ନୂଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ଘରେ ଘରେ ଚାଲିଛି ପ୍ରସ୍ତୁତି।
ନୂଆଁଖାଇରେ ଚାଷୀ ପ୍ରଥମ ଅମଳ ଧାନକୁ ନିଜ ଇଷ୍ଟଦେବୀଙ୍କୁ ଅର୍ପଣ କରିବା ପରେ ନିଜ ନିଜ ଘରେ...
ବୌଦ୍ଧ: ଚିପ୍ସ ପ୍ୟାକେଟରେ ପ୍ରସ୍ତୁତ ତୋରଣରେ ଶୋଭା ପାଉଛନ୍ତି ଗଜାନନ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲାରେ ଧୁମଧାମରେ ପାଳନ ହେଉଛି ଆଦ୍ୟଦେବ ଶ୍ରୀ ଗଣେଶଙ୍କ ପୂଜା। ଭିନ୍ନ ଭିନ୍ନ ତୋରଣରେ ପୂଜା ପାଉଛନ୍ତି ଗଜାନନ। ଜିଲ୍ଲାର ତାରୁସିଂ ଗ୍ରାମରେ ଦେଖିବାକୁ ମିଳିଛି...
ଭୁବନେଶ୍ଵରର ବକୁଳ ଫାଉଣ୍ଡେସନ ପକ୍ଷରୁ ଗଛକୁ ଶ୍ରୀଗଣେଶଙ୍କ ରୂପରେ ସଜେଇ ନିଆରା ଢଙ୍ଗରେ ପୂଜା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଶ୍ରୀଗଣେଶ ଚତୁର୍ଥୀରେ ସବୁଆଡ଼େ ଭଗବାନ ଗଣେଶଙ୍କ ଧୁମଧାମରେ ପୂଜା କରାଯାଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ଵରର ବକୁଳ ଫାଉଣ୍ଡେସନ ପକ୍ଷରୁ ନିଆରା ଢଙ୍ଗରେ ଗଣେଶ ପୂଜା କରାଯାଇଛି। ଫାଉଣ୍ଡେସନର ସ୍ୱେଚ୍ଛାସେବୀମାନେ ଭାରତରେ...
କଳାହାଣ୍ଡି: ଅଟୋ-ଟ୍ରକ୍ ମୁହାଁମୁହିଁ ଧକ୍କାରେ ୩ ଜଣଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
କଳାହାଣ୍ଡି ଜିଲ୍ଲା କଲମପୁର ବଙ୍କାପାଳ ଏବଂ ଦାସିଗାଁ ରାସ୍ତାରେ ମଙ୍ଗଳବାର ଦିନ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ୬...
ଆସନ୍ତାକାଲି ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ୍ ରନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଓ ରାଉରକେଲା ମଧ୍ୟରେ ଗଡ଼ିବାକୁ ଯାଉଛି ଓଡ଼ିଶାର ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ଏନେଇ ବୁଧବାର ଉଭୟ ସହର ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ୍ ରନ ହେବ। ଏନେଇ...
ବିକଶିତ ଭାରତର ସ୍ଵପ୍ନ ସାକାର ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ – ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀଗଣେଶ ଚତୁର୍ଥୀ ଆବସରରେ ଭାରତର ନୂତନ ସଂସଦ ଭବନରେ ଆରମ୍ଭ ହୋଇଛି ସ୍ଵତନ୍ତ୍ର ଅଧିବେଶନ। ନୂଆ ସଂସଦ ଭବନର ଶ୍ରୀଗଣେଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେଇ ଏହି...
ନୂଆ ସଂସଦରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ସଂସଦ ଓ ସବୁ ବିଧାନସଭାର ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ।
ଆଗକୁ ଭାରତର ସଂସଦ ଓ ସବୁ ରାଜ୍ୟର ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ଲାଗି ୩୩ ପ୍ରତିଶତ ଆସନ...
ବନ୍ଦ ହେଲା ହୀରାକୁଦର ଆଉ ୪ଟି ଗେଟ୍, ୧୦ଟି ଗେଟରେ ଜଳ ନିଷ୍କାସିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀର ଉପରମୁଣ୍ଡରେ ବର୍ଷା କମିଥିବାରୁ ମଙ୍ଗଳବାର ଦିନ ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି। ବର୍ତ୍ତମାନ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି।
ଏହା ପୂର୍ବରୁ ରବିବାର ଦିନ...
ସୃଷ୍ଟି ହେଲା ଲଘୁଚାପ, ପ୍ରବଳ ବର୍ଷା ପାଇଁ ଆଜି ଓଡ଼ିଶାର ୨୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହା ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୫ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ୟେଲୋ ଓ୍ଵାର୍ଣ୍ଣିଂ...
ପୃଥିବୀର କକ୍ଷ ଛାଡ଼ିଲା ‘ଆଦିତ୍ୟ ଏଲ୍-ୱାନ’, ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଆଉ ୧୧୦ ଦିନର ଅପେକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ପୃଥିବାର ସମସ୍ତ ୫ଟି କକ୍ଷପଥକୁ ପାର୍ କଲା ‘ଆଦିତ୍ୟ ଏଲ୍-ୱାନ’
ଏବେ 'ଏଲ୍-ୱାନ' ପଏଣ୍ଟ ଅଭିମୁଖେ ଯାତ୍ରା କରୁଛି ସ୍ପେସକ୍ରାଫ୍ଟ
ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଆଉ ୧୧୦ ଦିନର ଅପେକ୍ଷା...





















