ଓଡ଼ିଶାଲାଇଭ୍ ବ୍ୟୁରୋ

ଖୋଲିବ ହୀରାକୁଦ ଡ୍ୟାମ୍‌। ଜୁଲାଇ ୨୩ ତାରିଖରେ ହୀରାକୁଦ ଡ୍ୟାମର ଗେଟ୍ ଖୋଲାଯାଇ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ। ଏ ନେଇ ଗୁରୁବାର ଦିନ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେବା ସହ ସତର୍କତା ଜାରି କରିଛନ୍ତି।

ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର ବଢ଼ୁବାକୁ ଲାଗିଛି। ତେଣୁ ବନ୍ୟାଜଳ ଛାଡ଼ିବା ଲାଗି ଡ୍ୟାମ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

Tags: #HirakudDam #HirakudDamGate #FloodWater

Comment