Independence Day

ତୋଷାଳି ମେଳାରେ ଆକର୍ଷଣ ସାଜିଲା ବାଉଁଶ କଳାକୃତି

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି ୧୮ତମ ‘ତୋଷାଳି’ ଜାତୀୟ ହସ୍ତଶିଳ୍ପ ମେଳା। ଏଠାରେ ଓଡ଼ିଶା ସମେତ ଭାରତର ବିଭିନ୍ନ ସ୍ଥାନରୁ ବୁଣାକାର ଓ ହସ୍ତଶିଳ୍ପୀମାନେ ଆସି ଲଗାଇଥିଲେ ହସ୍ତତନ୍ତ ଏବଂ ହସ୍ତଶିଳ୍ପର ଆସର।...

ମଧ୍ୟପ୍ରଦେଶ ଗୁନାରେ ଭୟଙ୍କର ଦୁର୍ଘଟଣା, ବସ ଜଳି ୧୩ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ

ଓଡ଼ିଶାଲାଇଭ୍ ବ୍ୟୁରୋ ମଧ୍ୟପ୍ରଦେଶର ଗୁନାରେ ଭୟଙ୍କର ଦୁର୍ଘଟଣା ଘଟି ୧୩ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବୁଧବାର ରାତିରେ ଘଟିଛି ଏହି ଦୁଃଖଦ ଘଟଣା। ପ୍ରାୟ ୩୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ...

କଟକ ହେରିଟେଜ ୱାକସ୍ ପକ୍ଷରୁ ଐତିହ୍ୟ ପ୍ରେମୀଙ୍କ ବିରଜା କ୍ଷେତ୍ର ପରିଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ହେରିଟେଜ ୱାକସ୍ ପକ୍ଷରୁ ବଡ଼ଦିନ ଅବସରରେ ଯାଜପୁରର ବିରଜା କ୍ଷେତ୍ର ପରିଦର୍ଶନ କରାଯାଇଛି। ଅନୁଷ୍ଠାନ ପକ୍ଷରୁ ଯାଜପୁରେ ଆୟୋଜିତ ଏହି 'ଯଯାତି କଲିଂ' ନାମକ ଯାତ୍ରାରେ ୨୫ ଜଣ ଐତିହ୍ୟ...

ଓଡ଼ିଶାରେ ଚିନ୍ତା ବଢ଼ାଉଛି କୋଭିଡ୍, ଚିହ୍ନଟ ହେଲେ ଆଉ ୩ ନୂଆ ଆକ୍ରାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଚିନ୍ତା ବଢ଼ାଉଛି କୋଭିଡ୍। ରାଜ୍ୟରେ ଦିନକୁ ଦିନ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି। ବୁଧବାର ରାଜ୍ୟରେ ଆଉ ୩ ଜଣ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ...

ପ୍ରକାଶ ପାଇଲା ଓଡ଼ିଶା ଜୁଡ଼ିସିଆଲ ସର୍ଭିସ ପରୀକ୍ଷା ୨୦୨୨ ଫଳାଫଳ, ଶୁଶ୍ରିତା ମିଶ୍ର ଟପ୍ପର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍‌) ପରୀକ୍ଷା ୨୦୨୨ର ଫଳାଫଳ ବୁଧବାର ଦିନ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଏକ ନମ୍ବର ସ୍ଥାନରେ ରହି...

ନୂଆବର୍ଷରେ ନନ୍ଦନକାନନକୁ ଆସିବେ ନୂଆ ଅତିଥି- ଚିତାବାଘ ଓ ଧଳା ସିଂହ ଶାବକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ନୂଆବର୍ଷରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି। ୨୦୨୪ ଜାନୁଆରି ମାସରେ ଦୁବାଇରୁ କନ୍ଦନକାନନକୁ ଆସିବ ଚିତାବାଘ। ପ୍ରାଣୀ ବଦଳ ପ୍ରକ୍ରିୟାରେ ଦୁବାଇ ଚିଡ଼ିଆଖାନାରୁ ନନ୍ଦନକାନନକୁ ପ୍ରାଣୀ ଉଦ୍ୟାନକୁ ଚତାବାଘ...

ଓଡ଼ିଶାର ପ୍ରତିଭାବାନ ଟେନିସ୍ ଖେଳାଳି ଦେବାଶିଷ ସାହୁଙ୍କୁ ମିଳିଲା ଏକଲବ୍ୟ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପ୍ରତିଭାବାନ ଟେନିସ୍ ଖେଳାଳି ଦେବାଶିଷ ସାହୁଙ୍କୁ ମିଳିଛି ବର୍ଷ ୨୦୨୩ର ସମ୍ମାନଜନକ ଏକଲବ୍ୟ ପୁରସ୍କାର। ଭୁବନେଶ୍ଵରରେ ବୁଧବାର ଇଣ୍ଡିଆନ ମେଟାଲ୍ସ ପବ୍ଲିକ୍ ଚାରିଟେବୁଲ ଟ୍ରଷ୍ଟ(ଇମ୍ପାକ୍ଟ) ପକ୍ଷରୁ ଅନୁଷ୍ଠିତ ଉତ୍ସବରେ ତାଙ୍କୁ ଏହି କ୍ରୀଡ଼ା...

ଗିରଫ ହେଲେ ଇଡକୋ ଚିଫ୍ ଜେନେରାଲ ମ୍ୟାନେଜର ସରୋଜକାନ୍ତ ମହାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବୁଧବାର ଦିନ ଗିରଫ ହୋଇଛନ୍ତି ଇଡକୋ ଚିଫ୍ ଜେନେରାଲ ମ୍ୟାନେଜର (ସିଜିଏମ) ସରୋଜକାନ୍ତ ମହାନ୍ତି। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ମଙ୍ଗଳବାର...

 ‘ତୋଷାଳି ମେଳା’ – ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ବଡ଼ ବଜାର

ଅଭିଷେକ ରାୟ ଓ ଶୁଭଶ୍ରୀ ନାୟକ ଓଡ଼ିଶାର କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ନିଦର୍ଶନ ସହ ସମସ୍ତଙ୍କ ମନ ଜିଣିଲା ‘ତୋଷାଳି’ ଜାତୀୟ ହସ୍ତଶିଳ୍ପ ମେଳା। ଭୁବନେଶ୍ୱରରେ ସରିଛି ୧୮ତମ ‘ତୋଷାଳି’ ଜାତୀୟ...

ଆସନ୍ତା ଫେବ୍ରୁଆରି ୧୬ରୁ ଯୁକ୍ତ ଦୁଇ ପରୀକ୍ଷା: ଆଜିଠୁ ୱେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ

ଓଡ଼ିଶାଲାଇଭ୍ ବ୍ୟୁରୋ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ଵାରା ପରିଚାଳିତ ଯୁକ୍ତ ୨ ଥିଓରୀ ପରୀକ୍ଷା ଆସନ୍ତା ୨୦୨୪ ଫେବ୍ରୁଆରି ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଆସନ୍ତା ଜାନୁଆରି...