Independence Day

୫-ଟି ସଚିବଙ୍କ ଦୁଇଦିନିଆ ନୟାଗଡ଼ ଗସ୍ତ, ବିଜେପି ଓ କଂଗ୍ରେସର ବିରୋଧ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ଦୁଇ ଦିନିଆ ନୟାଗଡ଼ ଜିଲ୍ଲା ଗସ୍ତରରେ ଆସିଥିବା ୫-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଗୁରୁବାର ଦିନ ରଣପୁରଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ...

ଭାରତ-ୱେଷ୍ଟଇଣ୍ଡିଜ୍ ୧୦୦ତମ ଟେଷ୍ଟ: ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଗୁରୁବାରଠାରୁ ଆରମ୍ଭ ହେଉଛି ଟେଷ୍ଟ ସିରିଜର ଦ୍ଵିତୀୟ ମୁକାବିଲା। ତ୍ରିନିଦାଦର ପୋର୍ଟ ଅଫ୍ ସ୍ପେନରେ ଖେଳାଯିବାକୁ ଥିବା ଏହି ମ୍ୟାଚଟି ଉଭୟ ଦଳ ମଧ୍ୟ ୧୦୦ତମ...

ଏନ୍‌ଡିଏର ‘୩୮’ ଗଣିତ, କାହିଁକି ଶୂନ ଯୋଡୁଛନ୍ତି ମୋଦୀ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଏନ୍‌ଡିଏରେ ସାମିଲ ହେଉଛନ୍ତି ସାଂସଦ ନଥିବା ଦଳ, ମୋଦୀଙ୍କର ଏହି ରଣନୀତି ପଛରେ କ’ଣ ରହିଛି ରହସ୍ୟ? ‘ଏନ୍‌ଡିଏ’ ବନାମ ‘ଇଣ୍ଡିଆ’ ଲଢ଼େଇ ହେବ ୨୦୨୪ରେ। ମଙ୍ଗଳବାର ଦିନ ବିରୋଧୀ ଏକତା...

ଆହୁରି ଦକ୍ଷ ହେବ ଅଗ୍ନିଶମ ସେବା ବିଭାଗ, ୨୬ ନୂତନ ପଦବୀକୁ ମିଳିଲା ଅନୁମୋଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆହୁରି ଦକ୍ଷ ହେବ ଓଡ଼ିଶା ଅଗ୍ନିଶମ ସେବା ବିଭାଗ। ଅଗ୍ନିଶମ ସେବା ବିଭାଗରେ ୨୬ଟି ନୂତନ ପଦବୀକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଛି। ଏହି ନୂତନ ପଦବୀଗୁଡ଼ିକ ମଧ୍ୟରେ ୩ଟି ଷ୍ଟେସନ ଅଫିସର ପଦବୀ...

ଆଜିଠୁ ସଂସଦର ମୌସୁମୀ ଅଧିବେଶନ, ଆରମ୍ଭରୁ ମଣିପୁରରେ ହିଂସାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ସଂସଦର ମୌସୁମୀ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରୁ ସଂସଦରେ ବିରୋଧୀ ନେତାମାନଙ୍କ ହଙ୍ଗାମା ଦେଖିବାକୁ ମିଳିଛି। କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ମଣିପୁର ହିଂସା ପ୍ରସଙ୍ଗକୁ...

ଜୁଲାଇ ୨୩ରେ ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋଲିବ ହୀରାକୁଦ ଡ୍ୟାମ୍‌। ଜୁଲାଇ ୨୩ ତାରିଖରେ ହୀରାକୁଦ ଡ୍ୟାମର ଗେଟ୍ ଖୋଲାଯାଇ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ। ଏ ନେଇ ଗୁରୁବାର ଦିନ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେବା ସହ...

“ସାରା ଦେଶକୁ ଲଜ୍ଜିତ କରିଛି ମଣିପୁର ଘଟଣା”

ଓଡ଼ିଶାଲାଇଭ୍ ବ୍ୟୁରୋ ଜାତି ପାଇଁ ମଣିପୁରରେ ଲାଗି ରହିଥିବା ହିଂସା ସବୁ ସୀମା ଟପିଛି। ଏଠାରେ ଘଟିଥିବା ଏକ ଅମାନବୀୟ ଘଟଣା ସାରା ଦେଶକୁ ଲଜ୍ଜିତ କରିଛି। ମଣିପୁରରେ ଜାତି ବିବାଦରୁ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା...

ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ, ଡିସେମ୍ବର ସୁଦ୍ଧା ସରିବ ବାକି ୧୭୭୧ ହାଇସ୍କୁଲର କାମ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ଚତୁର୍ଥ ପର୍ଯ୍ୟାୟ ୨୦୨୩ ଡିସେମ୍ବର ମାସ ସୁଦ୍ଧା ଶେଷ ହେବ। ଏହି ପର୍ଯ୍ୟାୟରେ ରାଜ୍ୟରେ ବାକିଥିବା ଆଉ ୧ ହଜାର ୭୭୧ଟି ହାଇସ୍କୁଲର ରୂପାନ୍ତରଣ...

ଭାରତୀୟ ରେଳବାଇର ପଶ୍ଚିମ ଜୋନରେ ୩୬୨୪ଟି ଆପ୍ରେଣ୍ଟିସ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ଜୁଲାଇ ୨୬ ଶେଷ...

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରେଳବାଇ ପକ୍ଷରୁ ପଶ୍ଚିମାଞ୍ଚଳ ରେଳ (ଡବ୍ଲୁଆର) ଡିଭିଜନରେ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଉତ୍ତରପୂର୍ବାଞ୍ଚଳ ଡିଭିଜନରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୩୬୨୪ଟି ପଦବୀ ପୂରଣ...

ସିଙ୍ଗାପୁରରୁ ୬ ମାସିଆ ‘ପେଡ୍-ଇଣ୍ଟର୍ଣ୍ଣସିପ୍’ କରି ଓଡ଼ିଶା ଫେରିଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ସିଙ୍ଗାପୁରର ବିଭିନ୍ନ କମ୍ପାନିରେ ସଫଳତାର ସହ ୬ ମାସିଆ ‘ପେଡ୍ ଇଣ୍ଟର୍ଣ୍ଣସିପ୍’ ଶେଷକରି ଓଡ଼ିଶା ଫେରିଛନ୍ତି ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀ। ଭୁବନେଶ୍ୱରରେ ପହଞ୍ଚିବା ପରେ...