। ସେ...

ସାତ ଜନ୍ମର ସାଥୀ ହେଲେ ପ୍ରଜ୍ଞାନ-ସୁନନ୍ଦା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଲିଉଡର ଜଣାଶୁଣା ହାସ୍ୟ ଅଭିନେତା ପ୍ରଜ୍ଞାନ ରଞ୍ଜନ ଖଟୁଆ ଅଭିନେତ୍ରୀ ସୁନନ୍ଦା ପରିଡ଼ାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦୀର୍ଘଦିନ ଧରି ପ୍ରଜ୍ଞାନ ଓ ସୁନନ୍ଦାଙ୍କ ମଧ୍ୟରେ ରହିଥିବା ଭଲପାଇବା...

ରାଜ୍ୟରେ ୭ ହଜାର ଉପରେ କରୋନା ପଜିଟିଭ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୭୪୨୬ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୮୬୭ ଜଣ ୧୮ରୁ କମ୍ ବୟସର ରହିଛନ୍ତି। ସଂଗରୋଧ କେନ୍ଦ୍ରରୁ ୪୩୦୬ ଜଣ...