ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଆକ୍ସନ ଟେକେନ ରିପୋର୍ଟ ମାଗିଲେ ଏନଏଚଆରସି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି ଆଦିତ୍ୟ ଦାଶ ମୃତ୍ୟୁ ମାମଲା। ଏନେଇ ବର୍ତ୍ତମାନ ଏନଏଚଆରସି ପୋଲିସ୍ କମିଶନରଙ୍କୁ ଆକ୍ସନ ଟେକେନ ରିପୋର୍ଟ ମାଗିଛନ୍ତି।
ଆଦିତ୍ୟା ଦାଶ ମୃତ୍ୟୁ ମାମଲାରେ ଏଯାଏଁ...
ମାଟ୍ରିକ୍ ପରୀକ୍ଷା ଫଳ: ପୁଅଙ୍କୁ ପଛରେ ପକାଇ ବାଜି ମାରିଲେ ଝିଅ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ରାଜ୍ୟରେ ସମୁଦାୟ ପାସ୍ ହାର ରହିଛି ୭୮.୭୬ ପ୍ରତିଶତ। ତେବେ ଏବର୍ଷ ମାଟ୍ରିକ ପରୀକ୍ଷାରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ।
ରାଜ୍ୟରେ ଏବର୍ଷ ମାଟ୍ରିକ...
ରାଜ୍ୟରେ ପୁଣି ୧୦୬୮ କରୋନା ପଜିଟିଭ୍ ଚିହ୍ନଟ, ୨୯ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଆଜି ରାଜ୍ୟରେ ୨୮ ଜିଲ୍ଲାରୁ ଆଉ ୧୦୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୬୨ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିଲା ବେଳେ ୪୦୬ ଲୋକାଲ କେସ୍ ରହିଛି। ଫଳରେ...
ଆଜି ଭାରତରେ ପହଞ୍ଚିବ ରାଫେଲ ଯୁଦ୍ଧ ବିମାନ, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ୱ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଫ୍ରାନ୍ସରୁ ଭାରତ ଅଭିମୁଖେ ବାହାରିଥିବା ପାଞ୍ଚଟି ଯୁଦ୍ଧ ବିମାନ ଆଜି ଭାରତରେ ପହଞ୍ଚିବ। ଅମ୍ବାଲା ବିମାନଘାଟିରେ ଅବତରଣ କରିବ ଏହି ରାଫେଲ ଯୁଦ୍ଧ ବିମାନ। ତେବେ ଭାରତୀୟ ସେନା ପାଇଁ ଏହା...
ଛଅ ବର୍ଷ ବୟସରେ ଦୁନିଆ ଛାଡ଼ିଲେ, ହେଲେ ଆଉ ତିନି ଜଣଙ୍କୁ ଜୀବନ ଦାନ କରିଗଲେ ଦେବୀଶ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆବୁଧାବିରେ ରହୁଥିବା ଓଡ଼ିଆ ଦମ୍ପତ୍ତିଙ୍କ ଝିଅ ଦେବୀଶ୍ରୀ। ଛଅ ବର୍ଷ ବୟସରେ ଜୀବନ ହାରିଛନ୍ତି ସିନା ହେଲେ ଅଙ୍ଗଦାନ କରି ବଞ୍ଚାଇ ପାରିଛନ୍ତି ତିନୋଟି ଜୀବନ।
କୋରାପୁଟ ଜୟପୁରର ଦମ୍ପତ୍ତି ଟି.କୀର୍ତି ଏବଂ...
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡେଇଠାରେ ଦୁଇଟି ବାଲି ବୋଝେଇ ଟ୍ରକ ଜବତ କଲା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣି): ଲକଡାଉନ ସମୟରେ ଚୋରା କାରବାର କାର୍ଯ୍ୟ ବେଶ୍ ଜୋରସୋର ଚାଲିଛି। ଗତ ଶନିବାର କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡେଇଠାରେ ପୋଲିସ୍ ଦୁଇଟି ବାଲି ବୋଝେଇ ଟ୍ରକ ଜବତ କରିଛି। ବାଲି...
ଥାନା ପାଇଁ ନୂଆ ଗାଇଡଲାଇନ ଜାରି କଲେ ଡିଜିପି
ଓଡ଼ିଶାଲାଇଭ୍ ବ୍ୟୁରୋ
ଥାନାରେ ଲାଗୁ ହେବ ନୂଆ ଗାଇଡଲାଇନ। ଏନେଇ ସୂଚନା ଜାରି କରିଛନ୍ତି ଡିରେକ୍ଟର ଜେନେରାଲ ଅଫ୍ ପୋଲିସ୍। ଥାନାରେ କେଉଁଭଳି ଭାବେ ଲୋକମାନଙ୍କ ଅଭିଯୋଗ ବୁଝାଯିବ ସେନେଇ ପ୍ରସ୍ତୁତ କରାଯାଇଛି ଏହି...
ଖୋର୍ଦ୍ଧା: ପରିତ୍ୟକ୍ତ ଘରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡ଼ୁ): ଖୋର୍ଦ୍ଧାର ଶିଳ୍ପାଞ୍ଚଳ ଫାଣ୍ଡି ନିକଟସ୍ଥ ଗୋଶାଳା ପଡ଼ିଆରେ ଏକ ପରିତ୍ୟକ୍ତ ଘରୁ ମିଳିଛି ଏକ ଅର୍ଧଦଗ୍ଧ ମୃତଦେହ। ମିଳିଥିବା ଏହି ମୃତଦେହଟି ଜଣେ ଯୁବତୀଙ୍କର।
ତେବେ ପ୍ରଥମେ ପାଖ...
ଅକ୍ସଫୋର୍ଡର କରୋନା ଟିକା – ଭାରତରେ ମାନବ ପରୀକ୍ଷଣ ଶେଷ ପର୍ଯ୍ୟାୟରେ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଅକ୍ସଫୋର୍ଡ ପ୍ରସ୍ତୁତ କରିଥିବା କରୋନା ଟିକାର ମାନବ ପରୀକ୍ଷଣ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଁଚିଛି। ଏନେଇ ଭାରତରେ ପାଞ୍ଚୋଟି ସ୍ଥାନ ଚୟନ କରାଯାଇସାରିଛି। ବାୟୋଟେକ୍ନୋଲୋଜି ବିଭାଗର ସଚିବ ରେଣୁ ସ୍ୱରୁପ...
ରାଜ୍ୟରେ ପୁଣି ୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ୧୫୪ରେ ପହଁଚିଲା ମୃତ୍ୟୁସଂଖ୍ୟା
ଓଡ଼ିଶାଲାଇଭ ବ୍ୟୁରୋ
ରାଜ୍ୟରେ ଆଜି ଆଉ ୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୧୫୪ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ...




















