Independence Day

ଶିକ୍ଷାବର୍ଷ ୨୦୨୪-୨୫ ପାଇଁ ନାସନାଲ ଟେଷ୍ଟିଂ ଏଜେନ୍ସିର ପରୀକ୍ଷା କ୍ୟାଲେଣ୍ଡର ପ୍ରକାଶିତ, ଜାଣନ୍ତୁ କେବେ ହେବ କେଉଁ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ନାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ପ୍ରକାଶ ପାଇଛି ଶିକ୍ଷାବର୍ଷ ୨୦୨୪-୨୫ ପାଇଁ ପରୀକ୍ଷା କ୍ୟାଲେଣ୍ଡର। ସାରା ଭାରତରେ ଆସନ୍ତାବର୍ଷ ହେବାକୁଥିବା ବିଭିନ୍ନ ପ୍ରବେଶିକା ପରୀକ୍ଷାର ତାରିଖ ଏଥିରେ ଘୋଷଣା କରାଯାଇଛି। ଏନଟିଏର...

ପୋଲିସ ଏନକାଉଣ୍ଟରରେ ଦୁଇ ଦୁର୍ଦାନ୍ତ ମାଓବାଦୀ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦନ୍ତେୱାଡ଼ା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ଦୁଇ ମାଓବାଦୀ ନିହତ ବୁଧବାର ଛତିଶଗଡ଼ ଦନ୍ତେୱାଡ଼ା ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ପୋଲିସ ଏନକାଉଣ୍ଟରରେ ଦୁଇ ଦୁର୍ଦାନ୍ତ ମାଓବାଦୀ ନିହତ ହୋଇଛନ୍ତି। ଦନ୍ତେୱାଡ଼ାର ନାହାଡ଼ି...

ବନ୍ଦ ହେଲା ହୀରାକୁଦର ସମସ୍ତ ଗେଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ମହାନଦୀର ଉପରମୁଣ୍ଡରେ ବର୍ଷା କମିଥିବାରୁ ବୁଧବାର ଦିନ ହୀରାକୁଦ ଜଳଭଣ୍ଡାରର ଖୋଲାଯାଇଥିବା ସମସ୍ତ ଗେଟ୍ ବନ୍ଦ କରାଯାଇଛି। ଲଗାଣ ବର୍ଷା ପାଇଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରୁ ପର୍ଯ୍ୟାୟ କ୍ରମେ ମୋଟ ୨୬ଟି...

ଫକୀରମୋହନ ବିଶ୍ଵବିଦ୍ୟାଳୟରେ ‘କମ୍ୟୁନିକେସନ ଫର ସୋସିଆଲ ଆଣ୍ଡ ବିହେଭିୟର ଚେଞ୍ଜ’ ବିଷୟରେ ଡିପ୍ଲୋମା ପାଠ୍ୟକ୍ରମ ପାଇଁ ଆବେଦନ ଜାରି,...

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵରସ୍ଥିତ ଫକୀର ମୋହନ ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗରେ ଏକ ନୂଆ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏହି ବର୍ଷିକିଆ ପାଠ୍ୟକ୍ରମର ନାମ ରହିଛି ‘ଡିପ୍ଲୋମା ଇନ କମ୍ୟୁନିକେସନ ଫର...

ଅକ୍ଟୋବର ପହିଲାରୁ ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ପାଇଁ ନୂଆ ନିୟମ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶବ୍ୟାପୀ ଅକ୍ଟୋବର ପହିଲାରୁ ଲାଗୁ ହେବାକୁ ଯାଉଛି ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ଆଇନ ୨୦୨୩। ଏହି ଆଇନ ଲାଗୁ ହେବା ଦ୍ଵାରା ଜନ୍ମ ପ୍ରମାଣପତ୍ରର ମହତ୍ତ୍ଵ ଅନେକ ମାତ୍ରାରେ ବଢ଼ିଯିବ।...

ରାଜ୍ୟରେ ଅଧିକ ଓଡ଼ିଆ ଅଧ୍ୟାପକ ନିଯୁକ୍ତି ଦାବି, ଆନ୍ଦୋଳନ ପାଇଁ ଓଡ଼ିଆ ସ୍ନାତକୋତ୍ତର ଛାତ୍ର ସମାଜର ଚେତାବନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଏବେ ବିଭିନ୍ନ କଲେଜରେ ୧,୦୬୫ଟି ଅଧ୍ୟାପକ ପଦବୀ ପାଇଁ ବିଜ୍ଞପ୍ତି ବାହାରିଛି। ଏଥିରେ ଇଂରାଜୀ ଭାଷାର ଅଧ୍ୟାପକଙ୍କ ପାଇଁ ୧୧୫ଟି ପଦବୀ ରହିଥିବାବେଳେ ଓଡ଼ିଆ ଅଧ୍ୟାପକଙ୍କ ପାଇଁ ମାତ୍ର ୪୯ଟି...

ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ, ଆରମ୍ଭ ହେଲା ଦ୍ୱିତୀୟ ଟ୍ରାଏଲ ରନ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ଆଜି ହୋଇଛି ଦ୍ୱିତୀୟ ଟ୍ରାଏଲ ରନ  ବୁଧବାର ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ଦ୍ୱିତୀୟ ଟ୍ରାଏଲ ରନ ହୋଇଛି। ବୁଧବାର ସକାଳ ୫ଟାରେ ପୁରୀରୁ ବାହାରି ଅପରାହ୍ନ ୧୨ଟା...

ନୂଆଁଖାଇ ଜୁହାର୍: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ରାଷ୍ଟ୍ରପତିଙ୍କ ସମେତ ଓଡ଼ିଶାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍...

ନୂଆଁଖାଇରେ ମା’ ସମଲେଶ୍ଵରୀଙ୍କ ନିକଟରେ ଲାଗି ହେଲା ନବାନ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଗଣପର୍ବ ନୂଆଁଖାଇରେ ଉତ୍ସବମୁଖର ହୋଇଛି ସମଗ୍ର ପଶ୍ଚିମ ଓଡ଼ିଶା। ଏହି ଅବସରରେ ବୁଧବାର ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଛି। ଏହି ସମୟରେ ଢୋଲ,...

ସାରା ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର: ନୂଆଁଖାଇ ଜୁହାର୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ମା’ ଓ ମାଟିର ପର୍ବ। କୃଷି ଏବଂ କୃଷକଙ୍କର ପର୍ବ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ନୂଆଁଖାଇ ପାଇଁ ସାରା ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର। ଅପେକ୍ଷା ରହିଥିଲା ଶୁଭ...