Independence Day

ଶାଶୂର ଗଳାକାଟି ହତ୍ୟା କରିବା ଅଭିଯୋଗରେ ବନ୍ଧା ହେଲା ବୋହୂ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ଵର): ଶାଶୂର ଗଳାକାଟି ହତ୍ୟା କରିବା ଅଭିଯୋଗରେ ବୋହୂକୁ ଗିରଫ କରିଛି ପୋଲିସ। ଏହି ଅଭାବନୀୟ କାଣ୍ଡ ହେଉଛି ଭୁବନେଶ୍ଵର ଖଣ୍ଡଗିରିବାରିର। ଗତ ଅଗଷ୍ଟ ୧୫ ତାରିଖରେ ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦଫାଶ...

ରାଜ୍ୟରେ ପୂରଣ ହେବ ୭ ହଜାରରୁ ଅଧିକ ନର୍ସ ପଦବୀ, ରୋକ ହଟାଇଲେ ହାଇକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଭିନ୍ନ ଡାକ୍ତରଖାନା ପାଇଁ ନର୍ସ ନିଯୁକ୍ତି ପ୍ରକ୍ରିୟା ପାଇଁ ବାଟ ଫିଟିଛି। ରାଜ୍ୟରେ ୭ ହଜାର ୪୮୩ ନର୍ସିଂ ଅଫିସରଙ୍କ ନିଯୁକ୍ତି ଉପରୁ ରୋକ ହଟାଇଛନ୍ତି ହାଇକୋର୍ଟ। ନର୍ସିଂ ଅଫିସର...

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ବଢ଼ିଲା ଅଡ଼ୁଆ, ଚାକିରି ଜାଲିଆତି ମାମଲାରେ ଦାଖଲ ହେଲା ଚାର୍ଜଫ୍ରେମ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ବଢ଼ିଛି ଅଡ଼ୁଆ। ଟାଟା ମୋଟର୍ସ ଚାକିରି ଜାଲିଆତି ମାମଲାରେ ତାଙ୍କ ବିରୋଧରେ ଭୁବନେଶ୍ଵର ସ୍ଵତନ୍ତ୍ର ଅଦାଲତରେ ଚାର୍ଜଫ୍ରେମ ହୋଇଛି। ଏହା ସହ ମାମଲାର ଅନ୍ୟ...

ଓମ୍ବାଡସିର ୨୬ତମ ‘ବୋର୍ଡ ଅଫ୍ ଡିରେକ୍ଟର୍ସ’ ବୈଠକରେ ୩୪୩ କୋଟି ଟଙ୍କାର ୫ଟି ପ୍ରକଳ୍ପକୁ ଅନୁମୋଦନ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଓଡ଼ିଶା ଖଣିଜପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡସି) ୨୬ତମ  ‘ବୋର୍ଡ ଅଫ୍ ଡିରେକ୍ଟର୍ସ’ ବୈଠକ ସୋମବାର ଦିନ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ...

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାର ଶ୍ରାବଣ-ଶୁକ୍ଳ ସପ୍ତମୀରେ ଶ୍ରୀଜିଉଙ୍କ ବନକଲାଗି ପାଇଁ ତିଥି ଧାର୍ଯ୍ୟ କରାଯାଇଛି।...

ଉଠାଦୋକାନୀଙ୍କ ଆର୍ଥିକ ସୁରକ୍ଷା ପାଇଁ ପିଏମ୍ ସ୍ୱନିଧି

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=zG9abpdWL6E] ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟ୍ (ଭୁବନେଶ୍ୱର) ପକ୍ଷରୁ ଏକ ମାସିକ ‘ଆର୍ଥିକ ଅନ୍ତର୍ଭୁକ୍ତି ସେମିନାର ସିରିଜ୍’ ଆରମ୍ଭ ହୋଇଛି। ଏହାର ପରିଚାଳନା କରୁଛନ୍ତି ଏକ୍ସଆଇଏମର...

ଚନ୍ଦ୍ରରେ ଭାରତର ଐତିହାସିକ ଅବତରଣକୁ ଆଉ ଅଳ୍ପ ସମୟ ବାକି, ସୁନ୍ଦର ଫଟୋ ପଠାଇଲା ଚନ୍ଦ୍ରଯାନ-୩

ଓଡ଼ିଶାଲାଇଭ୍ ବ୍ୟୁରୋ ଚନ୍ଦ୍ର ପୃଷ୍ଠରେ ଭାରତର ଐତିହାସିକ ଅବତରଣକୁ ଆଉ ଅଳ୍ପ ମୂହୁର୍ତ୍ତର ଅପେକ୍ଷା। ବୁଧବାର ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବ ଚନ୍ଦ୍ରଯାନ-୩। ଏହି ଲ୍ୟାଣ୍ଡିଂ ପୂର୍ବରୁ ସୋମବାର...

ନୂଆ କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ଓଡ଼ିଶା ନେତାଙ୍କୁ ଅଣଦେଖା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗାମୀ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ। ରବିବାର ଦିନ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ଘୋଷଣା କରାଯାଇଛି। ନୂଆ କମିଟିରେ ଓଡ଼ିଶାର କୌଣସି ଦଳୀୟ...

୨୦୨୩ ଏସିଆ କପ୍ କ୍ରିକେଟ: ୧୭ ଜଣିଆ ଭାରତୀୟ ଦଳ ଘୋଷିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଏସିଆ କପ୍ କ୍ରିକେଟ ୨୦୨୩ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆରେ ୧୭ ଜଣ ଖେଳାଳି ସାମିଲ ହୋଇଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ...

ଭୁବନେଶ୍ଵରରେ ଡେଙ୍ଗୁ ଭୟ, ଦିନକୁ ୮୦ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଣାୟତ୍ତ ହେଲାଣି ଡେଙ୍ଗୁ ପରିସ୍ଥିତି। ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଶହ ଛୁଇଁବାକୁ ଯାଉଥିବାବେଳେ ରାଜଧାନୀ ଭୁବନେଶ୍ଵରରେ ଦିନକୁ ୭୦ରୁ ୮୦ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ...