‘ମୋଦୀ’ ସରନେମ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଝଟକା: ଆବେଦନ ଖାରଜ କଲେ ଗୁଜରାଟ ହାଇକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
‘ମୋଦୀ’ ସରନେମ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ହାଇକୋର୍ଟରୁ ବଡ଼ ଝଟକା ମିଳିଛି। ହାଇକୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଏବେ ରାହୁଲଙ୍କ ୨ ବର୍ଷର ସଜା ବଳବତ୍ତର...
ଆରମ୍ଭ ହେଲା ଯୁକ୍ତ ୨ ଆଡମିସନ: ପ୍ରଥମ ପର୍ଯ୍ୟାୟରେ ନାମ ଲେଖିବେ ୪ ଲକ୍ଷ ୧୨ ହଜାର ଛାତ୍ରଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା। ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏଁ ଚାଲିବ ଏହି ନାମଲେଖା ପ୍ରକ୍ରିୟା। ଗୁରୁବାର...
ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ, ଅଡ଼ୁଆରେ ବୀରେନ୍ଦ୍ର ଲାକ୍ରା!
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ଏବେ ଅଡ଼ୁଆ ଆହୁରି ବଢ଼ିଛି। ବୀରେନ୍ଦ୍ରଙ୍କ ସାଙ୍ଗ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଓଡ଼ିଶା ହାଇକୋର୍ଟ ନିର୍ଦେଶ...
ଏମ୍ସ ଭୁବନେଶ୍ଵରରେ ୭୭୫ଟି ପଦବୀରେ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ଜୁଲାଇ ୩୦
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ଭୁବନେଶ୍ଵରେ ଅନେକ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ପଦବୀରେ ନିଯୁକ୍ତି ସୁଯୋଗ ବାହାରିଛି। ଏଠାରେ ବିଭିନ୍ନ ବିଭାଗରେ ଖାଲି...
ଥମୁନି ମଣିପୁର ହିଂସା, ମହିଳାଙ୍କୁ ଗୁଳି କରି ହତ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଥମୁନି ମଣିପୁର ହିଂସା। ପ୍ରାୟ ଦୁଇ ମାସ ପୂର୍ବରୁ ଜାତିକୁ ନେଇ ମଣିପୁରରେ ଦେଖା ଦେଇଥିବା ହିଂସା ଏବେ ସୁଦ୍ଧା ଥମିନାହିଁ। ମଣିପୁରର କେତେକ ଅଞ୍ଚଳରୁ ହିଂସାକାଣ୍ଡର ଖବର ପ୍ରତିଦିନ ଆସୁଛି। ଗୁରୁବାର...
ଜାଣନ୍ତୁ ଆଖିଧରା ରୋଗଠାରୁ କିପରି ସୁରକ୍ଷିତ ରହିବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେ ଆଖିଧରା ରୋଗକୁ ନେଇ ଛାନିଆଁ ହେଲେଣି ଲୋକେ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଆଖିଧରା ସମସ୍ୟା ଭୋଗୁଛନ୍ତି।
ଗତ କିଛି ଦିନ ହେଲା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଖିଧରା ରୋଗ ବ୍ୟାପିଥିବା ଦେଖିବାକୁ...
କଟକ, ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜ ପାଇଁ ୪୫ଟି ଅଗ୍ନିଶମ ପଦବୀ ମଞ୍ଜୁର କଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର କଟକ, ବ୍ରହ୍ମପୁର ଓ ବୁର୍ଲାରେ ଥିବା ୩ଟି ପ୍ରମୁଖ ମେଡିକାଲ କଲେଜର ଅଗ୍ନିଶମ ବିଭାଗରେ ୪୫ଟି ନୂତନ ପଦବୀ ପାଇଁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଏହା ଦ୍ୱାରା ଉକ୍ତ...
କାହିଁକି ଆଖି ଧରେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=fxSU59vs4Yg]
ସାଧାରଣତଃ ବର୍ଷା ଋତୁରେ ଆଖି ଧରିବା ଭଳି ସମସ୍ୟା ଅଧିକ ଦେଖାଦେଇଥାଏ। ଏହା ସାଧାରଣତଃ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁଁ ହୋଇଥାଏ ବୋଲି ଡାକ୍ତର କୁହନ୍ତି।
ଏହି ସମୟରେ ଆଖି ଧରିଥିବା...
ଡିଏନ୍ ଗ୍ରୁପ୍ ଉପରେ ଆୟକର ରେଡ୍ ଜାରି, ଆଗକୁ ତଦନ୍ତ କରିବ ଇଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢ଼ାଉ ଗୁରୁବାର ମଧ୍ୟ ଜାରି ରହିଛି। ଦ୍ଵିତୀୟ ଦିନରେ ଗ୍ରୁପର ବିଭିନ୍ନ କାର୍ଯ୍ୟାଳୟ ଓ ଅଧିକାରୀଙ୍କ ଘରେ ରେଡ କରାଯାଇଛି। ଏଥିରେ...
ପାଓ୍ଵାର ପାଇଁ ଫ୍ୟାମିଲି ଓ୍ଵାର୍
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପାଓ୍ଵାର ପରିବାରର କ୍ଷମତା ଲଢ଼େଇ, ବିଗତ ଦିନରେ ଘଟିଥିବା ଅନେକ ରାଜନୈତିକ ପରିବାରର ଲଢ଼େଇକୁ ତାଜା କରିଛି।
ଭାରତୀୟ ରାଜନୀତିରେ ନୂଆ ନୁହେଁ ପରିବାର ଲଢ଼େଇ
ଚୌକି ପାଇଁ ଦାଦା-ପୁତୁରା...





















