Independence Day

ଓଡ଼ିଶାରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ, ପୁରୀରୁ ତାଳଚେର ମଧ୍ୟରେ ଟ୍ରାଏଲ ରନ୍ ଆରମ୍ଭ ଓଡ଼ିଶାରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ଚାଲିବ ଏହି ଟ୍ରେନ। ସୋମବାର ପୁରୀରୁ...

ବଢ଼ିଲା ବଲିଉଡ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡ଼ୁଆ, ଲୁକ୍ଆଉଟ୍ ସର୍କୁଲାର ଜାରି କଲା କମିଶନରେଟ୍ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ବଢ଼ିଲା ବଲିଉଡ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡ଼ୁଆ। ସୌରିନଙ୍କ ବିରୋଧରେ ଲୁକ୍ଆଉଟ୍ ସର୍କୁଲାର ଜାରି କରିଛି କମିଶନରେଟ୍ ପୋଲିସ। ଅଭିଯୁକ୍ତ ସୌରିନ ଭଟ୍ଟଙ୍କୁ କୋଲକାତାର ବିଭିନ୍ନ ସ୍ଥାନରେ ଖୋଜି ନପାଇବା ପରେ...

ଶିଶୁ ଉପନ୍ୟାସ ‘କୁନିବଣି’ ଓ ‘ମୁଁ ବି ଆମ୍ବେଡ଼କର’ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଶିଶୁ ସାହିତ୍ୟିକ ପ୍ରଶାନ୍ତ ମଙ୍ଗରାଜଙ୍କ ଲିଖିତ ଶିଶୁ ଉପନ୍ୟାସ ‘କୁନିବଣି’ ଏବଂ କନ୍ନଡ଼ ଭାଷାରୁ ତାଙ୍କ ଦ୍ୱାରା ଅନୂଦିତ ଶିଶୁ ଉପନ୍ୟାସ ‘ମୁଁ ବି ଆମ୍ବେଡ଼କର’ ପୁସ୍ତକ ଉନ୍ମୋଚିତ ହୋଇଛି। ରବିବାର...

ଓଡ଼ିଶାରେ ନିଯୁକ୍ତ ହେବେ ୨୦ ହଜାର ପ୍ରାଥମିକ ଶିକ୍ଷକ, ସେପ୍ଟେମ୍ବର ୧୩ରୁ ଆବେଦନ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବାହାରିଲା ବିଜ୍ଞପ୍ତି। ଓଡ଼ିଶାରେ ୨୦ ହଜାରଟି ପ୍ରାଥମିକ ଶିକ୍ଷକ ପଦବୀ ପୂରଣ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ନିଯୁକ୍ତି...

ଭୁବନେଶ୍ଵରରେ ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କ କର୍ମଶାଳା, ରାଜ୍ୟ ଉଚ୍ଚଶିକ୍ଷା ବ୍ୟବସ୍ଥାର ହେବ ସମୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ସେପ୍ଟେମ୍ବର ୧୩ରେ ରାଜ୍ୟର ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କ କର୍ମଶାଳା  ୩୦୦ରୁ ଅଧିକ ସରକାରୀ ଓ ବେସରକାରୀ କଲେଜର ଅଧ୍ୟକ୍ଷ ହେବେ ସାମିଲ  ଭୁବନେଶ୍ଵରସ୍ଥିତ ଲୋକସେବା ଭବନରେ ଓଡ଼ିଶାର ସବୁ ସରକାରୀ...

ପରିବା ମଞ୍ଜିରେ ଗଢ଼ା ହେବ ଗଜାନନଙ୍କ ପ୍ରତିମୂର୍ତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ପାଖେଇ ଆସୁଛି ଗଣେଶ ପୂଜା, ୩ ଲକ୍ଷ ପରିବା ମଞ୍ଜିରେ ଗଢ଼ାହେବ ବିଘ୍ନ ବିନାଶକଙ୍କ ପ୍ରତିମୂର୍ତ୍ତି ପାର୍ବଣ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଜମି ଆସିଲାଣି ଉତ୍ସବର ଆସର। ଆଉ ଦିନ କେଇଟା...

ଓଡ଼ିଶା ଜଳ ବିଦ୍ୟୁତ ନିଗମରେ ୧୭୭ଟି ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି ରହିଛି, ସେପ୍ଟେମ୍ବର ୧୪ ଶେଷ...

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚପିସି) ପକ୍ଷରୁ ୧୭୭ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଓଏଚପିସିର ବିଭିନ୍ନ ବିଭାଗରେ ଖାଲିଥିବା ବିଭିନ୍ନ ଟେକ୍ନିକାଲ ଟ୍ରେନି, ମ୍ୟାନେଜମେଣ୍ଟ ଟ୍ରେନି ଓ...

ଏସବିଆଇ ପକ୍ଷରୁ ଅନେକ ‘ବ୍ୟାଙ୍କିଂ ପିଓ’ ପଦବୀରେ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୨୭

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ରେ ଅନେକ ବ୍ୟାଙ୍କିଂ ପ୍ରୋବେସନାରି ଅଫିସର (ପିଓ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଭାରତରେ ଥିବା ଏସବିଆଇର ବିଭିନ୍ନ ଶାଖାରେ ୨ ହଜାରଟି ପିଓ...

କ୍ରୀଡ଼ା ମାଧ୍ୟମରେ ହେବ କିଶୋରୀମାନଙ୍କ ନେତୃତ୍ୱ ବିକାଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଣପାରମ୍ପରିକ ଖେଳ ମାଧ୍ୟମରେ କିଶୋରୀ ସଶକ୍ତିକରଣ ପାଇଁ ଭିନ୍ନ ଏକ ପ୍ରୟାସ ଆକ୍ସନଏଡ ଏବଂ ୟୁନିସେଫର ମିଳିତ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର କିଶୋରୀ ଏବଂ ମା'ମାନଙ୍କୁ ନେଇ ଏକ...

ମୁଁ ଦଳ ବିରୋଧରେ ଆଦୌ ଯାଇନାହିଁ – ସୌମ୍ୟରଞ୍ଜନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟ ‘ଆତ୍ମ ବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ ଶୀର୍ଷକକୁ ନେଇ ବିଜେଡିରେ ଉଠିଥିବା ଝଡ଼ ଥମିବାର ନାଁ ନଉନି। “ମୁଁ ଯାହା ଲେଖୁଛି ଦଳର ମଙ୍ଗଳ ହେବ ସିନା...