Independence Day

କଂଗ୍ରେସରୁ ଇସ୍ତଫା ପରେ ବିଜେଡିରେ ଯୋଗଦେଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ

ଓଡ଼ିଶାଲାଇଭ୍ ବ୍ୟୁରୋ କଂଗ୍ରେସରୁ ଇସ୍ତଫା ଦେବା ପରେ ବୁଧବାର ଦିନ ବିଜେଡିରେ ଯୋଗଦେଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ। ନିଜ ସମର୍ଥକଙ୍କ ସହ ଅଧିରାଜ ପାଣିଗ୍ରାହୀ ଶଙ୍ଖ ଭବନରେ ପହଞ୍ଚିବା ପରେ ବିଜେଡିରେ ବିଧିବଦ୍ଧ...

ଦାନ୍ତ ନଷ୍ଟ ହେବାର ବଡ଼ କାରଣ ଧୂମ୍ରପାନ

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=s21u8xP4qQo ଧୂମ୍ରପାନ ଆମ ଶରୀରକୁ କ୍ଷତି ପହଞ୍ଚାଇବା ସହ ଏହା ଆମ ଦାନ୍ତକୁ ମଧ୍ୟ ନଷ୍ଟ କରିଥାଏ। ତେବେ ଆସନ୍ତୁ ଡାକ୍ତର ଅର୍ପିତା ଦାଶଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା ସ୍ୱାସ୍ଥ୍ୟପ୍ଲସ୍‌ ଓଡ଼ିଆର...

ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ କଣ୍ଠରେ ଶୁଣନ୍ତୁ ‘ଆସ ଜୀବନ ଧନ ମୋର ପଖାଳ କଂସା’

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=a2pSli1khlo ଓଡ଼ିଶା ଏବଂ ଓଡ଼ିଆଙ୍କର ପଖାଳ ସହ ସମ୍ପର୍କ ବହୁ ନିବିଡ଼ ଏବଂ ପୁରାତନ। ପଖାଳ କେବଳ ଆମ ସଂସ୍କୃତି ସହ ମଧ୍ୟ ଯୋଡ଼ି ହୋଇରହିଛି। ଓଡ଼ିଆ ସଂସ୍କୃତିରେ ପଖାଳର ଗୁରୁତ୍ୱକୁ ଆହୁରି...

ବିଶ୍ୱ ପଖାଳ ଦିବସ ଅବସରରେ ପଦ୍ମଶ୍ରୀ ଡକ୍ଟର ଶ୍ୟାମାମଣି ଦେବୀଙ୍କ କଣ୍ଠରେ ଶୁଣନ୍ତୁ ‘ଆସ ଜୀବନ ଧନ ମୋର...

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=nnzP2DY8GZ0 ଓଡ଼ିଶା ଏବଂ ଓଡ଼ିଆଙ୍କର ପଖାଳ ସହ ସମ୍ପର୍କ ବହୁ ନିବିଡ଼ ଏବଂ ପୁରାତନ। ପଖାଳ ଆମ ସଂସ୍କୃତି ସହ ମଧ୍ୟ ଯୋଡ଼ି ହୋଇରହିଛି। ପଖାଳକୁ ନେଇ ରଚନା କରାଯାଇଛି ଅନେକ ଲୋକ...

କେମିତି ନେବେ ଦାନ୍ତର ଯତ୍ନ?

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=e-7VznNF_sI ଦାନ୍ତ ଆମ ଶରୀରର ଏକ ମୁଖ୍ୟ ଅଙ୍ଗ। ଦାନ୍ତର ସଠିକ ଭାବେ ଯତ୍ନ ନନେଲେ ପାଟିରେ ବିଭିନ୍ନ ରୋଗ ହୋଇପାରେ। ଯଦି ଦାନ୍ତର ଯତ୍ନ ନନିଅନ୍ତି ତେବେ ଦାନ୍ତ ପୋକ...

ଆଃ କି ସୁଆଦ ଆମ ପଖାଳ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=8xPx-CZEmOE ପଖାଳ ସହିତ ଓଡ଼ିଶା ଏବଂ ଓଡ଼ିଆଙ୍କ ସମ୍ପର୍କ ନିବିଡ଼। ଓଡ଼ିଆ ପରମ୍ପରା ସହ ଯୋଡ଼ି ହୋଇରହିଛି ପଖାଳ। ଓଡ଼ିଆ ଲୋକଙ୍କ ଜୀବନଶୈଳୀରେ ପଖାଳ କେବଳ ନିତିଦିନିଆ ଖାଦ୍ୟ ନୁହେଁ, ଏହା ଓଡ଼ିଆଙ୍କ ପରିଚୟ। ଓଡ଼ିଆଙ୍କ ଆରାଧ୍ୟ...

ବିଜେପିରେ ସାମିଲ ହେଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟିକା ସୀତା ସୋରେନ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପିରେ ସାମିଲ ହେଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ର ବିଧାୟିକା ସୀତା ସୋରେନ। ସୀତା ସାରେନ ହେଉଛନ୍ତି ଜେଏମଏମର ଅଧ୍ୟକ୍ଷ ଶିବୁ ସୋରେନଙ୍କର ବଡ଼ ବୋହୁ। ସୀତା ସୋରେନ ମଙ୍ଗଳବାର ଦିନ...

ଓଡ଼ିଶାରେ କାରାଗାର ସଂସ୍କାର – ଜାମୁଝାରୀ ଦେଖାଇବ ନୂଆ ବାଟ 

ଭାସ୍କର ପରିଚ୍ଛା କାରାଗାରରେ କଏଦୀମାନଙ୍କ ଭିଡ଼ ହ୍ରାସ କରିବା ସହିତ ଏହାର ଅନ୍ତେବାସୀମାନଙ୍କୁ ମାନୁଷିକ ପରିବେଶ ଯୋଗାଇବା କାରା ସଂସ୍କାରର ଏକ ଅଂଶ। ତାହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ...

ଆଜିଠୁ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେୁ ବଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଜାରି ରହିଛି। ଆଗାମୀ ଦୁଇ ଦିନ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ କେତେକ...

ମୟୂରଭଞ୍ଜରେ ଅଭାବନୀୟ: ମାଂସ ଭୋଜି ନଦେବାରୁ ୩ ଦିନ ପଡ଼ି ରହିଲା ବୃଦ୍ଧାଙ୍କ ଶବ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମେଣ୍ଢା ମାଂସ ଭୋଜି ନଦେବାରୁ ଦାହ ସଂସ୍କାର ପାଇଁ ମିଳିଲାନି ସହଯୋଗ, ୩ ଦିନ ଧରି ଘରେ ପଡ଼ିରହିଲା ବୃଦ୍ଧାଙ୍କ ଶବ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ...