ଆସନ୍ତା ଅଗଷ୍ଟ ପହିଲା ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷିବ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଗାମୀ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା...
ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରେ ତଲାସୀ ଅଭିଯାନ, ୯ଟି ଦେଶୀ ବନ୍ଧୁକ ଜବତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଶିମିଳିପାଳ ଅଭୟାରଣ୍ୟକୁ ଶିକାରୀ ମୁକ୍ତ କରିବା ଲାଗି ଚାଲିଥିବା ତଲାସୀ ଅଭିଯାନ ବେଳେ ପୁଣି ୯ଟି ଦେଶୀ ବନ୍ଧୁକ ଜବତ କରାଯାଇଛି। ଏନେଇ ଶନିବାର ଦିନ ସୂଚନା...
ରାଜ୍ୟରେ ୪ ଦିନ ଯାଏଁ ପ୍ରବଳ ବର୍ଷା!
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର ଓଡ଼ିଶା ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଗଙ୍ଗୀୟ ପଶ୍ଚିମ ଉପତ୍ୟକା ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଗାମୀ ୪ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ...
ଅଧିକରୁ ଅଧିକ ଲୋକ ନିବେଶ କଲେ ଭାରତର ଅର୍ଥନୈତିକ ବିକାଶ ତ୍ୱରାନ୍ୱିତ ହୋଇପାରିବ: ଅଶ୍ୱନୀ ଭାଟିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=3queokgU-DI](ଭୁବନେଶ୍ୱର): ଭାରତର ବିତ୍ତୀୟ ବଜାର ସମ୍ପର୍କରେ ସାଧାରଣ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଲାଗି ଭୁବନେଶ୍ୱରଠାରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ...
ଜାତୀୟ ବ୍ୟାଘ୍ର ଗଣନା ରିପୋର୍ଟ ୨୦୨୨: ଓଡ଼ିଶାରେ ଲୋପ ପାଉଛି ବାଘ ବଂଶ, ୨୦କୁ ଖସିଲା ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ମହାବଳ ବାଘଙ୍କ ସଂଖ୍ୟା ଏବେ ଦିନକୁ ଦିନ କମିବାରେ ଲାଗିଛି। ଭାରତରେ ବାଘଙ୍କ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଉଥିବାବେଳେ ଓଡ଼ିଶାରେ ଏହାର ଓଲଟା ହେଉଛି। ଭାରତରେ ବାଘଙ୍କ ସଂଖ୍ୟା ଏବେ...
ମଣିପୁରରେ ଇ-ଣ୍ଡି-ଆ ମେଣ୍ଟର ସାଂସଦ: ହିଂସା ପ୍ରଭାବିତଙ୍କୁ ଭେଟି ବୁଝିଲେ ଅସୁବିଧା
ଓଡ଼ିଶାଲାଇଭ୍ ବ୍ୟୁରୋ
ମଣିପୁରରେ ପହଞ୍ଚିଛନ୍ତି ଇ-ଣ୍ଡି-ଆ ମେଣ୍ଟର ସାଂସଦ। ୧୬ଟି ବିରୋଧୀ ଦଳର ୨୧ ଜଣ ସାଂସଦ ମଣିପୁର ଗସ୍ତ କରିଛନ୍ତି। ସେମାନେ ମଣିପୁରର ଚୁରାଚାନ୍ଦପୁର ସ୍ଥିତ ରିଲିଫ କ୍ୟାମ୍ପକୁ ଯାଇ ହିଂସା ପ୍ରଭାବିତ...
ବସ୍ ମାଲିକ ସାବଧାନ: ମହିଳାଙ୍କୁ ଗାଡ଼ିରେ ପ୍ରଥମେ ଚଢ଼ିବାକୁ ବାରଣ କଲେ କଟିବ ଇ-ଚାଲାଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହିଳାମାନେ ପ୍ରଥମେ ଗାଡ଼ିରେ ଚଢ଼ିଲେ ଅନୁକୁଳ ବିଗିଡ଼ିଯାଏ, ଅଶୁଭ ହୋଇଥାଏ। ଏଭଳି ଭ୍ରାନ୍ତ ଧାରଣା ଏବଂ ଅନ୍ଧବିଶ୍ଵାସ ଆଜି ପର୍ଯ୍ୟନ୍ତ ଚାଲିଆସୁଛି। ଏହା କେବଳ ମହିଳାଙ୍କ ପ୍ରତି ଅସମ୍ମାନ ନୁହେଁ, ଏହା...
ଭୁବନେଶ୍ୱରକୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରକୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ‘ଭୁବନେଶ୍ଵର ଜିଲ୍ଲା ଗଠନ ସଂଘ’ ପକ୍ଷରୁ ଏହି ସ୍ମାରକପତ୍ର ଦିଆଯାଇଛି। ଏନେଇ ଶୁକ୍ରବାର ସଂଘ ପକ୍ଷରୁ ଭୁବନେଶ୍ଵର ବୁଦ୍ଧ...
ମହରମ ପାଇଁ ସମ୍ବଲପୁରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ହେବନି କୌଣସି ଶୋଭାଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ମହରମ ପାଇଁ ସଜାଗ ହୋଇଛି ସମ୍ବଲପୁର। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସହରରେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥର ମହରମ ଅବସରରେ ସହରରେ କୌଣସି ଶୋଭାଯାତ୍ରା କରିବା ପାଇଁ...
ଭାରତୀୟ ରେଳବାଇର ଉତ୍ତରପୂର୍ବ ଜୋନରେ ୧୧୦୪ଟି ‘ଆପ୍ରେଣ୍ଟିସ୍’ ପଦବୀ ପାଇଁ ଆବେଦନ ଜାରି, ଅଗଷ୍ଟ ୨ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରେଳବାଇ ପକ୍ଷରୁ ଉତ୍ତରପୂର୍ବାଞ୍ଚଳ ରେଳ (ଏନଇଆର) ଡିଭିଜନରେ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଉତ୍ତରପୂର୍ବାଞ୍ଚଳ ଡିଭିଜନରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୧୧୦୪ଟି ପଦବୀ ପୂରଣ...





















